Loading...

299 Big Street, Govindpur, India

Open daily 10:00 AM to 10:00 PM

Mathura Nagari Soigala Your Astrology Guru Lyrics In Odia Font

Suresh Wadekar

Your Astrology Guru Lyrics

ମଥୁରା ନଗରୀ ଶୋଇଗଲା ପରେ

Mathura Nagari Soigala Pare Your Astrology Guru Lyrics In Odia Language

ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ଜହ୍ନରେ ଦିଶଇ ରାଧିକାର ମୁହଁ
ବିକଳେ ବିଚାରି କାନ୍ଦେ ଢାଳି ଲୁହ
ଆଖି ବୁଜିଦିଏ କାହ୍ନୁ
ଆଖି ବୁଜିଦିଏ କାହ୍ନୁ ଚାହିଁ ନ ପାରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ


ଭାବୁଚି କହ୍ନେଇ ପ୍ରାଣପ୍ରିୟା ରାଇ
କେମିତି ଗୋପରେ ଥିବ ଏକା ରହି
ଓ…ଭାବୁଚି କହ୍ନେଇ ପ୍ରାଣପ୍ରିୟା ରାଇ
କେମିତି ଗୋପରେ ଥିବ ଏକା ରହି
ଡେଣା କଟିଗଲେ ପକ୍ଷୀ ଯେଉଁ ଭଳି
କାହ୍ନୁ ବିନା ରାଇ ଆଜି ସେଇ ଭଳି
ରକତରେ ଭାସୁଥିବ
ରକତରେ ଭାସୁଥିବ ଚାଲି କଣ୍ଟାରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ


ହଜିଲା ଅତୀତ ସ୍ମୃତିରେ କୁହୁଳି
ଜଳୁଥିବ ରାଇ ନିଜକୁ ସେ ଜାଳି
ଓ…ହଜିଲା ଅତୀତ ସ୍ମୃତିରେ କୁହୁଳି
ଜଳୁଥିବ ରାଇ ନିଜକୁ ସେ ଜାଳି
ଉଜୁଡା କୁଞ୍ଜରେ ପାଗଳିନୀ ହୋଇ
ଘୁରୁଥିବ ରାଇ କାହ୍ନୁ କାହ୍ନୁ କହି
ଅଭିଶାପ ଦେଉଥିବ
ଅଭିଶାପ ଦେଉଥିବ କାହ୍ନୁ ନାଆଁରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ

ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ଜହ୍ନରେ ଦିଶଇ ରାଧିକାର ମୁହଁ
ବିକଳେ ବିଚାରି କାନ୍ଦେ ଢାଳି ଲୁହ
ଆଖି ବୁଜିଦିଏ କାହ୍ନୁ
ଆଖି ବୁଜିଦିଏ କାହ୍ନୁ ଚାହିଁ ନ ପାରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ
ମଥୁରା ନଗରୀ ଶୋଇଗଲା ପରେ
କାହ୍ନୁ ବସେ ଯାଇ ଉଆସ ଉପରେ

Mathura Nagari Soigala Pare Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00