ମେଘରେ ମେଘ କହିଯା ମେଘ
କେତେ ଦୂରେ ମୋର ପ୍ରିୟା
ମେଘରେ ମେଘ କହିଯା ମେଘ
ମେଘରେ ମେଘ କହିଯା ମେଘ
କେତେ ଦୂରେ ମୋର ପ୍ରିୟା
ପ୍ରିୟା ମୋ ପ୍ରିୟା ଫେରି ନାହିଁ କିଆଁ
ମୋ ପ୍ରିୟା ଫେରି ନାହିଁ କିଆଁ
ନଦୀରେ ନଦୀ କହିଯା ନଦୀ
ନଦୀରେ ନଦୀ କହିଯା ନଦୀ
ରୁଷିଚି କି ମୋର ପ୍ରିୟା
ପ୍ରିୟା ମୋ ପ୍ରିୟା ଫେରି ନାହିଁ କିଆଁ
ମୋ ପ୍ରିୟା ଫେରି ନାହିଁ କିଆଁ
କେଜାଣି ପ୍ରିୟା କେଉଁଠି ଥିବ
ମୋ ବିନା ଏକା କେମିତି ଥିବ
ହେ କେଜାଣି ପ୍ରିୟା କେଉଁଠି ଥିବ
ମୋ ବିନା ଏକା କେମିତି ଥିବ
କହି ଥିଲା ସେ ଖବର ଦବ
ଭୁଲି ଗଲାଣି ବରଷେ ହବ
ଜହ୍ନରେ ଜହ୍ନ ବୁଝୁନି ମନ
ହେ ଜହ୍ନରେ ଜହ୍ନ ବୁଝୁନି ମନ
ବଦଳି ଗଲାକି ପ୍ରିୟା
ପ୍ରିୟା ମୋ ପ୍ରିୟା ଫେରି ନାହିଁ କିଆଁ
ମୋ ପ୍ରିୟା ଫେରି ନାହିଁ କିଆଁ
ମନ୍ଦିର ବେଢା ରହିଚି ସାକ୍ଷୀ
ବଉଳ ବେଦି ରହିଚି ସାକ୍ଷୀ
ହୋ ମନ୍ଦିର ବେଢା ରହିଚି ସାକ୍ଷୀ
ବଉଳ ବେଦି ରହିଚି ସାକ୍ଷୀ
ତା ମୁଁହ ଆଜି ଖୋଜେ ମୋ ଆଖି
ଦବାକୁ ଅଛି ସିନ୍ଦୁର ବାକି
ପକ୍ଷୀରେ ପକ୍ଷୀ ଆଣିବୁ ଡାକି
ହେ ପକ୍ଷୀରେ ପକ୍ଷୀ ଆଣିବୁ ଡାକି
ଯେତେ ଦୂରେ ଥାଉ ପ୍ରିୟା
ପ୍ରିୟା ମୋ ପ୍ରିୟା ଫେରି ନାହିଁ କିଆଁ
ମୋ ପ୍ରିୟା ଫେରି ନାହିଁ କିଆଁ
ମେଘରେ ମେଘ କହିଯା ମେଘ
ମେଘରେ ମେଘ କହିଯା ମେଘ
କେତେ ଦୂରେ ମୋର ପ୍ରିୟା
ପ୍ରିୟା ମୋ ପ୍ରିୟା ଫେରି ନାହିଁ କିଆଁ
ମୋ ପ୍ରିୟା ଫେରି ନାହିଁ କିଆଁ
ନଦୀରେ ନଦୀ କହିଯା ନଦୀ
ନଦୀରେ ନଦୀ କହିଯା ନଦୀ
ରୁଷିଚି କି ମୋର ପ୍ରିୟା
ପ୍ରିୟା ମୋ ପ୍ରିୟା ଫେରି ନାହିଁ କିଆଁ
ମୋ ପ୍ରିୟା ଫେରି ନାହିଁ କିଆଁ
Meghare Megha Kahija Megha
Kete Dure Mora Priya
Meghare Megha Kahija Megha
Meghare Megha Kahija Megha
Kete Dure Mora Priya
Priya Mo Priya Feri Nahi
Kian
Mo Priya Feri Nahi
Kian
Nadire Nadi Kahija Nadi
Nadire Nadi Kahija Nadi
Rusichi Ki Mora Priya
Priya Mo Priya Feri Nahi
Kian
Mo Priya Feri Nahi
Kian
Kejani Priya Keunthi Thiba
Mo Bina Eka Kemiti Thiba
He Kejani Priya Keunthi Thiba
Mo Bina Eka Kemiti Thiba
Kahithila Se Khabara Daba
Bhuli Galani Barase Haba
Jahnare Jahna Bujhuni Mana
He Jahnare Jahna Bujhuni Mana
Badali Galaki Priya
Priya Mo Priya Feri Nahi
Kian
Mo Priya Feri Nahi
Kian
Mandira Bedha Rahichi Sakhi
Baula Bedi Rahichi Sakhi
Ho Mandira Bedha Rahichi Sakhi
Baula Bedi Rahichi Sakhi
Ta Muhna Aji Khoje Mo Akhi
Dabaku Achi Sindura Baki
Pakhire Pakhi Anibu Daki
He Pakhire Pakhi Anibu Daki
Jete Dure Thau Priya
Priya Mo Priya Feri Nahi
Kian
Mo Priya Feri Nahi
Kian
Meghare Megha Kahija Megha
Meghare Megha Kahija Megha
Kete Dure Mora Priya
Priya Mo Priya Feri Nahi
Kian
Mo Priya Feri Nahi
Kian
Nadire Nadi Kahija Nadi
Nadire Nadi Kahija Nadi
Rusichi Ki Mora Priya
Priya Mo Priya Feri Nahi
Kian
Mo Priya Feri Nahi
Kian