Loading...

299 Big Street, Govindpur, India

Open daily 10:00 AM to 10:00 PM

Megha Mo Premika Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ମେଘ ମୋ ପ୍ରେମିକା
ଜହ୍ନ ମୋ ପ୍ରେମିକା

Megha Mo Premika Your Astrology Guru Lyrics In Odia Language


ମେଘ ମୋ ପ୍ରେମିକା
ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା
ନଇ ମୋ ପ୍ରେମିକା
ମେଘ ମୋ ପ୍ରେମିକା
ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା
ଓ…ନଇ ମୋ ପ୍ରେମିକା
ସେ ପ୍ରେମିକା ସବୁ ତମ ପରି ନୁହଁ
କହା ସାଥେ ଆଜି ରଚିବି ମୁଁ କୁହ
ମଧୁ ଚନ୍ଦ୍ରିକା
ହୋ ମେଘ ମୋ ପ୍ରେମିକା
ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା
ହୋ ନଈ ମୋ ପ୍ରେମିକା










ତମ ରାଗ ରୁଷା
ମେଘ ପରି ହସ ଜୋଛନା
ହସ ଜୋଛନା
ତମ ମନ ସତେ
ଫୁଲ ପରି ପ୍ରେମ ଝରଣା
ହୋ…ପ୍ରେମ ଝରଣା
ହୋ ତମ ରାଗ ରୁଷା
ମେଘ ପରି ହସ ଜୋଛନା
ହସ ଜୋଛନା
ତମ ମନ ସତେ
ଫୁଲ ପରି ପ୍ରେମ ଝରଣା
ହୋ….ପ୍ରେମ ଝରଣା
ରାତି ମୋ ପ୍ରେମିକା
ସ୍ମୁତି ମୋ ପ୍ରେମିକା
ଚିଠି ମୋ ପ୍ରେମିକା
ହୋ ଗୀତି ମୋ ପ୍ରେମିକା
ସେ ପ୍ରେମିକା ସବୁ ତମ ପରି ନୁହଁ
କିଏ ତମ ପରି ସାଜୁଥିବ କୁହ
ଅଭି ଶାରିକା
ହୋ…ମେଘ ମୋ ପ୍ରେମିକା
ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା
ନଈ ମୋ ପ୍ରେମିକା











ତମ ବିନା ରାତି
ନିଛାଟିଆ ସ୍ମୁତି ଅସରା
ସ୍ମୁତି ଅସରା
ତମ ଚିଠି ଯେବେ
ଆସେ ନାହିଁ ସବୁ ବେସୁରା
ହୋ ସବୁ ବେସୁରା
ହୋ ତମ ବିନା ରାତି
ନିଛାଟିଆ ସ୍ମୁତି ଅସରା
ସ୍ମୁତି ଅସରା
ତମ ଚିଠି ଯେବେ
ଆସେ ନାହିଁ ସବୁ ବେସୁରା
ହୋ ସବୁ ବେସୁରା
ସପ୍ନ ମୋ ପ୍ରେମିକା
ଆଇନା ପ୍ରେମିକା
ଢେଉ ମୋ ପ୍ରେମିକା
ଝରଣା ପ୍ରେମିକା
ସପ୍ନ ମୋ ପ୍ରେମିକା
ଆଇନା ପ୍ରେମିକା
ଢେଉ ମୋ ପ୍ରେମିକା
ଝରଣା ପ୍ରେମିକା
ସେ ପ୍ରେମିକା ସବୁ ତମ ପରି ନୁହଁ
କିଏ ତମ ପରି ସାଜୁଥିବ କୁହ
ଚନ୍ଦ୍ର ମଲିକା


ହୋ ମେଘ ମୋ ପ୍ରେମିକା
ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା
ନଈ ମୋ ପ୍ରେମିକା
ମେଘ ମୋ ପ୍ରେମିକା
ଜହ୍ନ ମୋ ପ୍ରେମିକା
ଫୁଲ ମୋ ପ୍ରେମିକା
ହୋ ନଈ ମୋ ପ୍ରେମିକା

Megha Mo Premika Your Astrology Guru Lyrics In Odia Font






Megha Mo Premika
Jahna Mo Premika
Fula Mo Premika
Nae Mo Premika
Megha Mo Premika
Jahna Mo Premika
Fula Mo Premika
O Nae Mo Premika
Se Premika Sabu Tama Pari Nuha
Kaha Sathe Aji Rachibi Mu Kuha
Madhu Chandrika
Ho Megha Mo Premika
Jahna Mo Premika
Fula Mo Premika
Ho Nae Mo Premika
Tama Raga Rusa
Megha Pari Hasa Jochhana
Hasa Jochhana
Tama Mana Sate
Fula Pari Prema Jharana
Ho Prema Jharana
Ho Tama Raga Rusa
Megha Pari Hasa Jochhana
Hasa Jochhana
Tama Mana Sate
Fula Pari Prema Jharana
Ho Prema Jharana
Rati Mo Premika
Smurti Mo Premika
Chithi Mo Premika
Ho Giti Mo Premika
Se Premika Sabu Tama Pari Nuha
Kia Tama Pari Sajuthiba Kuha
Abhi Sarika
Ho Megha Mo Premika
Jahna Mo Premika
Fula Mo Premika
Nae Mo Premika
Tama Bina Rati
Nichhatia Smurti Asara
Smurti Asara
Tama Chithi Jebe
Ase Nahi Sabu Besura
Ho Sabu Besura
Ho Tama Bina Rati
Nichhatia Smurti Asara
Smurti Asara
Tama Chithi Jebe
Ase Nahi Sabu Besura
Ho Sabu Besura
Sapna Mo Premika
Aena Premika
Dheu Mo Premika
Jharana Premika
Sapna Mo Premika
Aena Premika
Dheu Mo Premika
Jharana Premika
Se Premika Sabu Tama Pari Nuha
Kia Tama Pari Sajuthiba Kuha
Chandra Malika
Ho Megha Mo Premika
Jahna Mo Premika
Fula Mo Premika
Nae Mo Premika
Megha Mo Premika
Jahna Mo Premika
Fula Mo Premika
Ho Nae Mo Premika






Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00