Your Astrology Guru Lyrics
ମୋ ମନର କାଗଜରେ
ଲେଖି ଦେଲି ତୁମ ନାଁ
Mo Manara Kagajare Your Astrology Guru Lyrics In Odia Language
ଝିଅ
ମୋ ମନର କାଗଜରେ
ଲେଖି ଦେଲି ତୁମ ନାଁ ତୁମ ନାଁ
ମୋ ମନର କାଗଜରେ
ଲେଖି ଦେଲି ତୁମ ନାଁ ତୁମ ନାଁ
ପଢିଛ କି କହି ଦିଅ
କୁହନା କୁହନା ଟିକେ କୁହନା
ପୁଅ
ମୋ ଆଖିର ପରଦାରେ
ଛାପି ଦେଲି ତୁମ ନାଁ ତୁମ ନାଁ
ଦେଖିଛ କି କହିଦିଅ
କୁହନା କୁହନା ଟିକେ କୁହନା
ଝିଅ
ମୋ ମନର କାଗଜରେ
ଝିଅ
ଜହ୍ନକୁ ଦେଖିଲେ ତୁମ ମୁଁହ ଦିଶୁଚି
ମେଘ ଉହାଡ଼ରୁ ଲୁଚି ମତେ ଡାକୁଚି
ଜହ୍ନକୁ ଦେଖିଲେ ତୁମ ମୁଁହ ଦିଶୁଚି
ମେଘ ଉହାଡ଼ରୁ ଲୁଚି ମତେ ଡାକୁଚି
ଆସ ଆସ ତୁମେ ଆସ ଛୁଇଁ ଦିଅ ନା
ଛୁଇଁ ଦିଅ ନା ଟିକେ ଛୁଇଁ ଦିଅ ନା
ପୁଅ
ପବନର ଲଫାଫାରେ ଦେଲି ଉଡେଇ
ମିଠା ମିଠା ଚୁମା କିଛି ତୁମରି ପାଇଁ
ପବନର ଲଫାଫାରେ ଦେଲି ଉଡେଇ
ମିଠା ମିଠା ଚୁମା କିଛି ତୁମରି ପାଇଁ
ଚୁମା ଟିଏ ଫେରାଇବ କଥା ଦିଅ ନା
କଥା ଦିଅ ନା ମତେ କଥା ଦିଅ ନା
ଝିଅ
ମୋ ମନର କାଗଜରେ
ଝିଅ
ଲା ଲା ଲା ଲା ଲା ଲା
ପୁଅ
ଲା ଲା ଲା ଲା ଲା
ଝିଅ
ଆ ଆ ଆ
ପୁଅ
ଲା ଲା ଲା
ଝିଅ
ଉଁ ପ୍ରଥମ ଦେଖାରେ ସବୁ କହି ସାରିଚି
ଓଠରେ ନ କହି ଇସାରାରେ କହିଚି
ପ୍ରଥମ ଦେଖାରେ ସବୁ କହି ସାରିଚି
ଓଠରେ ନ କହି ଇସାରାରେ କହିଚି
ସବୁ ବୁଝି ସବୁ ଜାଣି କିଛି ଜାଣନା
କିଛି ଜାଣନା କୁହ କିଛି ଜାଣନା
ପୁଅ
ତୁ ପରା କହୁଚୁ ବୁଝୁ ଆଖିର ଭାଷା
କେମିତିକା ବୁଝିଲୁନି ପ୍ରେମର ଭାଷା
ତୁ ପରା କହୁଚୁ ବୁଝୁ ଆଖିର ଭାଷା
କେମିତିକା ବୁଝିଲୁନି ପ୍ରେମର ଭାଷା
ମୁହଁ ଖୋଲି ଥରେ କହ ହଁ କି ନା
ହଁ କି ନା କହ ହଁ କି ନା
ଝିଅ
ହଁ ବାବା ହଁ ହଁ ହଁ
Mo Manara Kagajare Your Astrology Guru Lyrics In Odia Font
Thank You