Loading...

299 Big Street, Govindpur, India

Open daily 10:00 AM to 10:00 PM

Rakate Lekhichi Naan Your Astrology Guru Lyrics In Odia Font

Your Astrology Guru Lyrics

ନା ସବୁଜରେ ନା ସୁନେଲିରେ
ନା ଗୋଲାପିରେ ନା ରୂପେଲିରେ

Rakate Lekhichi Naan Your Astrology Guru Lyrics In Odia Language

ପୁଅ
ସାତ ରଙ୍ଗରୁ ରଙ୍ଗ ଆଣିଲି
ମନ ବୁଝିଲାନି ଯେତେ ଲେଖିଲି

ପୁଅ
ନା ସବୁଜରେ ନା ସୁନେଲିରେ
ନା ଗୋଲାପିରେ ନା ରୂପେଲିରେ
ଆ ଦେଖିବୁ ଆ…
ରକତେ ଲେଖିଚି ନାଆଁ
ରକତେ ଲେଖିଚି ନାଆଁ
ରକତେ ଲେଖିଚି ନାଆଁ
ମୁଁ ରକତେ ଲେଖିଚି ନାଆଁ
ଝିଅ
ନା ମେହେନ୍ଦିରେ ନା ଅଳତାରେ
ନା କଜଳରେ ନା କୁକୁମରେ
ଆ ଦେଖିବୁ ଆ…
ରକତେ ଲେଖିଚି ନାଆଁ
ରକତେ ଲେଖିଚି ନାଆଁ
ରକତେ ଲେଖିଚି ନାଆଁ
ମୁଁ ରକତେ ଲେଖିଚି ନାଆଁ


ପୁଅ
ଦୁନିଆ ଭୁଲି ଯେବେ ପାଇଲୁ ମତେ ଭଲ
କଣ୍ଟାରେ ଚାଲୁଥିଲି ବରଷି ଗଲା ଫୁଲ
ଝିଅ
ହଜାରେ ଜନମକୁ ଦେଇଚି ତତେ ମନ
ଭୁଲିବି ଯେବେ ତତେ ମରିବି ସେଇ ଦିନ
ପୁଅ
ତୁ ନଥିଲେ ମୁଁ କିଛି ନୁହେଁ
ତୁ ନଥିଲେ ମୁଁ କିଛି ନୁହେଁ
ଥା ଛାତିରେ ଥା…
ରକତେ ଲେଖିଚି ନାଆଁ
ରକତେ ଲେଖିଚି ନାଆଁ
ଝିଅ
ରକତେ ଲେଖିଚି ନାଆଁ
ମୁଁ ରକତେ ଲେଖିଚି ନାଆଁ


ଝିଅ
ଆଖିରେ ବସେଇଚି ଛବି ତୋ ଆଙ୍କି ଏତେ
ଆଖି ମୋ ଯିବ ଫୁଟି ଭୁଲିବି ଜଦି ତତେ
ପୁଅ
ହୋ ଭୁଲିବି ନାହିଁ ବୋଲି
ରକତେ ଲେଖି ଦେଲି
ଏ ପ୍ରେମ ଅଛି ଥିବ କିଛି ନଥାଉ କାଲି
ଝିଅ
ନେଇ ମୋ ସୁଖ ଯେତେ ତୋ ଦୁଃଖ
ନେଇ ମୋ ସୁଖ ଯେତେ ତୋ ଦୁଃଖ
ଯା ଭୁଲି ତୁ ଯା…
ରକତେ ଲେଖିଚି ନାଆଁ
ରକତେ ଲେଖିଚି ନାଆଁ
ପୁଅ
ହୋ ରକତେ ଲେଖିଚି ନାଆଁ
ମୁଁ ରକତେ ଲେଖିଚି ନାଆଁ
ନା ସବୁଜରେ ନା ସୁନେଲିରେ
ଝିଅ
ନା କଜଳରେ ନା କୁକୁମରେ
ଆ ଦେଖିବୁ ଆ…
ପୁଅ-ଓ-ଝିଅ
ରକତେ ଲେଖିଚି ନାଆଁ
ରକତେ ଲେଖିଚି ନାଆଁ ହୋ
ରକତେ ଲେଖିଚି ନାଆଁ
ରକତେ ଲେଖିଚି ନାଆଁ

Rakate Lekhichi Naan Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00