ମୁ ପାପ ତୁମେ ପୁଣ୍ୟ ମୁ ମୃତ୍ୟୁ ତୁମେ ଜନ୍ମ
ମୁ ଜରା ଦେହେ ଜୀବ ତୁମେ ପରମବ୍ରହ୍ମ
ମୁ ଜରା ଦେହେ ଜୀବ ତୁମେ ପରମବ୍ରହ୍ମ
ନମୋ ନମୋ ନାରାୟଣ ନମୋ ନାରାୟଣ
ନମୋ ନମୋ ନାରାୟଣ ନମୋ ନାରାୟଣ
ମୁ ପାପ ତୁମେ ପୁଣ୍ୟ ମୁ ମୃତ୍ୟୁ ତୁମେ ଜନ୍ମ
ବିନ୍ଦୁରୁ ହେଲି ମୁଁ ଜୀବ ଆକାର
ଲୋଭ ମୋହ ଧରି କେତେ ପ୍ରକାର
ଓ ବିନ୍ଦୁରୁ ହେଲି ମୁଁ ଜୀବ ଆକାର
ଲୋଭ ମୋହ ଧରି କେତେ ପ୍ରକାର
ଆଶା ନିରାଶାରେ ଚାଲିଲି ବାଟ
ମାୟା ମମତାର ସଜେଇ ଥାଟ
ମୁ ଶୂନ ତୁମେ ପୂର୍ଣ୍ଣ ମୁ ଧିକ ତୁମେ ଧନ୍ୟ
ମୁ ପିଞ୍ଜରାରେ ଶୁଆ ତୁମେ ଅଧରେ ରାମ
ମୁ ପିଞ୍ଜରାରେ ଶୁଆ ତୁମେ ଅଧରେ ରାମ
ନମୋ ନମୋ ନାରାୟଣ ନମୋ ନାରାୟଣ
ନମୋ ନମୋ ନାରାୟଣ ନମୋ ନାରାୟଣ
ମୁ ପାପ ତୁମେ ପୁଣ୍ୟ ମୁ ମୃତ୍ୟୁ ତୁମେ ଜନ୍ମ
ମିଛକୁ ଭିଡୁଛି ସତକୁ ଛାଡି
ହୋ ଆସୁଚି ଯାଉଚି ମାଟିରେ ପଡି
ମିଛକୁ ଭିଡୁଛି ସତକୁ ଛାଡି
ଧରମ ଛାଡି ମୁଁ କରିଛି ପାପ
ବଢ଼େଇ ଦେଖେଇ କରୁନି ତପ
ମୁ ଲୋଭ ତୁମେ ଧର୍ମ ମୁ ଆଶା ତୁମେ କର୍ମ
ମୁ ମରଣର ନର୍କ ତୁମେ ଅମର ଧାମ
ମୁ ମରଣର ନର୍କ ତୁମେ ଅମର ଧାମ
ନମୋ ନମୋ ନାରାୟଣ ନମୋ ନାରାୟଣ
ନମୋ ନମୋ ନାରାୟଣ ନମୋ ନାରାୟଣ
ମୁ ପାପ ତୁମେ ପୁଣ୍ୟ ମୁ ମୃତ୍ୟୁ ତୁମେ ଜନ୍ମ
ମୁ ପାପ ତୁମେ ପୁଣ୍ୟ ମୁ ମୃତ୍ୟୁ ତୁମେ ଜନ୍ମ
ମୁ ଜରା ଦେହେ ଜୀବ ତୁମେ ପରମବ୍ରହ୍ମ
ମୁ ଜରା ଦେହେ ଜୀବ ତୁମେ ପରମବ୍ରହ୍ମ
ନମୋ ନମୋ ନାରାୟଣ ନମୋ ନାରାୟଣ
ନମୋ ନମୋ ନାରାୟଣ ନମୋ ନାରାୟଣ
ନମୋ ନମୋ ନାରାୟଣ ନମୋ ନାରାୟଣ
ନମୋ ନମୋ ନାରାୟଣ ନମୋ ନାରାୟଣ