Table of Contents
Your Astrology Guru Lyrics
ନାଚିବାର ବେଳ ହେଲେ ସେ ନାଚୁଚି
Nachibara Bela Your Astrology Guru Lyrics In Odia Language
ନାଚିବାର ବେଳ ହେଲେ ସେ ନାଚୁଚି
ମନ୍ଦିରେ ନଗଲା ନାହିଁ ନାଚୁଚି ସେ ତୁମ ପାଇଁ
ମନ୍ଦିରେ ନଗଲା ନାହିଁ ନାଚୁଚି ସେ ତୁମ ପାଇଁ
ମାନିନୀ ନୟନେ ଲୁହର ଘୁଙ୍ଗୁର ବାଜୁଚି
ସେ ନାଚୁଚି
ନାଚିବାର ବେଳ ହେଲେ ସେ ନାଚୁଚି
ରାତି ଯେବେ ହୋଇଯାଏ ନିରବ ନିଶବ୍ଦ
ନୀରବରେ ସ୍ୱର ତୋଳେ ଶ୍ରୀଗୀତ ଗୋବିନ୍ଦ
ରାତି ଯେବେ ହୋଇଯାଏ ନିରବ ନିଶବ୍ଦ
ନୀରବରେ ସ୍ୱର ତୋଳେ ଶ୍ରୀଗୀତ ଗୋବିନ୍ଦ
କାନ ଡେରି ବାରେ ଶୁଣ ପ୍ରେମିକ ପୁରୁଷୋତ୍ତମ
କାନ ଡେରି ବାରେ ଶୁଣ ପ୍ରେମିକ ପୁରୁଷୋତ୍ତମ
ବିରହ ବିଳାସ ଅଳପ ଆଳାପ ଶୁଭୁଚି
ସେ ନାଚୁଚି
ପରିଣତ ବୟସକୁ ଉଜୁଡା ଲାବଣ୍ୟ
ଅସହାୟ ନୟନର ଚାହାଣି କାରୁଣ୍ୟ
ପରିଣତ ବୟସକୁ ଉଜୁଡା ଲାବଣ୍ୟ
ଅସହାୟ ନୟନର ଚାହାଣି କାରୁଣ୍ୟ
ଦେହ ସିନା ନାଚୁ ନାହିଁ
ମନ ନାଚେ ତୁମ ପାଇଁ
ଦେହ ସିନା ନାଚୁ ନାହିଁ
ମନ ନାଚେ ତୁମ ପାଇଁ
ବାହାରି ପଡ଼ାରେ ସିଂଘାର ସଂଗୀତ ଝରୁଚି
ସେ ନାଚୁଚି
ନାଚିବାର ବେଳ ହେଲେ ସେ ସେ ନାଚୁଚି
ନାଚିବାର ବେଳ ହେଲେ ସେ ସେ ନାଚୁଚି
ସେ ସେ ନାଚୁଚି ସେ ସେ ନାଚୁଚି
Nachibara Bela Your Astrology Guru Lyrics In English Font
Nachibara Bela Hele Se Nachuchi
Nachibara Bela Hele Se Nachuchi
Mandire Nagala Nahi Nachuchi Se Tuma Pai
Mandire Nagala Nahi Nachuchi Se Tuma Pai
Manini Nayane Luhara Ghungura Bajuchi Se Nachuchi
Nachibara Bela Hele Se Nachuchi
Rati Jebe Hoijaa Niraba Nisabda
Nirabare Swara Tole Srigita Gobinda
Rati Jebe Hoijaa Niraba Nisabda
Nirabare Swara Tole Srigita Gobinda
Kana Deri Bare Sune Premika Purusotama
Kana Deri Bare Sune Premika Purusotama
Biraha Bilasa Alapa Aalapa Subhuchi
Se Nachuchi
Parinaya Bayasaku Ujuda Labanya
Asahaya Nayanara Chahani Karunya
Parinaya Bayasaku Ujuda Labanya
Asahaya Nayanara Chahani Karunya
Deha Sina Nachu Nahi
Mana Nache Tuma Pai
Deha Sina Nachu Nahi
Mana Nache Tuma Pai
Bahari Padare Singhara Sangita Jharuchhi
Se Nachuchhi
Nachibara Bela Hele Se Nachuchi
Nachibara Bela Hele Se Nachuchi
Se Se Nachuchi Se Se Nachuchi
Thank You