Loading...

299 Big Street, Govindpur, India

Open daily 10:00 AM to 10:00 PM

Nachibara Bela Your Astrology Guru Lyrics In Odia Font

Subas Dash

Your Astrology Guru Lyrics

ନାଚିବାର ବେଳ ହେଲେ ସେ ନାଚୁଚି

Nachibara Bela Your Astrology Guru Lyrics In Odia Language


ନାଚିବାର ବେଳ ହେଲେ ସେ ନାଚୁଚି
ନାଚିବାର ବେଳ ହେଲେ ସେ ନାଚୁଚି
ମନ୍ଦିରେ ନଗଲା ନାହିଁ ନାଚୁଚି ସେ ତୁମ ପାଇଁ
ମନ୍ଦିରେ ନଗଲା ନାହିଁ ନାଚୁଚି ସେ ତୁମ ପାଇଁ
ମାନିନୀ ନୟନେ ଲୁହର ଘୁଙ୍ଗୁର ବାଜୁଚି
ସେ ନାଚୁଚି
ନାଚିବାର ବେଳ ହେଲେ ସେ ନାଚୁଚି







ରାତି ଯେବେ ହୋଇଯାଏ ନିରବ ନିଶବ୍ଦ
ନୀରବରେ ସ୍ୱର ତୋଳେ ଶ୍ରୀଗୀତ ଗୋବିନ୍ଦ
ରାତି ଯେବେ ହୋଇଯାଏ ନିରବ ନିଶବ୍ଦ
ନୀରବରେ ସ୍ୱର ତୋଳେ ଶ୍ରୀଗୀତ ଗୋବିନ୍ଦ
କାନ ଡେରି ବାରେ ଶୁଣ ପ୍ରେମିକ ପୁରୁଷୋତ୍ତମ
କାନ ଡେରି ବାରେ ଶୁଣ ପ୍ରେମିକ ପୁରୁଷୋତ୍ତମ
ବିରହ ବିଳାସ ଅଳପ ଆଳାପ ଶୁଭୁଚି
ସେ ନାଚୁଚି






ପରିଣତ ବୟସକୁ ଉଜୁଡା ଲାବଣ୍ୟ
ଅସହାୟ ନୟନର ଚାହାଣି କାରୁଣ୍ୟ
ପରିଣତ ବୟସକୁ ଉଜୁଡା ଲାବଣ୍ୟ
ଅସହାୟ ନୟନର ଚାହାଣି କାରୁଣ୍ୟ
ଦେହ ସିନା ନାଚୁ ନାହିଁ
ମନ ନାଚେ ତୁମ ପାଇଁ
ଦେହ ସିନା ନାଚୁ ନାହିଁ
ମନ ନାଚେ ତୁମ ପାଇଁ
ବାହାରି ପଡ଼ାରେ ସିଂଘାର ସଂଗୀତ ଝରୁଚି
ସେ ନାଚୁଚି
ନାଚିବାର ବେଳ ହେଲେ ସେ ସେ ନାଚୁଚି
ନାଚିବାର ବେଳ ହେଲେ ସେ ସେ ନାଚୁଚି
ସେ ସେ ନାଚୁଚି ସେ ସେ ନାଚୁଚି


Nachibara Bela Your Astrology Guru Lyrics In English Font



Nachibara Bela Hele Se Nachuchi

Nachibara Bela Hele Se Nachuchi

Mandire Nagala Nahi Nachuchi Se Tuma Pai

Mandire Nagala Nahi Nachuchi Se Tuma Pai

Manini Nayane Luhara Ghungura Bajuchi Se Nachuchi

Nachibara Bela Hele Se Nachuchi

Rati Jebe Hoijaa Niraba Nisabda

Nirabare Swara Tole Srigita Gobinda

Rati Jebe Hoijaa Niraba Nisabda

Nirabare Swara Tole Srigita Gobinda

Kana Deri Bare Sune Premika Purusotama

Kana Deri Bare Sune Premika Purusotama

Biraha Bilasa Alapa Aalapa Subhuchi

Se Nachuchi

Parinaya Bayasaku Ujuda Labanya

Asahaya Nayanara Chahani Karunya

Parinaya Bayasaku Ujuda Labanya

Asahaya Nayanara Chahani Karunya

Deha Sina Nachu Nahi

Mana Nache Tuma Pai

Deha Sina Nachu Nahi

Mana Nache Tuma Pai

Bahari Padare Singhara Sangita Jharuchhi

Se Nachuchhi

Nachibara Bela Hele Se Nachuchi

Nachibara Bela Hele Se Nachuchi

Se Se Nachuchi Se Se Nachuchi




Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00