Table of Contents
Your Astrology Guru Lyrics
ସେନେହ ଶିକୁଳି ମୋ ଗଳାର ମାଳି
Nayana Pituli Mo Suna Sankhali Your Astrology Guru Lyrics in Odia Language
ସେନେହ ଶିକୁଳି ମୋ ଗଳାର ମାଳି
ନୟନ ପିତୁଳି ମୋ ସୁନା ଶଙ୍ଖାଳି
ସେନେହ ଶିକୁଳି ମୋ ଗଳାର ମାଳି
ମାଗୁ ନାହିଁ ଧନ ରତନ
ଝୁରେ ମନ ତୋ ଦରଶନ
ମାଗୁ ନାହିଁ ଧନ ରତନ
ଝୁରେ ମନ ତୋ ଦରଶନ
ଖେଳେନା ରେ ଲୁଚକାଳି
ଖୋଲିଦେ ଅନ୍ଧ ପୁଟୁଳି
ନୟନ ନୟନ ନୟନ
ପିତୁଳି ମୋ ସୁନା ଶଙ୍ଖାଳି
ସେନେହ ଶିକୁଳି ମୋ ଗଳାର ମାଳି
ତୁ କଳା ଗୋବିନ୍ଦ ମୁଁ ନୁହଁରେ ନନ୍ଦ
ଆଖି ଥାଇ ମୁଁ ଅନ୍ଧ
ତୁ ଭାବ ବିନୋଦ ମୁଁ ଜାଣେନା ଛନ୍ଦ
ବାମନ ମୁଁ ତୁ ଚାନ୍ଦ
ତୁ ତୁ କଳା ଗୋବିନ୍ଦ ମୁଁ ନୁହଁରେ ନନ୍ଦ
ଆଖି ଥାଇ ମୁଁ ଅନ୍ଧ
ତୁ ଭାବ ବିନୋଦ ମୁଁ ଜାଣେନା ଛନ୍ଦ
ବାମନ ମୁଁ ତୁ ଚାନ୍ଦ
ଦବୁ ଯେବେ ଜାହାଜେ ସୁନା
ଦୁଃଖି ହେବି ତୋହରି ବିନା
ହେ ଦବୁ ଯେବେ ଜାହାଜେ ସୁନା
ଦୁଃଖି ହେବି ତୋହରି ବିନା
ହାଏ ରେ ମୋ ଧନ ମାଳି
ତୁହି ମୋ ସୁନା ଆଞ୍ଜୁଳି
ନୟନ ନୟନ ନୟନ
ପିତୁଳି ମୋ ସୁନା ଶଙ୍ଖାଳି
ହେ ସେନେହ ଶିକୁଳି ମୋ ଗଳାର ମାଳି ହା
ମୁଁ ଦୁଃଖି ନୟନ ତୁ ସୁଖ ସପନ
ଏ ନୟନେ ଆ ଥରେ
ମୁଁ ତତ୍ପପରାଣ ତୁ ହରି ଚନ୍ଦନ
ବୋଳି ହେଇଯା ଥରେ
ହଁ ମୁଁ ଦୁଃଖି ନୟନ ତୁ ସୁଖ ସପନ
ଏ ନୟନେ ଆ ଥରେ
ମୁଁ ତତ୍ପପରାଣ ତୁ ହରି ଚନ୍ଦନ
ବୋଳି ହୋଇଯା ଥରେ
ଦବୁ ଯେବେ ଇନ୍ଦ୍ର ଆସନ
ବୁଝିବନି ଅବୁଝା ମନ
ଦବୁ ଯେବେ ଇନ୍ଦ୍ର ଆସନ
ବୁଝିବନି ଅବୁଝା ମନ
କୋଳେ ତତେ ନେଲେ ତୋଳି
ଉଠିବ ପ୍ରାଣ ଉଛୁଳି
ନୟନ ନୟନ ନୟନ
ପିତୁଳି ମୋ ସୁନା ଶଙ୍ଖାଳି
ସେନେହ ଶିକୁଳି ମୋ ଗଳାର ମାଳି
ହେ ନୟନ ପିତୁଳି ମୋ ସୁନା ଶଙ୍ଖାଳି
ସେନେହ ଶିକୁଳି ମୋ ଗଳାର ମାଳି
ମାଗୁ ନାହିଁ ଧନ ରତନ
ଝୁରେ ମନ ତୋ ଦରଶନ
ମାଗୁ ନାହିଁ ଧନ ରତନ
ଝୁରେ ମନ ତୋ ଦରଶନ
ଖେଳେନା ରେ ଲୁଚକାଳି
ଖୋଲିଦେ ଅନ୍ଧ ପୁଟୁଳି
ନୟନ ନୟନ ନୟନ
ପିତୁଳି ମୋ ସୁନା ଶଙ୍ଖାଳି
ସେନେହ ଶିକୁଳି ମୋ ଗଳାର ମାଳି
ନୟନ ପିତୁଳି ମୋ ସୁନା ଶଙ୍ଖାଳି
ସେନେହ ଶିକୁଳି ମୋ ଗଳାର ମାଳି
Nayana Pituli Mo Suna Sankhali Your Astrology Guru Lyrics In Odia Language
Thank You