Loading...

299 Big Street, Govindpur, India

Open daily 10:00 AM to 10:00 PM

Melani Dia He Your Astrology Guru Lyrics In Odia Language

Sricharan Mohanty

Your Astrology Guru Lyrics

ମେଲାଣି ଦିଅ ହେ ମନୁଆ ଠାକୁର
ସରି ଆସିଲାଣି ସମୟ ମୋର

Melani Dia He Manua Thakura Your Astrology Guru Lyrics In Odia Language

ମେଲାଣି ଦିଅ ହେ ମନୁଆ ଠାକୁର
ମେଲାଣି ଦିଅ ହେ ମନୁଆ ଠାକୁର
ସରି ଆସିଲାଣି ସମୟ ମୋର
ସରି ଆସିଲାଣି ସମୟ ମୋର
ଶେଷ ଦରଶନ କରି ଫେରିଯିବି
ଘେନ ଆଜି ଶେଷ ପ୍ରଣାମ ମୋର
ପ୍ରଣାମ ମୋର
ମେଲାଣି ଦିଅ ହେ ମନୁଆ ଠାକୁର



ଶେରକ ପୁରିଲା ମାଣକ ପୁରିଲା
ହାଣ୍ଡିରୁ ଚାଉଳ ଗଲା ମୋ ସରି
ହୋ..ସରିଗଲା ଦିନ ସରିଗଲା କାଳ
ଆସିଥିଲି ଦିନେ ଯିବି ମୁଁ ଫେରି
କୁଆଡେ ଯିବି ମୁଁ ବାଟ ପାଉନାହିଁ
ନରକ ପୁର ନା ସରଗ ପୁର
ସରଗ ପୁର
ମେଲାଣି ଦିଅ ହେ ମନୁଆ ଠାକୁର



ତୁମ ରଥ ସିନା ଲେଉଟି ଆସିବ
ମୋ ଜୀବନ ରଥ କର ଲେଉଟା
ହା..ଜନମ ଏନ୍ତୁଡୀ ମରଣ ମଶାଣି
କୁହ ମହାପ୍ରଭୁ ସତ କେଉଁଟା
ସିଂହଦ୍ୱାର ଯାଏ ଚାଲି ଆସିଲିଣି
ଆଉ କେତେ ଦୂର ସ୍ୱର୍ଗ ଦୁଆର
ସ୍ୱର୍ଗ ଦୁଆର
ମେଲାଣି ଦିଅ ହେ ମନୁଆ ଠାକୁର
ମେଲାଣି ଦିଅ ହେ ମନୁଆ ଠାକୁର
ମେଲାଣି ଦିଅ ହେ….
ମନୁଆ….ଠାକୁର….

Melani Dia He Manua Thakura Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00