Table of Contents
Your Astrology Guru Lyrics
ନିରିମାଲ୍ୟ ଟିକେ ଦେ
Nilachala Mate Nere Your Astrology Guru Lyrics In Odia Language
ନିରିମାଲ୍ୟ ଟିକେ ଦେ
ନୀଳାଚଳ ମତେ ନେ ରେ କାଳିଆ
ନୀଳାଚଳ ମତେ ନେ ରେ କାଳିଆ
ନିରିମାଲ୍ୟ ଟିକେ ଦେ
ବାକି ନିଦ ମୋର ଶାନ୍ତିରେ ଶୋଇବି
ବାକି ନିଦ ମୋର ଶାନ୍ତିରେ ଶୋଇବି
ସ୍ୱର୍ଗଦ୍ୱାର ମତେ ନେ ରେ
ନିରିମାଲ୍ୟ ଟିକେ ଦେ
ନୀଳାଚଳ ମତେ ନେ ରେ କାଳିଆ
ନିରିମାଲ୍ୟ ଟିକେ ଦେ
ସାରୁ ପତରରେ ପାଣି ପରି ଏଇ ଜୀବନଟା
ଜୀବନର ସ୍ୱାଦ କିଛି ମିଠା ପୁଣି କିଛି ଖଟା
ଏବେ ଅଛି ପରା ଏବେ ନାହିଁ ଏଇ ନିଶ୍ୱାସଟା
ତୋ ପାଖରେ ପରା ଅଟକିଛି ମୋର ବିଶ୍ୱାସଟା
ତୋ ଦାଣ୍ଡେ ଗଡେଇ ଦେ ରେ କାଳିଆ
ତୋ ଦାଣ୍ଡେ ଗଡେଇ ଦେ ରେ କାଳିଆ
ତୋ ରଥ ଚଢ଼େଇ ଦେ
ବାକି ନିଦ ମୋର ଶାନ୍ତିରେ ଶୋଇବି
ବାକି ନିଦ ମୋର ଶାନ୍ତିରେ ଶୋଇବି
ସ୍ୱର୍ଗଦ୍ୱାର ମତେ ନେ ରେ
ନିରିମାଲ୍ୟ ଟିକେ ଦେ
ନୀଳାଚଳ ମତେ ନେ ରେ କାଳିଆ
ନିରିମାଲ୍ୟ ଟିକେ ଦେ
କିଏ ଜାଣେ କେବେ ସରିଯିବ ମୋର କାହାଣୀଟା
ମୋ ଆଡକୁ ଟିକେ ପକେଇଥା ବାଙ୍କ ଚାହାଣିଟା
ହୋ ମିଛ ମାୟା ଭରା ଦୁଇ ନିଆଁର ଏ ଦୁନିଆଟା
ଏଇ ଦୁନିଆରେ ଦୁଇ ଦିନର ମୁଁ କୁଣିଆଟା
ଶ୍ରୀମନ୍ଦିର ମତେ ନେ ରେ କାଳିଆ
ଶ୍ରୀମନ୍ଦିର ମତେ ନେ ରେ କାଳିଆ
ଶ୍ରୀପାଦେ ଶରଣ ଦେ
ବାକି ନିଦ ମୋର ଶାନ୍ତିରେ ଶୋଇବି
ବାକି ନିଦ ମୋର ଶାନ୍ତିରେ ଶୋଇବି
ସ୍ୱର୍ଗଦ୍ୱାର ମତେ ନେ ରେ
ନିରିମାଲ୍ୟ ଟିକେ ଦେ
ନୀଳାଚଳ ମତେ ନେ ରେ କାଳିଆ
ନୀଳାଚଳ ମତେ ନେ ରେ କାଳିଆ
ନିରିମାଲ୍ୟ ଟିକେ ଦେ
ବାକି ନିଦ ମୋର ଶାନ୍ତିରେ ଶୋଇବି
ବାକି ନିଦ ମୋର ଶାନ୍ତିରେ ଶୋଇବି
ସ୍ୱର୍ଗଦ୍ୱାର ମତେ ନେ ରେ
ସ୍ୱର୍ଗଦ୍ୱାର ମତେ ନେ
nilachala mate nere kalia Your Astrology Guru Lyrics in odia language
Thank You