Loading...

299 Big Street, Govindpur, India

Open daily 10:00 AM to 10:00 PM

Sasura Jyoin Muhan Muhin Hele Your Astrology Guru Lyrics In Odia Language

Sricharan Mohanty

Your Astrology Guru Lyrics

ଶଶୁର ଜୋଇଁ ମୁହାଁ ମୁଁହି ହେଲେ ଭକତ ପାଇଁ
ଯେବେ ସେ ସୁନାମି ଆସିଲା

Sasura Jyoin Muhan Muhin Hele Your Astrology Guru Lyrics In Odia Language

ଶଶୁର ଜୋଇଁ ମୁହାଁ ମୁଁହି ହେଲେ ଭକତ ପାଇଁ
ଶଶୁର ଜୋଇଁ ମୁହାଁ ମୁଁହି ହେଲେ ଭକତ ପାଇଁ
ଯେବେ ସେ ସୁନାମି ଆସିଲା
ଆମ ଜଗା……
ଆମ ଜଗା କି ନକଲା ନକଲା
ସମୁଦ୍ରକୁ ଶହେ ହାତ ଘୁଞ୍ଚେଇ ଦେଲା
ଝିଅ:-
ଆମ ଜଗା କି ନକଲା ନକଲା
ସମୁଦ୍ରକୁ ଶହେ ହାତ ଘୁଞ୍ଚେଇ ଦେଲା



ଭକତ ଯାହାର ଗଳା ରତ୍ନ ହାର
ଭକତ ଯାହାର ବନ୍ଧୁ
ସିଏତ ଦେଖିଲା ଏପାଖେ ଭକତ
ସେପାଖେ ଶଶୁର ସିନ୍ଧୁ
ହାଁ ଭକତ ଯାହାର ଗଳା ରତ୍ନ ହାର
ଭକତ ଯାହାର ବନ୍ଧୁ
ସିଏତ ଦେଖିଲା ଏପାଖେ ଭକତ
ସେପାଖେ ଶଶୁର ସିନ୍ଧୁ
ଭକତ ପାଇଁ ସେ ସବୁ କରିପାରେ
ଭକତ ପାଇଁ ସେ ସବୁ କରିପାରେ
ଶଶୁର ରୁଷିଲେ ରୁଷିଲା
ଆମ ଜଗା………
ଆମ ଜଗା କି ନକଲା ନକଲା
ସମୁଦ୍ରକୁ ଶହେ ହାତ ଘୁଞ୍ଚେଇ ଦେଲା
ଝିଅ:-
ଆମ ଜଗା କି ନକଲା ନକଲା
ସମୁଦ୍ରକୁ ଶହେ ହାତ ଘୁଞ୍ଚେଇ ଦେଲା



ବିଚିତ୍ର କର୍ମା ସେ କାଳିଆ ଠାକୁର
ଧନ୍ୟ ଯେ ତାହାରି ଲୀଳା
ଶରଣ ରକ୍ଷଣ ତାରଣ କାରଣ
ରଖେ ସେ ବୁଡିବା ଭେଳା
ହାଁ ବିଚିତ୍ର କର୍ମା ସେ କାଳିଆ ଠାକୁର
ଧନ୍ୟ ଯେ ତାହାରି ଲୀଳା
ଶରଣ ରକ୍ଷଣ ତାରଣ କାରଣ
ରଖେ ସେ ବୁଡିବା ଭେଳା
ଉତ୍ତାଳ ସିନ୍ଧୁକୁ ହଟେଇ ଦବାକୁ
ଉତ୍ତାଳ ସିନ୍ଧୁକୁ ହଟେଇ ଦବାକୁ
ସତେ କି ଚକ୍ରକୁ ପେଷିଲା
ଆମ ଜଗା……..
ଆମ ଜଗା କି ନକଲା ନକଲା
ସମୁଦ୍ରକୁ ଶହେ ହାତ ଘୁଞ୍ଚେଇ ଦେଲା
ଝିଅ:-
ଆମ ଜଗା କି ନକଲା ନକଲା
ସମୁଦ୍ରକୁ ଶହେ ହାତ ଘୁଞ୍ଚେଇ ଦେଲା

ଶଶୁର ଜୋଇଁ ମୁହାଁ ମୁଁହି ହେଲେ ଭକତ ପାଇଁ
ଶଶୁର ଜୋଇଁ ମୁହାଁ ମୁଁହି ହେଲେ ଭକତ ପାଇଁ
ଯେବେ ସେ ସୁନାମି ଆସିଲା
ଆମ ଜଗା……….
ଆମ ଜଗା କି ନକଲା ନକଲା
ସମୁଦ୍ରକୁ ଶହେ ହାତ ଘୁଞ୍ଚେଇ ଦେଲା

ଝିଅ:-
ଆମ ଜଗା କି ନକଲା ନକଲା
ସମୁଦ୍ରକୁ ଶହେ ହାତ ଘୁଞ୍ଚେଇ ଦେଲା

ଆମ ଜଗା କି ନକଲା ନକଲା
ସମୁଦ୍ରକୁ ଶହେ ହାତ ଘୁଞ୍ଚେଇ ଦେଲା

Sasura Jyoin Muhan Muhin Hele Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00