Loading...

299 Big Street, Govindpur, India

Open daily 10:00 AM to 10:00 PM

Odhani Bhitare Luchae Muhan Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ଓଢଣୀ ଭିତରେ ଲୁଚାଏ ମୁଁହ
କଥାରେ କଥାରେ ଝରାଏ ଲୁହ

Odhani Bhitare Luchae Muhan Your Astrology Guru Lyrics In Odia Language



ଓଢଣୀ ଭିତରେ ଲୁଚାଏ ମୁଁହ
କଥାରେ କଥାରେ ଝରାଏ ଲୁହ
ହେ ଓଢଣୀ ଭିତରେ ଲୁଚାଏ ମୁଁହ
କଥାରେ କଥାରେ ଝରାଏ ଲୁହ
ମୋ ପ୍ରିୟା….
ମୋ ପ୍ରିୟା ଏମିତି ଓଡ଼ିଆ ଝିଅ
ସଜ ହେଲେ ନାଏ ଅଳତା
ସଞ୍ଜ ହେଲେ ଜାଳେ ସଳିତା
ମୋ ପ୍ରିୟା….
ମୋ ପ୍ରିୟା ଏମିତି ଓଡ଼ିଆ ଝିଅ
ହେ ଓଢଣୀ ଭିତରେ ଲୁଚାଏ ମୁଁହ
କଥାରେ କଥାରେ ଝରାଏ ଲୁହ








ରଜରେ ସଜରେ ଲାଜରେ ସେ ସୁନ୍ଦର
ରୁଷିଲେ ରାଗିଲେ କାନ୍ଦିଲେ ସେ ନିଜର
ରଜରେ ସଜରେ ଲାଜରେ ସେ ସୁନ୍ଦର
ରୁଷିଲେ ରାଗିଲେ କାନ୍ଦିଲେ ସେ ନିଜର
ନିତି ହଳଦୀରେ ମାଖେ ତା ଦେହ
ସିଏ ମୋ ପାଇଁ ଅଛି ବାଢୁଅ
ମୋ ପ୍ରିୟା….
ମୋ ପ୍ରିୟା ଏମିତି ଓଡ଼ିଆ ଝିଅ
ଓଢଣୀ ଭିତରେ ଲୁଚାଏ ମୁଁହ
କଥାରେ କଥାରେ ଝରାଏ ଲୁହ









ବସିଲେ ବୁଲିଲେ ଚାଲିଲେ ସେ ଅଳସି
ରୂପରେ ରଙ୍ଗରେ ଗୁଣରେ ସେ ତୁଳସୀ
ହେ ବସିଲେ ବୁଲିଲେ ଚାଲିଲେ ସେ ଅଳସି
ରୂପରେ ରଙ୍ଗରେ ଗୁଣରେ ସେ ତୁଳସୀ
ତାକୁ ଗଢିଲା କେ ଦେଇ ସମୟ
କେବେ ଛାଇ ସିଏ କେବେ ଆଲୁଅ
ହେ ମୋ ପ୍ରିୟା….
ମୋ ପ୍ରିୟା ଏମିତି ଓଡ଼ିଆ ଝିଅ
ଓଢଣୀ ଭିତରେ ଲୁଚାଏ ମୁଁହ
କଥାରେ କଥାରେ ଝରାଏ ଲୁହ


ହେ ଓଢଣୀ ଭିତରେ ଲୁଚାଏ ମୁଁହ
କଥାରେ କଥାରେ ଝରାଏ ଲୁହ
ମୋ ପ୍ରିୟା….
ମୋ ପ୍ରିୟା ଏମିତି ଓଡ଼ିଆ ଝିଅ
ସିଏ ସଜ ହେଲେ ନାଏ ଅଳତା
ସଞ୍ଜ ହେଲେ ଜାଳେ ସଳିତା
ମୋ ପ୍ରିୟା….
ମୋ ପ୍ରିୟା ଏମିତି ଓଡ଼ିଆ ଝିଅ
ମୋ ପ୍ରିୟା ଏମିତି ଓଡ଼ିଆ ଝିଅ
ମୋ ପ୍ରିୟା ଏମିତି ଓଡ଼ିଆ ଝିଅ

Odhani Bhitare Luchae Muhan Your Astrology Guru Lyrics In Odia Font





Odhani Bhitare Luchae Muhan
Kathare Kathare Jharae Luha
He Odhani Bhitare Luchae Muhan
Kathare Kathare Jharae Luha
Mo Priya
Mo Priya Amiti Odia Jhia
Saja Hele Nae Alata
Sanja Hele Jale Salita
Mo Priya
Mo Priya Amiti Odia Jhia
He Odhani Bhitare Luchae Muhan
Kathare Kathare Jharae Luha
Rajare Sajare Lajare Se Sundara
Rusile Ragile Kandile Se Nijara
Rajare Sajare Lajare Se Sundara
Rusile Ragile Kandile Se Nijara
Niti Haladire Makhe Ta Deha
Sia Mo Pai Achi Badhua
Mo Priya
Mo Priya Amiti Odia Jhia
Odhani Bhitare Luchae Muhan
Kathare Kathare Jharae Luha
Basile Bulile Chalile Se Alasi
Rupare Rangare Gunare Se Tulasi
He Basile Bulile Chalile Se Alasi
Rupare Rangare Gunare Se Tulasi
Taku Gadhila Ke Dei Samaya
Kebe Chhai Sie Kebe Alua
He Mo Priya
Mo Priya Amiti Odia Jhia
Odhani Bhitare Luchae Muhan
Kathare Kathare Jharae Luha
He Odhani Bhitare Luchae Muhan
Kathare Kathare Jharae Luha
Mo Priya
Mo Priya Amiti Odia Jhia
Sia Saja Hele Nae Alata
Sanja Hele Jale Salita
Mo Priya
Mo Priya Amiti Odia Jhia
Mo Priya Amiti Odia Jhia
Mo Priya Amiti Odia Jhia




Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00