Loading...

299 Big Street, Govindpur, India

Open daily 10:00 AM to 10:00 PM

Pagala Bhanra Mu Lo Your Astrology Guru Lyrics In Odia Language

Your Astrology Guru Lyrics

ପାଗଳ ଭଅଁର ମୁଁ ଲୋ ତୁ ଫଗୁ ରାଣୀ

pagala bhanra mu lo Your Astrology Guru Lyrics in odia language


ପୁଅ
ପାଗଳ ଭଅଁର ମୁଁ ଲୋ ତୁ ଫଗୁ ରାଣୀ
ତୋ ସାଥେ ଲେଖା ମୋର କେତେ କାହାଣୀ
ଝିଅ
ଅନାମିକା ନାଇକା ମୁଁ ତୁ ଯାଯାବର
ତୋ ଉପରେ ଦିନ ରାତି ମୋ ନଜର
ପୁଅ
ତୋ ପାଇଁ ସକାଳ ନିଦୁଆ ନିଦୁଆ
ମନ ମୌସୁମୀ ମେଘୁଆ ମେଘୁଆ
ତତେ ଯେତେ ପଢେ ସେତେ ମିଳେ ଆନନ୍ଦ
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ ତୁ ପ୍ରେମ ବର୍ଣ୍ଣବୋଧ
ଝିଅ
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ ତୁ ପ୍ରେମ ବର୍ଣ୍ଣବୋଧ





ପୁଅ
ଠୁମୁରୁ ଠୁମୁରୁ ପାଦରେ ତୋର ପାଉଁଜି ଶବଦ
ମୋର ଚୋରେଇଲା ନିଦ ମୋର ହଜେଇଲା ନିଦ
ଝିଅ
ହାଁ ଘୁମୁରୁ ଘୁମୁରୁ କଥାଟା ତୋର ମହୁଲି ସୁରେଇ
ମୋର ରାତି ଗଲା ନେଇ ମୁଁ ପାରୁନାହିଁ ଶୋଇ
ପୁଅ
ତୁ ରାଜ କୁମାରୀ କୋଉ କବିତାର
ତୁନି ଏତେ କାଇଁ ଦେଇଦେ ଉତ୍ତର
ତୁ ଏକା ଜିଇଁବାର ଗୋଟେ ଶବଦ
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ ତୁ ପ୍ରେମ ବର୍ଣ୍ଣବୋଧ
ଝିଅ
ହାଁ ତୁ ପ୍ରେମ ବର୍ଣ୍ଣବୋଧ
ହାଁ ତୁ ପ୍ରେମ ବର୍ଣ୍ଣବୋଧ






ଝିଅ
ମଧୁର ମଧୁର ତୋ ପାଇଁ ଲାଗେ ଅଫେରା ଜୀବନ
ତୁ ଛାତିର ସ୍ପନ୍ଦନ ତୁ ଆଖିର ସପନ
ପୁଅ
ଆରେ ଆରେ ନିଜର ନିଜର
ଲାଗୁଛି ଏବେ ଅଧୁରା ଫଗୁଣ
ତୁ ଜିଇଁବା କାରଣ ତୁ ଖୁସିର ମେଳଣ
ଝିଅ
ଫେରିବା ବାଟ ମୁଁ ଯାଇଛି ମୁଁ ଭୁଲି
ତୋ ବାଟେ ଚାଲୁଛି କାଇଁ ଆଜି କାଲି
ତୁ ମୋର ଖରା ବର୍ଷା ଶୀତ ହେମନ୍ତ
ତୁ ପ୍ରେମ ବର୍ଣ୍ଣବୋଧ
ହୋ ତୁ ପ୍ରେମ ବର୍ଣ୍ଣବୋଧ
ପୁଅ
ହାଏ ତୁ ପ୍ରେମ ବର୍ଣ୍ଣବୋଧ
ତୁ ପ୍ରେମ ବର୍ଣ୍ଣବୋଧ


pagala bhanra mu lo Your Astrology Guru Lyrics in odia language







Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00