Loading...

299 Big Street, Govindpur, India

Open daily 10:00 AM to 10:00 PM

Prathama Premara Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ ଭାବୁଛି ବେଶି

Prathama Premara Prathama Chithi Your Astrology Guru Lyrics In Odia Language

ପ୍ରଥମ ପ୍ରେମର ପ୍ରଥମ ଚିଠି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ ଭାବୁଛି ବେଶି
ନୂଆ ଚଢେଇର କଅଁଣ ଡେଣା
ନୂଆ ଚଢେଇର କଅଁଣ ଡେଣା
ଉଡୁଛି ଅଳପ ପଡୁଛି ବେଶି
ଉଡୁଛି ଅଳପ ପଡୁଛି ବେଶି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ ଭାବୁଛି ବେଶି


ଆହା କି ସୁନ୍ଦର ପ୍ରେମର ଦୁନିଆ
ଦେଇଛି ପାଦ ମୁଁ ଏଠି ନୂଆ ନୂଆ
ହୋ ଆହା କି ସୁନ୍ଦର ପ୍ରେମର ଦୁନିଆ
ଦେଇଛି ପାଦ ମୁଁ ଏଠି ନୂଆ ନୂଆ
ଏଠି ନୂଆ ନୂଆ
ପ୍ରେମ ବାଟର ମୁଁ ନୂଆ ପଥିକ
ପ୍ରେମ ବାଟର ମୁଁ ନୂଆ ପଥିକ
ଚାଲୁଛି ଅଳପ ଝୁଣ୍ଟୁଛି ବେଶି
ଚାଲୁଛି ଅଳପ ଝୁଣ୍ଟୁଛି ବେଶି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ ଭାବୁଛି ବେଶି


ଜଣକୁ ଯେବେ ମୁଁ କରିଲି ନିଜର
ମତେ ଏ ଦୁନିଆ କରିଦେଲା ପର
ହୋ ଜଣକୁ ଯେବେ ମୁଁ କରିଲି ନିଜର
ମତେ ଏ ଦୁନିଆ କରିଦେଲା ପର
କରି ଦେଲା ପର
ସତ କହୁଛି ମୁଁ ଭଲ ପାଇକି
ସତ କହୁଛି ମୁଁ ଭଲ ପାଇକି
ହସୁଛି ଅଳପ କାନ୍ଦୁଛି ବେଶି
ହସୁଛି ଅଳପ କାନ୍ଦୁଛି ବେଶି

ପ୍ରଥମ ପ୍ରେମର ପ୍ରଥମ ଚିଠି
ପ୍ରଥମ ପ୍ରେମର ପ୍ରଥମ ଚିଠି
ଲେଖୁଛି ଅଳପ ଭାବୁଛି ବେଶି
ନୂଆ ଚଢେଇର କଅଁଣ ଡେଣା
ନୂଆ ଚଢେଇର କଅଁଣ ଡେଣା
ଉଡୁଛି ଅଳପ ପଡୁଛି ବେଶି
ଉଡୁଛି ଅଳପ ପଡୁଛି ବେଶି
ଚାଲୁଛି ଅଳପ ଝୁଣ୍ଟୁଛି ବେଶି
ହସୁଛି ଅଳପ କାନ୍ଦୁଛି ବେଶି


Prathama Premara Prathama Chithi Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00