Table of Contents
Your Astrology Guru Lyrics
କଥା ଗଲା ଓଲଟା ହେଇ
He Kala Kanhei Katha Gala Your Astrology Guru Lyrics In Odia Language
ଯେଣିକି ଅଡାଏ ତେଣିକି ଯାଇ
ଦଇବ ଦଉଡି ମଣିଷ ଗାଈ
ଯେଣିକି ଅଡାଏ ତେଣିକି ଯାଇ«««««
ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ
ଭକତ ଦଉଡି ଆଜି ଦଇବ ଗାଈ
ଭକତ ଦଉଡି ଆଜି ଦଇବ ଗାଈ
ତତେ ଯୁଆଡେ ଟାଣିବି ମୁହଁ
ଆଜି ସିଆଡେ ଯିବୁରେ ତୁହି
»»»»ତତେ ଯୁଆଡେ ଟାଣିବି ମୁହଁ
ଆଜି ସିଆଡେ ଯିବୁ ରେ ତୁହି««««
ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ
ତୋ ହାତରେ ଅଛି ମୋର ଜୀବନ ଡୋରି
ମୋ ହାତରେ ଆଜି ତୋର ରଥ ଦଉଡି
ତୁ ମତେ ଖେଳେଇଲୁ ସାରା ଜୀବନ
ମୁଁ ଆଜି ଖେଳେଇବି କାଳିଆ ଧନ
ଆଜି ମଉକା ପାଇଚି ମୁହଁ
ଦାଣ୍ଡେ ତୋ ସାଥେ ଖେଳିବା ପାଇଁ
»»»»ଆଜି ମଉକା ପାଇଚି ମୁହଁ
ଦାଣ୍ଡେ ତୋ ସାଥେ ଖେଳିବା ପାଇଁ««««
ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ
ତୁ ମତେ ସୁଖେ ଦୁଃଖେ ଦେଉ ହଲେଇ
ମୁଁ ତତେ ବାଏଁ ଡାଏଁ ଦେବି ଝୁଲେଇ
ତୁ ମତେ ଦେଖେଇଲୁ ଭବ ସଂସାର
ମୁଁ ତତେ ଦେଖାଇଲି ଗୁଣ୍ଡିଚା ଘର
ଆରେ ତୋ ମୋ ହିସାବ ଏହି
ଧନ୍ୟ ଧନ୍ୟରେ ଠାକୁର ତୁହ
»»»»ଆରେ ତୋ ମୋ ହିସାବ ଏହି
ଧନ୍ୟ ଧନ୍ୟରେ ଠାକୁର ତୁହି««««
ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ
ଭକତ ଦଉଡି ଆଜି ଦଇବ ଗାଈ
ଭକତ ଦଉଡି ଆଜି ଦଇବ ଗାଈ
ତତେ ଯୁଆଡେ ଟାଣିବି ମୁହଁ
ଆଜି ସିଆଡେ ଯିବୁରେ ତୁହି
»»»»ତତେ ଯୁଆଡେ ଟାଣିବି ମୁହଁ
ଆଜି ସିଆଡେ ଯିବୁରେ ତୁହି««««
ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ
He Kala Kanhei Katha Gala Your Astrology Guru Lyrics In Odia Language
Thank You