Loading...

299 Big Street, Govindpur, India

Open daily 10:00 AM to 10:00 PM

Re Kala Kanhei Your Astrology Guru Lyrics In Odia Language

Sricharan Mohanty

Your Astrology Guru Lyrics

ରେ କଳା କହେଁଇ
କଥା ଗଲା ଓଲଟା ହେଇ

He Kala Kanhei Katha Gala Your Astrology Guru Lyrics In Odia Language

»»»»»ଦଇବ ଦଉଡି ମଣିଷ ଗାଈ
ଯେଣିକି ଅଡାଏ ତେଣିକି ଯାଇ
ଦଇବ ଦଉଡି ମଣିଷ ଗାଈ
ଯେଣିକି ଅଡାଏ ତେଣିକି ଯାଇ«««««

ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ
ଭକତ ଦଉଡି ଆଜି ଦଇବ ଗାଈ
ଭକତ ଦଉଡି ଆଜି ଦଇବ ଗାଈ
ତତେ ଯୁଆଡେ ଟାଣିବି ମୁହଁ
ଆଜି ସିଆଡେ ଯିବୁରେ ତୁହି
»»»»ତତେ ଯୁଆଡେ ଟାଣିବି ମୁହଁ
ଆଜି ସିଆଡେ ଯିବୁ ରେ ତୁହି««««
ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ



ତୋ ହାତରେ ଅଛି ମୋର ଜୀବନ ଡୋରି
ମୋ ହାତରେ ଆଜି ତୋର ରଥ ଦଉଡି
ତୁ ମତେ ଖେଳେଇଲୁ ସାରା ଜୀବନ
ମୁଁ ଆଜି ଖେଳେଇବି କାଳିଆ ଧନ
ଆଜି ମଉକା ପାଇଚି ମୁହଁ
ଦାଣ୍ଡେ ତୋ ସାଥେ ଖେଳିବା ପାଇଁ
»»»»ଆଜି ମଉକା ପାଇଚି ମୁହଁ
ଦାଣ୍ଡେ ତୋ ସାଥେ ଖେଳିବା ପାଇଁ««««
ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ



ତୁ ମତେ ସୁଖେ ଦୁଃଖେ ଦେଉ ହଲେଇ
ମୁଁ ତତେ ବାଏଁ ଡାଏଁ ଦେବି ଝୁଲେଇ
ତୁ ମତେ ଦେଖେଇଲୁ ଭବ ସଂସାର
ମୁଁ ତତେ ଦେଖାଇଲି ଗୁଣ୍ଡିଚା ଘର
ଆରେ ତୋ ମୋ ହିସାବ ଏହି
ଧନ୍ୟ ଧନ୍ୟରେ ଠାକୁର ତୁହ
»»»»ଆରେ ତୋ ମୋ ହିସାବ ଏହି
ଧନ୍ୟ ଧନ୍ୟରେ ଠାକୁର ତୁହି««««

ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ
ଭକତ ଦଉଡି ଆଜି ଦଇବ ଗାଈ
ଭକତ ଦଉଡି ଆଜି ଦଇବ ଗାଈ
ତତେ ଯୁଆଡେ ଟାଣିବି ମୁହଁ
ଆଜି ସିଆଡେ ଯିବୁରେ ତୁହି
»»»»ତତେ ଯୁଆଡେ ଟାଣିବି ମୁହଁ
ଆଜି ସିଆଡେ ଯିବୁରେ ତୁହି««««

ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ କଳା କହେଁଇ
କଥା ଗଲା ଓଲଟା ହେଇ
ରେ ରେ କଳା କହେଁଇ
କଥା ଗଲା ଓଲଟା ହେଇ

He Kala Kanhei Katha Gala Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00