Loading...

299 Big Street, Govindpur, India

Open daily 10:00 AM to 10:00 PM

re kotha bhogi Your Astrology Guru Lyrics in odia language

Kumar Bapi

Your Astrology Guru Lyrics

ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ

Re Kotha Bhogi Your Astrology Guru Lyrics In Odia Language

ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ
ଟଙ୍କ ତୋରାଣିରେ ମନ ବଳେଇଚି
ଟଙ୍କ ତୋରାଣିରେ ମନ ବଳେଇଚି
ଚକିଏ ରଖିବୁ ମୋରି ଲାଗି
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ



ଲୋଭ ମୋହ ମାୟା ଦେଇ ମୁ ଆସିଚି
ସେଥି ପାଇଁ ତୋର ଭେଟ ପାଇଛି
ଚକା ନୟନରେ ଆଶା ମୋ ମେଣ୍ଟେଇ
ନୀଳଗିରି ପଛେ ଶୋଉଚି ଯାଇ
ଓ..ଲୋଭ ମୋହ ମାୟା ଦେଇ ମୁ ଆସିଚି
ସେଥି ପାଇଁ ତୋର ଭେଟ ପାଇଛି
ଚକା ନୟନରେ ଆଶା ମୋ ମେଣ୍ଟେଇ
ନୀଳଗିରି ପଛେ ଶୋଉଚି ଯାଇ
ସାହାଣ ମେଲାକୁ ସମୟ ଗଣୁଚି
ସାହାଣ ମେଲାକୁ ସମୟ ଗଣୁଚି
ବାଇଶି ପାହାଚ ପାଖରେ ଜଗି
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ



ଭୋକ କଲେ ପରା ଆନନ୍ଦ ବଜାର
ଶୋଷ କଲେ ଅଛି ନରେନ୍ଦ୍ର ଜଳ
ସରଗକୁ ଶିଡ଼ି ବାଇଶି ପାହାଚ
ଛାଡି ମୁ ଆସିଚି ଛଳନା ମିଛ
ଓ..ଭୋକ କଲେ ପରା ଆନନ୍ଦ ବଜାର
ଶୋଷ କଲେ ଅଛି ନରେନ୍ଦ୍ର ଜଳ
ସରଗକୁ ଶିଡ଼ି ବାଇଶି ପାହାଚ
ଛାଡି ମୁ ଆସିଚି ଛଳନା ମିଛ
ଲକ୍ଷେ ଶାଳଗ୍ରାମ ବେଦିରେ ବସିଚୁ
ଲକ୍ଷେ ଶାଳଗ୍ରାମ ବେଦିରେ ବସିଚୁ
ଭକ୍ତ ସୁଖେ ଦୁଃଖେ ହେଇ ତୁ ଭାଗି
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ

ଟଙ୍କ ତୋରାଣିରେ ମନ ବଳେଇଚି
ଟଙ୍କ ତୋରାଣିରେ ମନ ବଳେଇଚି
ଚକିଏ ରଖିବୁ ମୋରି ଲାଗି
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ
ରେ କୋଠ ଭୋଗି ମୁ ତୋ ବଡଦାଣ୍ଡର ଯୋଗୀ

Re Kotha Bhogi Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00