Your Astrology Guru Lyrics
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
saanta mo saanta Your Astrology Guru Lyrics in odia language
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
ତାର ଦେହଟି କଳା ତାର ମନଟି ଭୋଳା
ତାର ଦେହଟି କଳା ତାର ମନଟି ଭୋଳା
ନିଳଚକ୍ରେ ଫର ଫର ଉଡେ ତା ନେତ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
କିଏ କହେ ରାମ ତାକୁ କିଏ ଗୋବିନ୍ଦ
କିଏ କହେ କୃଷ୍ଣ କିଏ ପରମାନନ୍ଦ
କିଏ କହେ ରାମ ତାକୁ କିଏ ଗୋବିନ୍ଦ
କିଏ କହେ କୃଷ୍ଣ କିଏ ପରମାନନ୍ଦ
ତାର ନାମ ଅନେକ ତାର ରୂପ ଅନେକ
ତାର ନାମ ଅନେକ ତାର ରୂପ ଅନେକ
ସଭିଙ୍କର ନାଥ ସିଏ ଜଗତ ନାଥ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
ଦେଖୁଥିଲେ ଯେତେ ତାକୁ ନ ପୁରେ ମନ
ଶ୍ୟାମଘନ ନବଘନ କାଳିଆ ଧନ
ଦେଖୁଥିଲେ ଯେତେ ତାକୁ ନ ପୁରେ ମନ
ଶ୍ୟାମଘନ ନବଘନ କାଳିଆ ଧନ
ତାକୁ କଲେ ଭକତି ସିଏ ଦିଏ ମୁକତି
ତାକୁ କଲେ ଭକତି ସିଏ ଦିଏ ମୁକତି
ଅନାଥର ନାଥ ସିଏ ଜଗତ ନାଥ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
ତାର ଦେହଟି କଳା ତାର ମନଟି ଭୋଳା
ତାର ଦେହଟି କଳା ତାର ମନଟି ଭୋଳା
ନିଳଚକ୍ରେ ଫର ଫର ଉଡେ ତା ନେତ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
ସାଆନ୍ତ ମୋ ସାଆନ୍ତ କଳା ସାଆନ୍ତ
saanta mo saanta Your Astrology Guru Lyrics in odia language
Thank You