Loading...

299 Big Street, Govindpur, India

Open daily 10:00 AM to 10:00 PM

Sabu Dekhathu Alaga Your Astrology Guru Lyrics In Odia Language

Your Astrology Guru Lyrics

ସବୁ ଦେଖାଠୁ ଅଲଗା ପ୍ରଥମ ଦେଖା

sabu dekhathu alaga Your Astrology Guru Lyrics in odia language


ପୁଅ
ସବୁ ଦେଖାଠୁ ଅଲଗା ପ୍ରଥମ ଦେଖା
ସବୁ ଲେଖାଠୁ ଅଲଗା ପ୍ରଥମ ଲେଖା
ସବୁ ଶିଖାଠୁ ଅଲଗା ଦୀପର ଶିଖା
ତୁ ମୋ ପ୍ରଥମ ଦେଖା
ତୁ ମୋ ପ୍ରଥମ ଲେଖା
ତୁ ମୋ ଦୀପର ଶିଖା
ତୁ ମୋ ଜୀବନ ରେଖା
ତୁ ମୋ ଜୀବନେ ଏକା
ତୁ ମୋ ଜୀବନ ସଖା
ସବୁ ଝିଅଠୁ ଅଲଗା ମୋ ପ୍ରେମିକା
ଆଇ କ୍ୟାନ ଡୁ ସମଥିଙ୍ଗ ପ୍ରେଜେନ୍ସ ଅଫ ୟୁ ଓ ବେବି
ଆଇ ଗୋ କ୍ରେଜି ଏଣ୍ଡ କ୍ରେଜି ଫର ୟୁ
ଆଇ କ୍ୟାନ ଡୁ ସମଥିଙ୍ଗ ପ୍ରେଜେନ୍ସ ଅଫ ୟୁ ଓ ଜାନା
ଆଇ ଗୋ କ୍ରେଜି ଏଣ୍ଡ କ୍ରେଜି ଫର ୟୁ





ପୁଅ
ପ୍ରଥମ ସପନରେ ଦେଖିଛି ତତେ
ପ୍ରଥମ ଭାବନାରେ ଭାବିଛି ତତେ
ଝିଅ
ହୃଦୟ ସ୍ପନ୍ଦନରେ ରହିଛ ତମେ
ଆଖିର ପଲକରେ ତମେ ହିଁ ତମେ
ପୁଅ
ସବୁ ଜହ୍ନଠୁ ଅଲଗା ପୁନେଇଁ ଜହ୍ନ
ସବୁ ସ୍ବପ୍ନଠୁ ଅଲଗା ପ୍ରିୟାର ସ୍ବପ୍ନ
ସବୁ ମନଠୁ ଅଲଗା ପ୍ରିୟାର ମନ
ତୁ ମୋର ରାତି ଦିନ
ତୁ ମୋ ଅବୁଝା ମନ
ତୁ ମୋ ସପନ ନାଇକା
ତୁ ମୋର ପ୍ରତି ଦିନ
ତୁ ମୋ ଖିଆଲି ମନ
ତୁ ମୋର ଚିତ୍ର ଲେଖା
ସବୁ ଝିଅଠୁ ଅଲଗା ମୋ ପ୍ରେମିକା
ଆଇ କ୍ୟାନ ଡୁ ସମଥିଙ୍ଗ ପ୍ରେଜେନ୍ସ ଅଫ ୟୁ ଓ ବେବି
ଆଇ ଗୋ କ୍ରେଜି ଏଣ୍ଡ କ୍ରେଜି ଫର ୟୁ
ଆଇ କ୍ୟାନ ଡୁ ସମଥିଙ୍ଗ ପ୍ରେଜେନ୍ସ ଅଫ ୟୁ ଓ ଜାନା
ଆଇ ଗୋ କ୍ରେଜି ଏଣ୍ଡ କ୍ରେଜି ଫର ୟୁ






ପୁଅ
ଯେତେ ମୁଁ ଦେଖୁଥିଲେ ବୁଝେନା ମନ
ତୋ ପରି ବାଟରେ ତୋ ବହେ ପବନ
ଝିଅ
ହାଁ ମନର ଆଇନାରେ ଦେଖିଲି ଯେବେ
ପ୍ରେମର ବରଷାରେ ଭିଜିଲି ତେବେ
ପୁଅ
ସବୁ ରାତିଠୁ ଅଲଗା ଚାନ୍ଦିନୀ ରାତି
ସବୁ ସାଥିଠୁ ଅଲଗା ଜୀବନ ସାଥି
ସବୁ ପ୍ରୀତିଠୁ ଅଲଗା ଚୋରା ପୀରତି
ତୁ ମୋ ଜୀବନ ସାଥି
ତୁ ମୋ ଚୋରା ପିରତି
ତୁ ମୋ ଭାଗ୍ୟର ଲେଖା
ତୁ ମୋର ମଧୁମତି
ତୁ ମୋ ମନର ତାତି
ତୋ ନାଆଁ ହୃଦୟେ ଲେଖା
ସବୁ ଝିଅଠୁ ଅଲଗା ମୋ ପ୍ରେମିକା
ଆଇ କ୍ୟାନ ଡୁ ସମଥିଙ୍ଗ ପ୍ରେଜେନ୍ସ ଅଫ ୟୁ ଓ ବେବି
ଆଇ ଗୋ କ୍ରେଜି ଏଣ୍ଡ କ୍ରେଜି ଫର ୟୁ
ଆଇ କ୍ୟାନ ଡୁ ସମଥିଙ୍ଗ ପ୍ରେଜେନ୍ସ ଅଫ ୟୁ ଓ ଜାନା
ଆଇ ଗୋ କ୍ରେଜି ଏଣ୍ଡ କ୍ରେଜି ଫର ୟୁ
ଆଇ କ୍ୟାନ ଡୁ ସମଥିଙ୍ଗ ପ୍ରେଜେନ୍ସ ଅଫ ୟୁ ଓ ବେବି
ଆଇ ଗୋ କ୍ରେଜି ଏଣ୍ଡ କ୍ରେଜି ଫର ୟୁ
ଆଇ କ୍ୟାନ ଡୁ ସମଥିଙ୍ଗ ପ୍ରେଜେନ୍ସ ଅଫ ୟୁ ଓ ଜାନା
ଆଇ ଗୋ କ୍ରେଜି ଏଣ୍ଡ କ୍ରେଜି ଫର ୟୁ


sabu dekhathu alaga Your Astrology Guru Lyrics in odia language






Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00