Loading...

299 Big Street, Govindpur, India

Open daily 10:00 AM to 10:00 PM

Sabu Papara Your Astrology Guru Lyrics In Odia Font

Sourav Nayak

Your Astrology Guru Lyrics

ସବୁ ପାପର ପ୍ରାୟଶ୍ଚିତ ଥାଏ
ସବୁ ଭୁଲର କ୍ଷମା

Sabu Papara Prayaschita Thae Your Astrology Guru Lyrics In Odia Font

ସବୁ ପାପର ପ୍ରାୟଶ୍ଚିତ ଥାଏ
ସବୁ ଭୁଲର କ୍ଷମା
ସବୁ ପାପର ପ୍ରାୟଶ୍ଚିତ ଥାଏ
ସବୁ ଭୁଲର କ୍ଷମା
ପ୍ରେମ ଏମିତିକା ପବିତ୍ର ପାପଟେ
ପ୍ରେମ ଏମିତିକା ପବିତ୍ର ପାପଟେ
ପ୍ରାୟଶ୍ଚିତ ନାହିଁ ଜମା
କାହିଁକି ଜାଣେନା କାହିଁକି ଜାଣେନା
କାହିଁକି ଜାଣେନା କାହିଁକି ଜାଣେନା


କେବେ କେବେ ପ୍ରେମ ଏଠି
ଝୁଲା ଚଢେଇର ବସା
କେବେ ମନେହୁଏ ପୁଣି
କଅଁଳ ମନର ଆଶା
ହୋ କେବେ କେବେ ପ୍ରେମ ଏଠି
ଝୁଲା ଚଢେଇର ବସା
କେବେ ମନେହୁଏ ପୁଣି
କଅଁଳ ମନର ଆଶା
କେବେ ମରୀଚିକା
କେବେ ଧୋକା ଧୋକା
କେବେ ମରୀଚିକା
କେବେ ଧୋକା ଧୋକା
ବୁଝିତ ହୁଏନା ଜମା
କାହିଁକି ଜାଣେନା କାହିଁକି ଜାଣେନା
କାହିଁକି ଜାଣେନା କାହିଁକି ଜାଣେନା


ବାଦଲ ଛାଇରେ କେବେ
ଲୁଚେ ଆକାଶର ଛାତି
ଜାଳି ଦିଏ ଫୁଲ ବନ
ମଳୟ ଛୁଆଁର ତାତି
ହୋ ବାଦଲ ଛାଇରେ କେବେ
ଲୁଚେ ଆକାଶର ଛାତି
ଜାଳି ଦିଏ ଫୁଲ ବନ
ମଳୟ ଛୁଆଁର ତାତି
କେବେ ଏକା ଏକା
କେବେ ଫିକା ଫିକା
କେବେ ଏକା ଏକା
କେବେ ଫିକା ଫିକା
ସହି ତ ହୁଏନା ଜମା
କାହିଁକି ଜାଣେନା କାହିଁକି ଜାଣେନା
କାହିଁକି ଜାଣେନା କାହିଁକି ଜାଣେନା

Sabu Papara Prayaschita Thae Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00