Loading...

299 Big Street, Govindpur, India

Open daily 10:00 AM to 10:00 PM

Bharide Saburi Kalasa Your Astrology Guru Lyrics In Odia Font

Kumar Kirti

Your Astrology Guru Lyrics

ଭରିଦେ ସବୁରି କଳସ ଲୋ ମାଆ

Bharide Saburi Kalasa Your Astrology Guru Lyrics In Odia Font

ଭରିଦେ ସବୁରି କଳସ…ଲୋ ମାଆ…
ଓ…..ହୋ…


ଭରିଦେ ସବୁରି କଳସ ଲୋ ମାଆ
ଭରିନେ ସବୁରି ଅଳସ ଲୋ ମାଆ
ଭରିଦେ ସବୁରି କଳସ ଲୋ ମାଆ
ଭରିନେ ସବୁରି ଅଳସ ଲୋ ମାଆ
ଭରିଦେ ସବୁରି କଳସ ଲୋ ମାଆ

ଆସିଛି ସେ ବେଳ ଦେ ମାଆ ବଳ
ପହିଲାଣି ରାତି ହେଲାଣି ସକାଳ
ଆସିଛି ସେ ବେଳ ଦେ ମାଆ ବଳ
ପହିଲାଣି ରାତି ହେଲାଣି ସକାଳ
ବୁଝାଇ ଦେ ମାଆ…..ହୋ…
ବୁଝାଇ ଦେ ମାଆ ସଜାଇ ଦେ ମାଆ
ବୁଝାଇ ଦେ ମାଆ ସଜାଇ ଦେ ମାଆ
ଯା’ର ଅବା ଯେଉଁ ବେଶ
ଭରିଦେ ସବୁରି କଳସ ଲୋ ମାଆ


ହସାଇ ଦେ ମାଆ ନୂଆ ନୂଆ ଫୁଲ
ନୂଆ କ୍ଷେତରେ ନୂଆ ଫସଲ
ହସାଇ ଦେ ମାଆ ନୂଆ ନୂଆ ଫୁଲ
ନୂଆ କ୍ଷେତରେ ନୂଆ ଫସଲ
ନୂଆ ମନରେ…..ମାଆ…
ନୂଆ ମନରେ ନୂଆ ଭାବନା
ନୂଆ ମନରେ ନୂଆ ଭାବନା
ଭରିଦେ ଦେଇ ପରଶ
ଭରିଦେ ସବୁରି କଳସ ଲୋ ମାଆ
ମାଆ ଗୋ…..ମାଆ ଗୋ…..


ସାକ୍ଷୀ ଏକା ତୋର ସେ ମଥା ସିନ୍ଦୂର
ଆଖି ତୋର କରେ ସବୁ ମାଆ ସୁନ୍ଦର
ସାକ୍ଷୀ ଏକା ତୋର ସେ ମଥା ସିନ୍ଦୂର
ଆଖି ତୋର କରେ ସବୁ ମାଆ ସୁନ୍ଦର
ନ ହେଉ ମାଆ ଶେଷ…..ମାଆ
ନ ହେଉ ମାଆ ଶେଷ ତୋର ସେଇ ହସ
ନ ହେଉ ମାଆ ଶେଷ ତୋର ସେଇ ହସ
ନ ମଉଳୁ ଏ ରାହାସ
ଭରିଦେ ସବୁରି କଳସ ଲୋ ମାଆ
ଭରିନେ ସବୁରି ଅଳସ ଲୋ ମାଆ
ଭରିଦେ ସବୁରି କଳସ ଲୋ ମାଆ
ଭରିନେ ସବୁରି ଅଳସ ଲୋ ମାଆ
ଭରିଦେ ସବୁରି କଳସ ଲୋ ମାଆ

Bharide Saburi Kalasa Lo Maa Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00