Your Astrology Guru Lyrics
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି
sansara bhitare ghara Your Astrology Guru Lyrics in odia language
ସଂସାର ଭିତରେ ଘର କରିଥିଲେ
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି
ଦୁଃଖ ଦରଦୀର କଳା ମେଘ ମୁହିଁ
ଦୁଃଖ ଦରଦୀର କଳା ମେଘ ମୁହିଁ
ଲୁଚିଯାଏ ବାରମ୍ବାର
ଶିବ ଭୋଳା ସାହା ମୋର
ଶିବ ଭୋଳା ସାହା ମୋର
ଓ……..
ଜନମ ଜନମ କେତେ ତପ କରି
ଦେହରେ ବୋଳି ପାଉଁଶ
ଆଶା ବାନ୍ଧିଥିଲି ଢାଳି ଗଙ୍ଗାଜଳ
କରିବାକୁ ଅଭିଷେକ କରିବାକୁ ଅଭିଷେକ
ଆଶାର ଦୀପରେ ଆଶାର ଦୀପରେ
ବାଟ ପାଏ ନାହିଁ ତୁହି ଏକା ବଳିୟାର
ଶିବ ଭୋଳା ସାହା ମୋର
ଶିବ ଭୋଳା ସାହା ମୋର
ଓ……..
ମଶାଣି ଭୁଇଁରେ ଧରମ ଖୋଜିଲି
କରମ ଜୁଟେନା ମୋର
ସରିଯାଏ ମୁହିଁ ମରିଯାଏ ମୁହିଁ
କାହିଁ କରୁ ମୋତେ ଦୂର
କାହିଁ କରୁ ମୋତେ ଦୂର
ଧରମ ଦାଣ୍ଡରେ ଧରମ ଦାଣ୍ଡରେ
ହାତ ଟେକି ଡାକେ ଵିପଦୁ ମତେ ଉଧାର
ଶିବ ଭୋଳା ସାହା ମୋର
ଶିବ ଭୋଳା ସାହା ମୋର
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି
ଦୁଃଖ ଦରଦୀର କଳା ମେଘ ମୁହିଁ
ଦୁଃଖ ଦରଦୀର କଳା ମେଘ ମୁହିଁ
ଲୁଚିଯାଏ ବାରମ୍ବାର
ଶିବ ଭୋଳା ସାହା ମୋର
ଶିବ ଭୋଳା ସାହା ମୋର
ଶିବ ଭୋଳା ସାହା ମୋର
ଶିବ ଭୋଳା ସାହା ମୋର
sansara bhitare ghara karithile Your Astrology Guru Lyrics in odia language
Thank You