Table of Contents
Your Astrology Guru Lyrics
ଶରଣ ଦେ କି ମରଣ ଦେ
Sarana De Ki Marana De Your Astrology Guru Lyrics In Odia Font
ଶରଣ ଦେ କି ମରଣ ଦେ
ସରଗ ଦେ କି ନରକ ଦେ
ଥରେ ତୋ ଡୋରି ଲଗେଇ ଦେ
ମାଆ ମାଆ ମାଆ ମାଆ
ନେ ତୋ କୋଳକୁ ନେ
ସିନ୍ଦୁର ଦେ କି ଚନ୍ଦନ ଦେ
ବିଷ ତୁ ଦେ କି ଅମୃତ ଦେ
ଥରେ ତୋ ଡୋରି ଲଗେଇ ଦେ
ମାଆ ମାଆ ମାଆ ମାଆ
ନେ ତୋ କୋଳକୁ ନେ
ମାଆ ମାଆ ମାଆ ମାଆ
ନେ ତୋ କୋଳକୁ ନେ
ମୋ ଜୀବନ ବାଟ ଜାଣିଛି ମାଆ ଲୋ
ତୋ ଚରଣ ତଳେ ଶେଷ
ତୋ ଦର୍ଶନ ଥରେ ନ ମିଳିଲେ ମତେ
ରହିଯିବ ଅବଶୋଷ
ମୋ ଜୀବନ ବାଟ ଜାଣିଛି ମାଆ ଲୋ
ତୋ ଚରଣ ତଳେ ଶେଷ
ତୋ ଦର୍ଶନ ଥରେ ନ ମିଳିଲେ ମତେ
ରହିଯିବ ଅବଶୋଷ
ଶହେ ତୁ ଦେ କି ଶୂନ ତୁ ଦେ
ପାପ ତୁ ଦେ କି ପୁଣ୍ୟ ତୁ ଦେ
ଥରେ ତୋ ଡୋରି ଲଗେଇ ଦେ
ମାଆ ମାଆ ମାଆ ମାଆ
ନେ ତୋ କୋଳକୁ ନେ
ମାଆ ମାଆ ମାଆ ମାଆ
ନେ ତୋ କୋଳକୁ ନେ
ଜୀବନଟା ମୋର ସାରୁ ପତରରେ
ଢଳ ଢଳ ଟୋପେ ପାଣି
କେତେବେଳେ ପଡି ମାଟିରେ ମିଶିବି
ନିଜେ ମୁଁ ପାରେନା ଜାଣି
ଜୀବନଟା ମୋର ସାରୁ ପତରରେ
ଢଳ ଢଳ ଟୋପେ ପାଣି
କେତେବେଳେ ପଡି ମାଟିରେ ମିଶିବି
ନିଜେ ମୁଁ ପାରେନା ଜାଣି
ଅଜାଡି ଦେ କି ଉଜାଡି ଦେ
ବିଗାଡି ଦେ କି ସଜାଡି ଦେ ଥରେ
ଥରେ ତୋ ଡୋରି ଲଗେଇ ଦେ
ମାଆ ମାଆ ମାଆ ମାଆ
ନେ ତୋ କୋଳକୁ ନେ
ମାଆ ମାଆ ମାଆ ମାଆ
ନେ ତୋ କୋଳକୁ ନେ
ଶରଣ ଦେ କି ମରଣ ଦେ
ସରଗ ଦେ କି ନରକ ଦେ
ଥରେ ତୋ ଡୋରି ଲଗେଇ ଦେ
ମାଆ ମାଆ ମାଆ ମାଆ
ନେ ତୋ କୋଳକୁ ନେ
ମାଆ ମାଆ ମାଆ ମାଆ
ନେ ତୋ କୋଳକୁ ନେ
Sarana De Ki Marana De Your Astrology Guru Lyrics In Odia Language
Thank You