Table of Contents
Your Astrology Guru Lyrics
ଶିଆଳି ଲତାର କୁଞ୍ଜ ରାସରେ ରଙ୍ଗା
Solati Kanhei Ethi Gotie Radha Your Astrology Guru Lyrics In Odia Language
ଶିଆଳି ଲତାର କୁଞ୍ଜ ରାସରେ ରଙ୍ଗା
ହେ ଷୋଳଟି କହେଁଇ ଏଠି ଗୋଟିଏ ରାଧା
ଶିଆଳି ଲତାର କୁଞ୍ଜ ରାସରେ ରଙ୍ଗା
ନିରଳା ରାତିରେ ରାଧା ଆସୁଚି
କୋଇଲି ବୈକୁଣ୍ଠେ ନାଚୁଚି ଲୁଚି
ନିରଳା ରାତିରେ ରାଧା ଆସୁଚି
କୋଇଲି ବୈକୁଣ୍ଠେ ନାଚୁଚି ଲୁଚି
ଗୋପର…..
ହେ ଗୋପର ଘୁଙ୍ଗୁର ତାର ପାଦରେ ବନ୍ଧା
ଷୋଳଟି କହେଁଇ ଏଠି ଗୋଟିଏ ରାଧା
କଳା ଏ ନେଇ ନନ୍ଦ ଵଳା
»»»»ଏ ନନ୍ଦ ବଳା««««
ଜଗନ୍ନାଥ ଯେ ଷୋଳ କଳା
»»»»ହେ ଷୋଳ କଳା««««
ଗୋଟେ କଳାରେ ଗୋଟେ କାହ୍ନା
»»»»ହେ ଗୋଟେ କାହ୍ନା««««
ରଚନ୍ତି ରାସ ଷୋଳ କାହ୍ନା
»»»»ହେ ଷୋଳ କାହ୍ନା««««
ମାହିରି ଭିତରେ ରାଧାକୁ ଖୋଜେ
ସେ ନାଟ ମଣ୍ଡପେ ଘୁଙ୍ଗୁର ବାଜେ
ମାହିରି ଭିତରେ ରାଧାକୁ ଖୋଜେ
ସେ ନାଟ ମଣ୍ଡପେ ଘୁଙ୍ଗୁର ବାଜେ
ଜଗାର……..
ହେ ଜଗାର ଷୋହଳ ଗୁଣା ରାଧା ଶରଧା
ଷୋଳଟି କହେଁଇ ଏଠି ଗୋଟିଏ ରାଧା
ଷୋଳ ଶହସ୍ର ଗୋପ ନାରୀ
»»»»ସେ ଗୋପ ନାରୀ««««
କହ୍ନେଇ ସଙ୍ଗେ ରାସ କରି
»»»»ସେ ରାସ କରି««««
କଳିରେ କଥା ବିପରୀତ
»»»»ସେ ବିପରୀତ««««
ଷୋଳଟି କାନ୍ହୁ ଦେହାତିତ
»»»»ସେ ଦେହାତିତ««««
ଉତ୍ତର ଦୁଆର ଦଉଚି ସାକ୍ଷୀ
କିଏ ସେ କିଶୋରୀ ନିତି ଆସୁଚି
ଉତ୍ତର ଦୁଆର ଦଉଚି ସାକ୍ଷୀ
କିଏ ସେ କିଶୋରୀ ନିତି ଆସୁଚି
ଷୋଳଟି………
ହାଁ ଷୋଳଟି କଦମ୍ବ ତାର ଗଭାରେ ବନ୍ଧା
ଷୋଳଟି କଦମ୍ବ ତାର ଗଭାରେ ବନ୍ଧା
ଷୋଳଟି କହେଁଇ ଏଠି ଗୋଟିଏ ରାଧା
ଶିଆଳି ଲତାର କୁଞ୍ଜ ରାସରେ ରଙ୍ଗା
ନିରଳା ରାତିରେ ରାଧା ଆସୁଚି
କୋଇଲି ବୈକୁଣ୍ଠେ ନାଚୁଚି ଲୁଚି
ନିରଳା ରାତିରେ ରାଧା ଆସୁଚି
କୋଇଲି ବୈକୁଣ୍ଠେ ନାଚୁଚି ଲୁଚି
ଗୋପର…….
ହେ ଗୋପର ଘୁଙ୍ଗୁର ତାର ପାଦରେ ବନ୍ଧା
ଷୋଳଟି କହେଁଇ ଏଠି ଗୋଟିଏ ରାଧା
ଶିଆଳି ଲତାର କୁଞ୍ଜ ରାସରେ ରଙ୍ଗା
ହେ ଷୋଳଟି କହେଁଇ ଏଠି ଗୋଟିଏ ରାଧା
ଶିଆଳି ଲତାର କୁଞ୍ଜ ରାସରେ ରଙ୍ଗା
Solati Kanhei Ethi Gotie Radha Your Astrology Guru Lyrics In Odia Language
Thank You