Loading...

299 Big Street, Govindpur, India

Open daily 10:00 AM to 10:00 PM

Srabanare Srabana Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

Srabanare Srabana Megha Anibu
Your Astrology Guru Lyrics In Odia Language


ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
ଭିଜିବାକୁ ହାଏରେ ସେ ଭଲ ପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ
ସେ ଭିଜିଲେ ମୁ ଭିଜିବି ତୁ ଦେଖିବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ








ତା ଆଖିରେ ଟିକେ ଖୁସି ଦେଖିବାକୁ
କେତେ କଥା ମତେ ପଡେ ଭାବିବାକୁ
ଭାରି ସେ ଅବୁଝା ବୁଝେ ନାହିଁ କିଛି
ଆଜି ଯାଏଁ ତାକୁ ପାରିଲିନି ବୁଝି
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇ ଦବୁ
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇ ଦବୁ
ରଙ୍ଗ ଖେଳିବାକୁ ସେ ଭଲ ପାଏ
ତା ରଙ୍ଗରେ ମତେ ସେ ରଙ୍ଗେଇ ଦିଏ
ତା ଆଖିରେ ତା ଓଠରେ ହସ ଦେଖିବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ








ଅସରନ୍ତି ଆଶା ହଜାରେ ସପନ
ଆଖି ତାର ନଈ ଆକାଶ ତା ମନ
ହେ ମନ ମାନିଥିଲେ ସେ ଅତି ନିଜର
ମନେ ରାଗ ଥିଲେ ନୁହେଁ ସେ କାହାର
ରଜନୀ ଲୋ ରଜନୀ ଜହ୍ନ ଆଣିବୁ
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦବୁ
ରଜନୀ ଲୋ ରଜନୀ ଜହ୍ନ ଆଣିବୁ
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦବୁ
ହାତେ ଜହ୍ନ ପାଇଲେ ସେ ହବ ଖୁସି
ଖୁସି ହେଲେ ମତେ ସେ ଚାହିଁବ ହସି
ସେ ହସିଲେ ମୁ ହସିବି ତୁ ଦେଖିବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ


ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
ଭିଜିବାକୁ ହାଏରେ ସେ ଭଲ ପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ
ସେ ଭିଜିଲେ ମୁ ଭିଜିବି ତୁ ଦେଖିବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ


Srabanare Srabana Megha Anibu
Your Astrology Guru Lyrics In Odia Font




Srabanare Srabana Megha Anibu
Se Meghare Priyaku Bhijei Dabu
Srabanare Srabana Megha Anibu
Se Meghare Priyaku Bhijei Dabu
Bhijibaku Haere Se Bhala Pae
Khusi Hele Premare Mate Bhijae
Se Bhijile Mu Bhijibi Tu Dekhibu
Srabanare Srabana Megha Anibu
Se Meghare Priyaku Bhijei Dabu
Ta Akhire Tike Khusi Dekhibaku
Kete Katha Mate Pade Bhabibaku
Bhari Se Abujha Bujhe Nahi Kichhi
Aji Jaen Taku Parilini Bujhi
Fagunare Faguna Ranga Anibu
Se Rangare Priya Ku Rangei Dabu
Fagunare Faguna Ranga Anibu
Se Rangare Priya Ku Rangei Dabu
Ranga Khelibaku Se Bhala Pae
Ta Rangare Mate Se Rangei Die
Ta Akhire Ta Othare Hasa Dekhibu
Srabanare Srabana Megha Anibu
Se Meghare Priyaku Bhijei Dabu
Asaranti Asha Hajare Sapana
Akhi Tara Nae Akasa Ta Mana
He Mana Manithile Se Ati Nijara
Mane Raga Thile Nuhe Se Kahara
Rajani Lo Rajani Jahna Anibu
Se Jahna Ku Mo Priya Hatare Dabu
Rajani Lo Rajani Jahna Anibu
Se Jahna Ku Mo Priya Hatare Dabu
Hate Jahna Paile Se Haba Khusi
Khusi Hele Mate Se Chanhiba Hasi
Se Hasile Mu Hasibi Tu Dekhibu
Srabanare Srabana Megha Anibu
Se Meghare Priyaku Bhijei Dabu
Srabanare Srabana Megha Anibu
Se Meghare Priyaku Bhijei Dabu
Bhijibaku Haere Se Bhala
Pae
Khusi Hele Premare Mate Bhijae
Se Bhijile Mu Bhijibi Tu Dekhibu
Srabanare Srabana Megha Anibu



Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00