Loading...

299 Big Street, Govindpur, India

Open daily 10:00 AM to 10:00 PM

Sri Jagannathanka Sohala Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ
ଗୋଟି ଗୋଟି କରି କହୁଚି ଶୁଣ

Sri Jagannathanka Sohala Nama Your Astrology Guru Lyrics In Odia Language

ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ
ଗୋଟି ଗୋଟି କରି କହୁଚି ଶୁଣ
ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ
ଗୋଟି ଗୋଟି କରି କହୁଚି ଶୁଣ
କେଉଁ କାମ ବେଳେ କି ନାମ ଜପିଲେ
କେଉଁ କାମ ବେଳେ କି ନାମ ଜପିଲେ
ପୂର୍ଣ୍ଣ ହୁଏ ମନସ୍କାମ ଲୋ…
ଶୟନ କାଳେ ଡାକିବୁ ଆହେ ପଦ୍ମନାଭ
ଭୋଜନ ବେଳେ ଡାକିବୁ ଆହେ ଜନାର୍ଦନ
ଶୟନ କାଳେ ଡାକିବୁ ଆହେ ପଦ୍ମନାଭ
ଭୋଜନ ବେଳେ ଡାକିବୁ ଆହେ ଜନାର୍ଦନ
ଯାତ୍ରା କାଳରେ ଡାକିବୁ ବାମନ ବାମନ
ତାକୁ ବାମନ ବାମନ ତାକୁ ଡାକିବୁ…
ସଙ୍କଟ ବେଳେ ଡାକିବୁ ଶ୍ରୀ ମଧୁସୂଦନ
ସଙ୍କଟ ବେଳେ ଡାକିବୁ ଶ୍ରୀ ମଧୁସୂଦନ



ବିବାହ କର୍ମରେ ପ୍ରଜାପତି ନାମ
ଯୁଦ୍ଧ କାଳେ ଚକ୍ରଧର
ବିବାହ କର୍ମରେ ପ୍ରଜାପତି ନାମ
ଯୁଦ୍ଧ କାଳେ ଚକ୍ରଧର
ପ୍ରଣୟ କାଳରେ ଶ୍ରୀଧର ଡାକିବୁ
ପ୍ରଣୟ କାଳରେ ଶ୍ରୀଧର ଡାକିବୁ
ମନ ବାଞ୍ଛା ହେବ ପୂର୍ଣ୍ଣ ଲୋ…
ଜଳର ଉଦ୍ଧାର ପାଇଁ ବରାହ ଡାକିବୁ
ଔଷଧ ସେବନ କାଳେ ବିଷ୍ଣୁ ଭଜୁଥିବୁ
ଜଳର ଉଦ୍ଧାର ପାଇଁ ବରାହ ଡାକିବୁ
ଔଷଧ ସେବନ କାଳେ ବିଷ୍ଣୁ ଭଜୁଥିବୁ
ପ୍ରବାସରେ ଥିଲେ ଭଜୁଥିବୁ ତ୍ରି-ବିକ୍ରମ
ଭଜୁଥିବୁ ତ୍ରି-ବିକ୍ରମ ତାକୁ ଭଜିବୁ
ପର୍ବତ ଆରୋହଣରେ ଶ୍ରୀ ରଘୁନନ୍ଦନ
ପର୍ବତ ଆରୋହଣରେ ଶ୍ରୀ ରଘୁନନ୍ଦନ



ଜନମ ତା ହାତେ ମରଣ ତା ହାତେ
ତା ହାତେ କରମ ଡୋରି
ଜନମ ତା ହାତେ ମରଣ ତା ହାତେ
ତା ହାତେ କରମ ଡୋରି
ଘୋର ଅରଣ୍ୟରେ ନୃସିଂହ ଡାକିବୁ
ଘୋର ଅରଣ୍ୟରେ ନୃସିଂହ ଡାକିବୁ
ସଙ୍କଟୁ ହୋଇବୁ ପାରି ଲୋ…
ଦୁଃସ୍ବପ୍ନ ଦେଖି ଡାକିବୁ ଗୋବିନ୍ଦ ଗୋବିନ୍ଦ
ସମସ୍ତ କର୍ମରେ ଶୁଣେ ଡାକିଲେ ମାଧବ
ଦୁଃସ୍ବପ୍ନ ଦେଖି ଡାକିବୁ ଗୋବିନ୍ଦ ଗୋବିନ୍ଦ
ସମସ୍ତ କର୍ମରେ ଶୁଣେ ଡାକିଲେ ମାଧବ
ଅଗ୍ନି ଭୟ କାଳେ ଜଳା ସାଇ ଭଗବାନ
ଜଳା ସାଇ ଭଗବାନ ତାକୁ ଡାକିବୁ
ଅନ୍ତିମ କାଳେ ଡାକିବୁ ରଖ ନାରାୟଣ
ଅନ୍ତିମ କାଳେ ଡାକିବୁ ରଖ ନାରାୟଣ

Sri Jagannathanka Sohala Nama Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00