Loading...

299 Big Street, Govindpur, India

Open daily 10:00 AM to 10:00 PM

ସ୍ଵାମୀଙ୍କ ସହ ଭୋଜନ କରିବା ଠିକ ନା ଭୁଲ ? Garuda Purana

ନମସ୍କାର ବନ୍ଧୁଗଣ । ଆମ ହିନ୍ଦୁ ଧର୍ମରେ ପତି ଓ ପତ୍ନୀଙ୍କୁ ଦୁହେଁ ଦୁଇଜଣଙ୍କର ପରିପୂରକ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବା ପାଇଁ ପୁରାଣରେ ବହୁତ କଥା କୁହାଯାଇଛି । କିନ୍ତୁ ଜଣାତ ହଉକି ଅଜାଣତ ପତି ଓ ପତ୍ନୀ ଏମିତି ଭୁଲ କରିଥାନ୍ତି ଯାହା ଦ୍ଵାରା ସେମାନଙ୍କ ସମ୍ପର୍କ ରେ ବହୁତ ଝଡ ସୃଷ୍ଟି ହୋଇଥାଏ ।

ପତି ଓ ପତ୍ନୀ ଯଦି ଗୋଟେ ଥାଳିରେ ଭୋଜନ କରିବେ ତାହଲେ ସେମାନଙ୍କ ମଧ୍ୟ ରେ ବହୁତ ଭଲ ପାଇବା ସୃଷ୍ଟି ହୋଇଥାଏ । କିନ୍ତୁ ଏହା ସତ ନୁହେଁ । କିନ୍ତୁ ସନାତନ ଧର୍ମରେ ଲେଖା ଅଛି ଯଦି ଗୋଟେ ଥାଳିରେ ପତି ଓ ପତ୍ନୀ ଏକାଠି ଭୋଜନ କରିବେ ତାହା ଅଶୁଭ ହୋଇଥାଏ । ଏହା ଦରିଦ୍ର କରାଇଦେଇଥାଏ ।

ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ଏହାର କାରଣ କଣ ଅଟେ ଆସନ୍ତୁ ଜାଣିବା । ହିନ୍ଦୁ ପରିବାରରେ ଆଜିବି ଦେଖିବାକୁ ମିଳୁଛି ସମସ୍ତେ ଏକା ସାଙ୍ଗରେ ବସି ଭୋଜନ କରିବାର । ତା ସହିତ ଆପଣ ଦେଖିଥିବେ ଅନେକ ଜାଗାରେ ପତି ଓ ପତ୍ନୀ ଏକା ସାଙ୍ଗରେ ବସି ଭୋଜନ କରିଥାନ୍ତି । ଆପଣ ମାନେ ଭାବନ୍ତିକି ଏକା ସାଙ୍ଗରେ ଭୋଜନ କଲେ ପତି ଓ ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ ।

କିନ୍ତୁ ଜାଣିନଥିବେ ତାହାର ବାସ୍ତବରେ ସତ୍ୟ କଣ ଅଟେ । ଆସନ୍ତୁ ଜାଣିବା ସେହି ସତ୍ୟ ବିଷୟରେ । ଜୀବନରେ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ବସ୍ତୁ ହେଉଛି ଭୋଜନ । ସନାତନ ଧର୍ମ ରେ ଭୋଜନକୁ ଏକ ମାନ୍ୟତା ଦିଆଯାଇଛି । ଯାହାକୁ ଭଗବାନଙ୍କ ଆଶ୍ରିବାଦ ଭାବି ପୂଜା କରାଯାଇଥାଏ । ସନାତନ ଧର୍ମରେ ଭୋଜନକୁ ନେଇ ବହୁତ ନିୟମ କରାଯାଇଛି ।

ଯଦି ଆମେ ଏହି ନିୟମକୁ ପାଳନ କରିବାନି ତାହଲେ ପରିବାରରେ ଅସାନ୍ତି ଦେଖା ଦବ ଓ ଦରିଦ୍ର ହୋଇଯିବେ । ସନାତନ ଧର୍ମରେ ଏକ ନିୟମ ହେଉଛି ପତି ଓ ପତ୍ନୀ ଏକା ସାଙ୍ଗରେ ଭୋଜନ କରିବା ଅତ୍ୟନ୍ତ ଖରାପ ହୋଇଥାଏ । ଭୋଜନ କରିବା ବିଷୟରେ ଶାସ୍ତ୍ରରେ ବହୁତ ନିୟମ ଲେଖା ଯାଇଛି । ଯଦି ତାହାକୁ ପାଳନ କରିବେ ନାହିଁ ତାହେଲେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ଜୀବନରେ ବହୁତ ଖରାପ ସମୟ ଆସିଥାଏ ଜାଣି ପାରନ୍ତିନୀ କେଉଁ କାରଣ ପାଇଁ ଏତେ କଷ୍ଟ ଆସୁଛି । କାହାର କିଛି ଅନିଷ୍ଠ ନକରିବା ସ୍ଵତେ କେଉଁ କାରଣରୁ ଏତେ କଷ୍ଟ ଆସୁଛି । ଯଦି ଜୀବନରେ ଛୋଟ ଛୋଟ କଥାର ଧ୍ୟାନ ରଖିବେ ତାହାଲେ କିଛି ପରିସ୍ଥିତି ଖରାପ ହେବ ନାହିଁ ।

ଭୋଜନ ସମୟରେ କଣ ଖାଇବେ କଣ ଖାଇବେ ନାହିଁ କିପରି ଖାଇବେ ସମସ୍ତ କଥା ହିନ୍ଦୁ ସନାତନ ଧର୍ମରେ ଲେଖା ଯାଇଛି । ସନାତନ ଧର୍ମରେ ଲେଖା ଅଛି ଭୋଜନ କରୁଥିବା ସମୟରେ ଟିଭି ଦେଖି ଭୋଜନ କରିବେ ନାହିଁ ।

ଭୋଜନ କରିବା ସମୟରେ କଥା ନ ହୋଇ ଖାଇବେ ନାହିଁ । ପତି ପତ୍ନୀ ସାଙ୍ଗ ହୋଇଭୋଜନ କରିବା ଅନୁଚିତ ଅଟେ । ଯଦି ଏକା ସାଙ୍ଗରେ ଭୋଜନ କରିବେ ତାହାଲେ ଦରିଦ୍ର ହୋଇଯିବେ । ସେଥିପାଇଁ ଏକାଠି ଭୋଜନ କରିବେ ନାହିଁ ।

ଜୋତିଷ ଶାସ୍ତ୍ର ଅନୁସାରେ ପତି ପତ୍ନୀ ଏକା ସାଙ୍ଗରେ ଭୋଜନ କରିବା ଉଚିତ ନୁହେଁ କାରଣ ଏହା ତାନ୍ତ୍ରିକ ଉପାୟ ଅଟେ । ଯଦି ଆମେ କାହାର ଅଇଁଠା ଖାଦ୍ୟ ଖାଇବା ତାହାଲେ ପରିବାରରେ ଅସାନ୍ତି, କଳହ, ଦାରିଦ୍ରତା ଦେଖା ଦବ । ବନ୍ଧୁଗଣ ଏହି କାରଣ ପାଇଁ ପତି ପତ୍ନୀ ଏକାଠି ଖାଦ୍ୟ ଖାଇବା ବାରଣ କାରାଯାଇଥାଏ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00