Loading...

299 Big Street, Govindpur, India

Open daily 10:00 AM to 10:00 PM

To Bediru Sabari Your Astrology Guru Lyrics In Odia Language

Suresh Wadekar

Your Astrology Guru Lyrics

ତୋ ବେଦୀରୁ ସଵାରୀ ଯେତିକି ଦୂର

To Bediru Sabari Jetiki Dura Your Astrology Guru Lyrics In Odia Language

ତୋ ବେଦୀରୁ ସଵାରୀ ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର
ତୋ ଶଙ୍ଖାରୁ ସିନ୍ଦୂର ଯେତିକି ଦୂର
ମୋ ଚିତାରୁ ପାଉଁଶ ସେତିକି ଦୂର
ତୋ ବେଦୀରୁ ସଵାରୀ ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର



ଶେଷ ଇଛା ମୋର ଶେଷ ଅନୁରୋଧ
ପାରିବୁ ଜଦି ରଖିବୁ
କୋକେଇ ମୋହର ଉଠିବା ଆଗରୁ
ଦେଖି ଦେଇ ଚାଲିଯିବୁ
କଥା ଦେଇଥିଲି ଭୁଲି ନାହିଁ ଜମା
କଥା ମୋର ମୁ ରଖିବି
ତୁ ନଆସିବା ଯାଏଁ ଯିବିନି ମଶାଣି
ବାସି ମଢ଼ା ପଛେ ହେବି
ତୋ ପାଦରୁ ଅଳତା ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର



ହୋ ଦୁଇ ଆଖି ମୋର ଖୋଲା ରଖିଥିବି
ଦେଖିବାକୁ ଶେଷ ଥର
କପାଳରେ ମୋର ତୋ ହାତ ଆଉଁସି
ବୁଜି ଦବୁ ଆଖି ମୋର
ତୋ ଘର ପାଖରୁ ନୁହେଁ ବେଶି ଦୂର
ସମାଧି ମନ୍ଦିର ମୋର
ଧୂପ କାଠି ନେଇ ଚାଲି ତୁ ଆସିବୁ
ଯେବେ ଇଛା ହବ ତୋର
ତୋ ବେଦୀରୁ ସଵାରୀ ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର
ତୋ ଶଙ୍ଖାରୁ ସିନ୍ଦୂର ଯେତିକି ଦୂର
ମୋ ଚିତାରୁ ପାଉଁଶ ସେତିକି ଦୂର
ତୋ ବେଦୀରୁ ସଵାରୀ ଯେତିକି ଦୂର
ମୋ ଦୁଆରୁ ମଶାଣି ସେତିକି ଦୂର

To Bediru Sabari Jetiki Dura Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00