Your Astrology Guru Lyrics
ତୁ କହିଲେ ଚାନ୍ଦକୁ ଆଣି
କରିଦେବି ତୋ ମଥାର ଚନ୍ଦନ ବିନ୍ଧୁ
Tu Kahile Chandaku Ani Your Astrology Guru Lyrics In Odia Language
ହେ ହେ ଆ ହା ହା
ହେ ହେ ଲା ଲା ଲା ଲା ହୁଁ ହୁଁ
ତୁ କହିଲେ ଚାନ୍ଦକୁ ଆଣି
କରିଦେବି ତୋ ମଥାର ଚନ୍ଦନ ବିନ୍ଧୁ
ତୁ କହିଲେ ନିଦରେ ତୋର
ସବୁ ରାତି ଝରେଇବି ପୂର୍ଣମୀ ଇନ୍ଦୁ
ଭୁଲ ବୁଝିବୁନି ମୋତେ ପିଲାଟି ଦିନରୁ ତତେ
ମନେ ମନେ ଭାବିଚି ମୋ……..
ବାଳିକା ବଧୂ ବାଳିକା ବଧୂ
ବାଳିକା ବଧୂ ବାଳିକା ବଧୂ
ଅଝଟିଆ ପିଲା ଦିନ କିଏ ମାଙ୍ଗେ ତାରା ଜହ୍ନ
କିଏ ମାଙ୍ଗେ କଣ୍ଢେଇ
ହେଲେ ମୋ ଆଖିରେ ରହିଚୁ ଏକା ତୁ
ଆଉ କିଛି ମାଗି ନାହି
ଅଝଟିଆ ପିଲା ଦିନ କିଏ ମାଙ୍ଗେ ତାରା ଜହ୍ନ
କିଏ ମାଙ୍ଗେ କଣ୍ଢେଇ
ହେଲେ ମୋ ଆଖିରେ ରହିଚୁ ଏକା ତୁ
ଆଉ କିଛି ମାଗି ନାହି
ଦୋଷ ଦବୁନି ତୁ ମତେ ମୁଁ ବଦଳିନି ସତେ
ମୋ ଆଖିରେ ଏଯାଏ ତୁ……….
ବାଳିକା ବଧୂ ବାଳିକା ବଧୂ
ବାଳିକା ବଧୂ ବାଳିକା ବଧୂ
ଛୋଟ ବେଳେ ଆମ ଘରେ
ଗେଲେ ଗେଲେ କହିଥିଲେ
ବୋହୁ କରିବେ ତତେ
ସେ ମିଛ ଗେଲ ମୋ ଜୀବନ ସାଜିଛି
ଭୁଲି ପାରୁନି ମୁ ସତେ
ଛୋଟ ବେଳେ ଆମ ଘରେ
ଗେଲେ ଗେଲେ କହିଥିଲେ
ବୋହୁ କରିବେ ତତେ
ସେ ମିଛ ଗେଲ ମୋ ଜୀବନ ସାଜିଛି
ଭୁଲି ପାରୁନି ମୁ ସତେ
କେତେ କରୁଚୁ ଗୁମାନ
ଫେରେଇ ଦେ ମୋ ପିଲାଦିନ
ପୁଣି ଥରେ ହେଇଯା ମୋ……….
ବାଳିକା ବଧୂ ବାଳିକା ବଧୂ
ବାଳିକା ବଧୂ ବାଳିକା ବଧୂ
ତୁ କହିଲେ ଚାନ୍ଦକୁ ଆଣି
କରିଦେବି ତୋ ମଥାର ଚନ୍ଦନ ବିନ୍ଧୁ
ତୁ କହିଲେ ନିଦରେ ତୋର
ସବୁ ରାତି ଝରେଇବି ପୂର୍ଣମୀ ଇନ୍ଦୁ
ଭୁଲ ବୁଝିବୁନି ମୋତେ ପିଲାଟି ଦିନରୁ ତତେ
ମନେ ମନେ ଭାବିଚି ମୋ……..
ବାଳିକା ବଧୂ ବାଳିକା ବଧୂ
ବାଳିକା ବଧୂ ବାଳିକା ବଧୂ
tu kahile chandaku ani Your Astrology Guru Lyrics in odia language
Thank You