Loading...

299 Big Street, Govindpur, India

Open daily 10:00 AM to 10:00 PM

Asithili Kalia To Your Astrology Guru Lyrics In Odia Language

Subas Dash

Your Astrology Guru Lyrics

ଆସିଥିଲି କାଳିଆ ତୋ ଦରଶନ ପାଇଁରେ

Asithili Kalia To Your Astrology Guru Lyrics In Odia Language

ଆସିଥିଲି କାଳିଆ ତୋ…..
ଦରଶନ ପାଇଁରେ…ଏ…
ତତେ ଛାଡି ଯିବାକୁ ମୋ…
ମନ ବଳୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ
ଆସିଥିଲି କାଳିଆ ତୋ ଦରଶନ ପାଇଁରେ

ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ
ଆସିଥିଲି କାଳିଆ ତୋ…..ଓ…..


(((( ଅର୍ଜୁନଙ୍କ ଉକ୍ତି ମୋର ମାନେ ପଡିଗଲା,

ମହାଭାରତରେ ଅର୍ଜୁନ ଦେଖିଲେ

ଶ୍ରୀକୃଷ୍ଣଙ୍କୁ ବିଶ୍ୱରୂପରେ,

କହିଲେ ହେ ପ୍ରଭୁ

ଇଏ ବିଶ୍ଵରୂପ ଦର୍ଶନ କି ଅନନ୍ତ ରୂପ ଇଏ,

ତା ଭିତରେ ମୁ ବି କୋଉଠି
ଏକ ଛୋଟ ଜୀବ ଭଳି ହଜି ଯାଇଛି,

ସେଇ ରୂପ କଥା ମୋର ବି ମନେ ପଡିଗଲା,

ଗାଇ ଉଠିଲି ମୁଁ ))))

ସାରା ଭୁବନର କ୍ରାନ୍ତି ଦେଖିଲି ତୋ ରୂପରେ

ସାରା ଭୁବନର କ୍ରାନ୍ତି ଦେଖିଲି ତୋ ରୂପରେ
ସାରା ଜୀବନର ଶାନ୍ତି ଲଭିଲି ତୋ ମନ୍ଦିରେ
ସାରା ଜୀବନର ଶାନ୍ତି ଲଭିଲି ତୋ ମନ୍ଦିରେ
ବିତିଯାଉ ଏ ଜୀବନ…..ଓ…..
ବିତିଯାଉ ଏ ଜୀବନ ତୋ ବଦନ ଚାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ
ଆସିଥିଲି କାଳିଆ ତୋ…..ଓ…..



ଥକା ନେବି ଚକାଆଖି ଧାଇଁବିନି ମୋହରେ

ଥକା ନେବି ଚକାଆଖି ଧାଇଁବିନି ମୋହରେ
କରିଦେ ଭିକାରି ମୋତେ ତୋ ଦେଉଳ ଦୁଆରେ
କରିଦେ ଭିକାରି ମୋତେ ତୋ ଦେଉଳ ଦୁଆରେ
ଆନନ୍ଦେ ହେବି ମଗନ…..ଓ…..
ଆନନ୍ଦେ ହେବି ମଗନ ତୋର ଗୀତ ଗାଇରେ
ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ
ଆସିଥିଲି କାଳିଆ ତୋ ଦରଶନ ପାଇଁରେ
ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ
ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ
ମନ ବଳୁ ନାହିଁରେ
ମନ ବଳୁ ନାହିଁରେ…..

Asithili Kalia To Darasana Painre Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00