Loading...

299 Big Street, Govindpur, India

Open daily 10:00 AM to 10:00 PM

Tu Mo Dehara Chhai Your Astrology Guru Lyrics In Odia Font

Ira Mohanty Udit Narayan

Your Astrology Guru Lyrics

ତୁ ମୋ ଦେହର ଛାଇ ମୋ ଦେହର ଛାଇ

Tu Mo Dehara Chhai Your Astrology Guru Lyrics In Odia Language


ପୁଅ
ହୋ କେତେ ଭଲପାଏ ତତେ କହି ପାରୁ ନାହିଁ
ନିଜକୁ ବି ନିଜେ ଏତେ ଭଲ ପାଇ ନାହିଁ
କେତେ ଭଲପାଏ ତତେ କହି ପାରୁ ନାହିଁ
ନିଜକୁ ବି ନିଜେ ଏତେ ଭଲ ପାଇ ନାହିଁ
ଝିଅ
ଏତେ ପ୍ରେମ କଲୁ ଏତେ ଖୁସି ଦେଲୁ
ହୃଦୟରେ ରଖିବାକୁ ଜାଗା ନାହିଁ
ପୁଅ
ତୁ ମୋ ଦେହର ଛାଇ ମୋ ଦେହର ଛାଇ
ତୁ ମୋ ଦେହର ଛାଇ ମୋ ଦେହର ଛାଇ
ଝିଅ
ତୁ ମୋ ଦେହର ଛାଇ ମୋ ଦେହର ଛାଇ
ତୁ ମୋ ଦେହର ଛାଇ ମୋ ଦେହର ଛାଇ








ପୁଅ
ପ୍ରେମର ପ୍ରଥମ ଗୀତ ପ୍ରଥମ ସଙ୍ଗୀତ
ତୋଠାରୁ ଆରମ୍ଭ ପୁଣି ତୋଠାରେ ସମାପ୍ତ
ଝିଅ
ହାଁ ସ୍ୱପ୍ନର ପ୍ରଥମ ରଙ୍ଗ ପ୍ରଥମ ଚମକ
ତୋଠାରୁ ଚୋରି କରିଲା ହଜାରେ ମହକ
ପୁଅ
ତତେ ଭାବୁଥାଏ ଭାବି ଶୋଇଯାଏ
ନିଦ ଭାଙ୍ଗିଯାଏ ପୁଣି ତୋରି ପାଇଁ
ଝିଅ
ତୁ ମୋ ଦେହର ଛାଇ ମୋ ଦେହର ଛାଇ
ତୁ ମୋ ଦେହର ଛାଇ ମୋ ଦେହର ଛାଇ
ପୁଅ
ତୁ ମୋ ଦେହର ଛାଇ ମୋ ଦେହର ଛାଇ
ତୁ ମୋ ଦେହର ଛାଇ ମୋ ଦେହର ଛାଇ









ଝିଅ
ଯେବେ ମୁଁ ଖୋଜିଲି ତତେ ଦେଖି ପାରି ନାହିଁ
ଜୀବନ ଅଛି କି ନାହିଁ ଜାଣି ପାରି ନାହିଁ
ପୁଅ
ହୋ ଯେବେ ମୁଁ ପାଖରେ ଥରେ ତତେ ଯାଏ ପାଇ
ଲାଗେ ତ ଆକାଶକୁ ପାରୁଚି ମୁଁ ଛୁଇଁ
ଝିଅ
ତତେ ବୁଝିଗଲି ଧୀରେ ଭିଜି ଗଲି
ଯେବେ ପ୍ରେମ ବରଷାରେ ଦେଲୁ ଗାଧେଇ
ପୁଅ
ତୁ ମୋ ଦେହର ଛାଇ ମୋ ଦେହର ଛାଇ
ତୁ ମୋ ଦେହର ଛାଇ ମୋ ଦେହର ଛାଇ
ଝିଅ
ତୁ ମୋ ଦେହର ଛାଇ ମୋ ଦେହର ଛାଇ
ତୁ ମୋ ଦେହର ଛାଇ ମୋ ଦେହର ଛାଇ

Tu Mo Dehara Chhai Your Astrology Guru Lyrics In Odia Font



Pua
Ho Kete Bhalapae Tate Kahi Paru Nahin
Nijaku Bi Nije Ete Bhala Pae Nahi
Kete Bhalapae Tate Kahi Paru Nahin
Nijaku Bi Nije Ete Bhala Pae Nahi
Jhia
Ate Prema Kalu Ate Khusi Delu
Hrudayare Rakhibaku Jaga Nahi
Pua
Tu Mo Dehara Chhai Mo Dehara Chhai
Tu Mo Dehara Chhai Mo Dehara Chhai
Jhia
Tu Mo Dehara Chhai Mo Dehara Chhai
Tu Mo Dehara Chhai Mo Dehara Chhai
Pua
Premara Prathama Gita Prathama Sangita
Totharu Arambha Puni To thare Samapta
Jhia
Han Swapnara Prathama Ranga Prathama Chamaka
To Tharu Chori Karila Hajare Mahaka
Pua
Tate Bhabuthae Bhabi Soijae
Nida Bhangi Jae Puni Tori Pain
Jhia
Tu Mo Dehara Chhai Mo Dehara Chhai
Tu Mo Dehara Chhai Mo Dehara Chhai
Pua
Tu Mo Dehara Chhai Mo Dehara Chhai
Tu Mo Dehara Chhai Mo Dehara Chhai
Jhia
Jebe Mun Khojili Tate Dekhi Pari Nahi
Jibana Achi Ki Nahi Jani Pari Nahi
Pua
Ho Jebe Mun Pakhare Thare Tate Jae Pai
Lage Ta Akasaku Paruchi Mun Chuin
Jhia
Tate Bujhigali Dhire Bhijigali
Jebe Prema Barasare Delu Gadhei
Pua
Tu Mo Dehara Chhai Mo Dehara Chhai
Tu Mo Dehara Chhai Mo Dehara Chhai
Jhia
Tu Mo Dehara Chhai Mo Dehara Chhai
Tu Mo Dehara Chhai Mo Dehara Chhai





Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00