Table of Contents
Your Astrology Guru Lyrics
ପାଦ ଯେମିତି ହଉ
Tu Thile Pakhare Your Astrology Guru Lyrics In Odia Language
ତୁ ଥିଲେ ପାଖରେ ପାଖରେ ପାଖରେ
ତୁ ଥିଲେ ପାଖରେ ପାଖରେ
ପାଦ ଯେମିତି ହଉ
ବାଟ ସାରା ମହୁ ଖାଲି ମହୁ ହାଏ
ବାଟ ସାରା ମହୁ ଖାଲି ମହୁ
ତୁ ଥିଲେ ସାଥିରେ ସାଥିରେ ସାଥିରେ
ତୁ ଥିଲେ ସାଥିରେ ସାଥିରେ
ରାତି ଯେମିତି ପାହୁ
ସ୍ବପ୍ନ ସାରା ମହୁ ଖାଲି ମହୁ ହାଏ
ସ୍ବପ୍ନ ସାରା ମହୁ ଖାଲି ମହୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ
ପୁଅ
ଯୁଆଡକୁ ଯାଉଚି ତୁ ଖାଲି ବାସୁଚୁ
ଫଗୁଣରୁ ଆସିଚୁ ନା ଶ୍ରାବଣରୁ ଖସିଚୁ
ଝିଅ
ଯୁଆଡକୁ ଚାହୁଁଚି ତୁ ଖାଲି ଦିଶୁଚୁ
ଛାତିରେ ତୁ ଲୁଚିଚୁ ନା ଆଖିରେ ତୁ ଲୁଚିଚୁ
ପୁଅ
ତୁ ଥିଲେ ପାଖରେ ପାଖରେ ପାଖରେ
ତୁ ଥିଲେ ପାଖରେ ପାଖରେ
ସୁର ଯେମିତି ହଉ
ଗୀତ ସାରା ମହୁ ଖାଲି ମହୁ ହାଏ
ଗୀତ ସାରା ମହୁ ଖାଲି ମହୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ
ପୁଅ
ହୋ ଆଜି କାଲି ଆଖି ସପନର ଚଢେଇ
ମିଠା ମିଠା ଗୀତରେ ନିଦ ନିଏ ଉଡେଇ
ଝିଅ
ହାଁ ମତେ ଲାଗେ ମୋ ପାଇଁ କିଏ ହାତ ବଢ଼େଇ
ଜହ୍ନ ଆଣି ଦିଏ ମତେ ଆକାଶରୁ ଛିଡେଇ
ପୁଅ
ତୁ ଥିଲେ ପାଖରେ ପାଖରେ ପାଖରେ
ତୁ ଥିଲେ ପାଖରେ ପାଖରେ
ପଶ୍ନ ଯେମିତି ହଉ
ଉତ୍ତର ତ ମହୁ ଖାଲି ମହୁ ହାଏ
ଉତ୍ତର ତ ମହୁ ଖାଲି ମହୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ
Tu Thile Pakhare Your Astrology Guru Lyrics In Odia Font
Pua
Tu Thile Pakhare Pakhare Pakhare
Tu Thile Pakhare Pakhare
Pada Jemiti Heu
Bata Sara Muhu Khali Mohu
Hae Bata Sara Muhu Khali Mohu
Tu Thile Sathire Sathire Sathire
Tu Thile Sathire Sathire
Rati Jemiti Pahu
Swapna Sara Mohu Khali Mohu Hae
Swapna Sara Mohu Khali Mohu
A Hani I Love You
A Hani I Love You
A Hani I Love You
I Love You
A Hani I Love You
I Love You
Pua
Juadaku Jauchi Tu Khali Basuchu
Fagunaru Asichu Na Srabanaru Khasichu
Jhia
Juadaku Chanhuchi Tu Khali Disuchu
Chhatire Tu Luchichu Na Akhire Tu Luchichu
Pua
Tu Thile Pakhare Pakhare Pakhare
Tu Thile Pakhare Pakhare
Sura Jemiti Hau
Gita Sara Mohu Khali Mohu Hae
Gita Sara Mohu Khali Mohu
A Hani I Love You
A Hani I Love You
A Hani I Love You
I Love You
A Hani I Love You
I Love You
Pua
Ho Aji Kali Akhi Sapanara Chadhei
Mitha Mitha Gitare Nida Nie Udei
Jhia
Han Mate Lage Mo Pain Kia Hata Badhei
Jahna Ani Die Mate Akasaru Chidei
Pua
Tu Thile Pakhare Pakhare Pakhare
Tu Thile Pakhare Pakhare
Prasna Jemiti Hau
Utarata Mohu Khali Mohu Hae
Utarata Mohu Khali Mohu
A Hani I Love You
A Hani I Love You
A Hani I Love You
I Love You
A Hani I Love You
I Love You I Love You
Thank You