Loading...

299 Big Street, Govindpur, India

Open daily 10:00 AM to 10:00 PM

Tu Thile Pakhare Your Astrology Guru Lyrics In Odia Font

Ira Mohanty Udit Narayan

Your Astrology Guru Lyrics

ତୁ ଥିଲେ ପାଖରେ ପାଖରେ
ପାଦ ଯେମିତି ହଉ

Tu Thile Pakhare Your Astrology Guru Lyrics In Odia Language


ପୁଅ
ତୁ ଥିଲେ ପାଖରେ ପାଖରେ ପାଖରେ
ତୁ ଥିଲେ ପାଖରେ ପାଖରେ
ପାଦ ଯେମିତି ହଉ
ବାଟ ସାରା ମହୁ ଖାଲି ମହୁ ହାଏ
ବାଟ ସାରା ମହୁ ଖାଲି ମହୁ
ତୁ ଥିଲେ ସାଥିରେ ସାଥିରେ ସାଥିରେ
ତୁ ଥିଲେ ସାଥିରେ ସାଥିରେ
ରାତି ଯେମିତି ପାହୁ
ସ୍ବପ୍ନ ସାରା ମହୁ ଖାଲି ମହୁ ହାଏ
ସ୍ବପ୍ନ ସାରା ମହୁ ଖାଲି ମହୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ






ପୁଅ
ଯୁଆଡକୁ ଯାଉଚି ତୁ ଖାଲି ବାସୁଚୁ
ଫଗୁଣରୁ ଆସିଚୁ ନା ଶ୍ରାବଣରୁ ଖସିଚୁ
ଝିଅ
ଯୁଆଡକୁ ଚାହୁଁଚି ତୁ ଖାଲି ଦିଶୁଚୁ
ଛାତିରେ ତୁ ଲୁଚିଚୁ ନା ଆଖିରେ ତୁ ଲୁଚିଚୁ
ପୁଅ
ତୁ ଥିଲେ ପାଖରେ ପାଖରେ ପାଖରେ
ତୁ ଥିଲେ ପାଖରେ ପାଖରେ
ସୁର ଯେମିତି ହଉ
ଗୀତ ସାରା ମହୁ ଖାଲି ମହୁ ହାଏ
ଗୀତ ସାରା ମହୁ ଖାଲି ମହୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ








ପୁଅ
ହୋ ଆଜି କାଲି ଆଖି ସପନର ଚଢେଇ
ମିଠା ମିଠା ଗୀତରେ ନିଦ ନିଏ ଉଡେଇ
ଝିଅ
ହାଁ ମତେ ଲାଗେ ମୋ ପାଇଁ କିଏ ହାତ ବଢ଼େଇ
ଜହ୍ନ ଆଣି ଦିଏ ମତେ ଆକାଶରୁ ଛିଡେଇ
ପୁଅ
ତୁ ଥିଲେ ପାଖରେ ପାଖରେ ପାଖରେ
ତୁ ଥିଲେ ପାଖରେ ପାଖରେ
ପଶ୍ନ ଯେମିତି ହଉ
ଉତ୍ତର ତ ମହୁ ଖାଲି ମହୁ ହାଏ
ଉତ୍ତର ତ ମହୁ ଖାଲି ମହୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ
ଏ ହନି ଆଇ ଲଭ ୟୁ
ଆଇ ଲଭ ୟୁ ଆଇ ଲଭ ୟୁ


Tu Thile Pakhare Your Astrology Guru Lyrics In Odia Font



Pua

Tu Thile Pakhare Pakhare Pakhare

Tu Thile Pakhare Pakhare

Pada Jemiti Heu

Bata Sara Muhu Khali Mohu

Hae Bata Sara Muhu Khali Mohu

Tu Thile Sathire Sathire Sathire

Tu Thile Sathire Sathire

Rati Jemiti Pahu

Swapna Sara Mohu Khali Mohu Hae

Swapna Sara Mohu Khali Mohu

A Hani I Love You

A Hani I Love You

A Hani I Love You

I Love You

A Hani I Love You

I Love You

Pua

Juadaku Jauchi Tu Khali Basuchu

Fagunaru Asichu Na Srabanaru Khasichu

Jhia

Juadaku Chanhuchi Tu Khali Disuchu

Chhatire Tu Luchichu Na Akhire Tu Luchichu

Pua

Tu Thile Pakhare Pakhare Pakhare

Tu Thile Pakhare Pakhare

Sura Jemiti Hau

Gita Sara Mohu Khali Mohu Hae

Gita Sara Mohu Khali Mohu

A Hani I Love You

A Hani I Love You

A Hani I Love You

I Love You

A Hani I Love You

I Love You

Pua

Ho Aji Kali Akhi Sapanara Chadhei

Mitha Mitha Gitare Nida Nie Udei

Jhia

Han Mate Lage Mo Pain Kia Hata Badhei

Jahna Ani Die Mate Akasaru Chidei

Pua

Tu Thile Pakhare Pakhare Pakhare

Tu Thile Pakhare Pakhare

Prasna Jemiti Hau

Utarata Mohu Khali Mohu Hae

Utarata Mohu Khali Mohu

A Hani I Love You

A Hani I Love You

A Hani I Love You

I Love You

A Hani I Love You

I Love You I Love You





Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00