Your Astrology Guru Lyrics
ତୁ ତୋ ହାତେ ବିଷ ମତେ ଦେ ପିଆଇ
ମୁ ମୋ ହାତେ ବିଷ ତତେ ଦେବି ପିଆଇ
Tu To Hate Bisa Mate De Piae Your Astrology Guru Lyrics In Odia Language
ତୁ ତୋ ହାତେ ବିଷ ମତେ ଦେ ପିଆଇ
ମୁ ମୋ ହାତେ ବିଷ ତତେ ଦେବି ପିଆଇ
ତୁ ତୋ ହାତେ ବିଷ ମତେ ଦେ ପିଆଇ
ମୁ ମୋ ହାତେ ବିଷ ତତେ ଦେବି ପିଆଇ
ଦୁନିଆ ଛାଡି ଆମେ ଯିବା ପଳେଇ
ଦୁନିଆ ଛାଡି ଆମେ ଯିବା ପଳେଇ ଲୋ
ବର କନିଆ ବେଶ ହୋଇ
ବର କନିଆ ବେଶ ହୋଇ
ତୁ ତୋ ହାତେ ବିଷ ମତେ ଦେ ପିଆଇ
ମୁ ମୋ ହାତେ ବିଷ ତତେ ଦେବି ପିଆଇ
ତୁ ଟୋପି ଟୋପି ଚନ୍ଦନରେ
ବୋହୂଟିଏ ସାଜିଥିବୁ
ତୁ ମୋ ହାତରେ ହାତ ରଖି
ମୋ ପାଖରେ ବସିଥିବୁ
ତୁ ଟୋପି ଟୋପି ଚନ୍ଦନରେ
ବୋହୂଟିଏ ସାଜିଥିବୁ
ତୁ ମୋ ହାତରେ ହାତ ରଖି
ମୋ ପାଖରେ ବସିଥିବୁ
ଲୁହ ଆଞ୍ଜୁଳିରେ ହେବ ଲୁଣ ଚଉଁରି
ରକତରେ ଖେଳିବା ଲୋ ଆମେ କଉଡ଼ି ଲୋ
ବର କନିଆ ବେଶ ହୋଇ
ବର କନିଆ ବେଶ ହୋଇ
ତୁ ତୋ ହାତେ ବିଷ ମତେ ଦେ ପିଆଇ
ମୁ ମୋ ହାତେ ବିଷ ତତେ ଦେବି ପିଆଇ
ମୁ ହାତ କାଟି ରକତରେ
ସିଂନ୍ଥୀ ତୋର ଭରିଦେବି
ମୁ ଶେଷ ଥର ତୋ ହାତରେ
ଶଙ୍ଖା ଚୁଡ଼ି ପିନ୍ଧେଇବି
ମୁ ହାତ କାଟି ରକତରେ
ସିଂନ୍ଥୀ ତୋର ଭରିଦେବି
ମୁ ଶେଷ ଥର ତୋ ହାତରେ
ଶଙ୍ଖା ଚୁଡ଼ି ପିନ୍ଧେଇବି
ଯୁଇର ଶେଯରେ ହେବ ଚଉଠି ରାତି
ଆର ଜନମରେ ପୁଣି ହେବା ଏକାଠି ଲୋ
ବର କନିଆ ବେଶ ହୋଇ
ବର କନିଆ ବେଶ ହୋଇ
ତୁ ତୋ ହାତେ ବିଷ ମତେ ଦେ ପିଆଇ
ମୁ ମୋ ହାତେ ବିଷ ତତେ ଦେବି ପିଆଇ
ତୁ ତୋ ହାତେ ବିଷ ମତେ ଦେ ପିଆଇ
ମୁ ମୋ ହାତେ ବିଷ ତତେ ଦେବି ପିଆଇ
ଦୁନିଆ ଛାଡି ଆମେ ଯିବା ପଳେଇ
ଦୁନିଆ ଛାଡି ଆମେ ଯିବା ପଳେଇ ଲୋ
ବର କନିଆ ବେଶ ହୋଇ
ବର କନିଆ ବେଶ ହୋଇ
ବର କନିଆ ବେଶ ହୋଇ
ବର କନିଆ ବେଶ ହୋଇ
Tu To Hate Bisa Mate De Piae Your Astrology Guru Lyrics In Odia Language
Thank You