Loading...

299 Big Street, Govindpur, India

Open daily 10:00 AM to 10:00 PM

Bolanti Prabhu Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ବୋଲନ୍ତି ପ୍ରଭୁ ଭାବଗ୍ରାହୀ
ଉଦ୍ଧବ ବେଗେ ଚଳ ତୁହି

Bolanti Prabhu Bhabagrahi Your Astrology Guru Lyrics In Odia Language

ବୋଲନ୍ତି ପ୍ରଭୁ ଭାବଗ୍ରାହୀ
ଉଦ୍ଧବ ବେଗେ ଚଳ ତୁହି
ଏବେ ତୁ ଶୀଘ୍ର ଚଳ ଏକା
ଆଶ୍ରମ ନାମେ ବଦରିକା
ସକଳ ତୀର୍ଥ ତୋ ଚରଣେ
ମୁ ବଦ୍ରିକା ଯିବି କି କାରଣେ
ଆଶ୍ରମ ନାମେ ବଦରିକା
ସେ କି ତୋ ଚରଣୁ ଅଧିକା



ସକଳ ତୀର୍ଥ ଶ୍ରୀ ଚରଣେ ତୋର
ବଦ୍ରିକା ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ସକଳ ତୀର୍ଥ ଶ୍ରୀ ଚରଣେ ତୋର
ବଦ୍ରିକା ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ସାତ ଜନମକୁ ପୁଣ୍ୟ ଅରଜିବି
ସାତ ଜନମକୁ ପୁଣ୍ୟ ଅରଜିବି
ତୁଣ୍ଡେ ଧରି ତୋର ନାଆଁଟି
କାଶୀ ଧାମ ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ସକଳ ତୀର୍ଥ ଶ୍ରୀ ଚରଣେ ତୋର
ବଦ୍ରିକା ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ବଦ୍ରିକା ଯିବି କାହିଁକି



ବାଇଶି ପାହାଚେ ଗଡିଗଲେ ଥରେ
ଜୀବନ ହୁଅଇ ଧନ୍ୟ
ତୋ କଳା ବଦନ କଲେ ଦରଶନ
ହୁଅଇ କୋଟିଏ ପୁଣ୍ୟ
ତୋର ହାତ ଟେକା ଦୟା ଟିକେ ପାଇଁ
ତୋର ହାତ ଟେକା ଦୟା ଟିକେ ପାଇଁ
ଆକୁଳେ ମୁ ଚାହିଁ ରହିଛି
ଗଙ୍ଗା ଯିବି ତେବେ କାହିଁକି
ଗୟା ଯିବି ତେବେ କାହିଁକି


କଳ୍ପବଟ ମୂଳେ ଯେଉଁ ଶାନ୍ତି ମିଳେ
ଆଉ ବା ମିଳିବ କାହିଁ
ତୁଣ୍ଡେ ଥିଲେ ତୋର ଭଜନ ଜଣାଣ
ଯମ ଦଣ୍ଡ ନ ମିଳଇ
ତୁହି ରେ କାଳିଆ ମୋ ଆଶା ଭରସା
ତୁହି ରେ କାଳିଆ ମୋ ଆଶା ଭରସା
ତୁହି ଏକା ମୋର ସାହାଟି
ହରଦ୍ୱାର ଯିବି କାହିଁକି
ରାମେଶ୍ୱର ଯିବି କାହିଁକି



ତେତିଶି କୋଟିରେ ତୁହି ବଡ ଦିଅଁ
ତୋ ପରି କିଏ ଅଛି
କୈବଲ୍ୟ ତୋର ସେଇ ମୋ ଅମୃତ
ପାଇଲେ ମିଳେ ମୁକତି
ସେଇ ପରା ମୋର ମତ୍ତ୍ୟ ବୈକୁଣ୍ଠ
ଆହା ସେଇ ପରା ମୋର ମତ୍ତ୍ୟ ବୈକୁଣ୍ଠ
ଶିରି କ୍ଷେତ୍ର ଯାର ନାଆଁଟି
ବାରଣାସୀ ଯିବି କାହିଁକି
ମଥୁରା ଯିବି ମୁଁ କାହିଁକି



ସକଳ ତୀର୍ଥ ଶ୍ରୀ ଚରଣେ ତୋର
ବଦ୍ରିକା ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ସାତ ଜନମକୁ ପୁଣ୍ୟ ଅରଜିବି
ସାତ ଜନମକୁ ପୁଣ୍ୟ ଅରଜିବି
ତୁଣ୍ଡେ ଧରି ତୋର ନାଆଁଟି
କାଶୀ ଧାମ ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ସକଳ ତୀର୍ଥ ଶ୍ରୀ ଚରଣେ ତୋର
ବଦ୍ରିକା ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ବାରଣାସୀ ଯିବି କାହିଁକି
ମଥୁରା ମୁଁ ଯିବି କାହିଁକି
ଦ୍ଵାରକା ମୁଁ ଯିବି କାହିଁକି
ସକଳ ତୀର୍ଥ ଶ୍ରୀ ଚରଣେ ତୋର
ବଦ୍ରିକା ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ବୃନ୍ଦାବନ ଯିବି କାହିଁକି
ସକଳ ତୀର୍ଥ ଶ୍ରୀ ଚରଣେ ତୋର


Bolanti Prabhu Bhabagrahi Odia Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00