Table of Contents
Your Astrology Guru Lyrics
ପଙ୍କରେ ବୁଡ଼ିଛି
Tume Udhariba Boli Mu Your Astrology Guru Lyrics In Odia Language
ପଙ୍କରେ ବୁଡ଼ିଛି
ତୁମେ ସଜାଡ଼ିବ ବୋଲି ମୁଁ
ମୋ ଘର ଭାଙ୍ଗିଛି
ତୁମେ ମୋ ନାଆର ନାଉରିଆ ବୋଲି
ତୁମେ ମୋ ନାଆର ନାଉରିଆ ବୋଲି
ମୁଁ ନିଶ୍ଚିନ୍ତେ ସମୁଦ୍ରେ ଭାସୁଛି
ତୁମେ ଉଦ୍ଧରିବ ବୋଲି ମୁଁ
ପଙ୍କରେ ବୁଡ଼ିଛି
ତୁମେ ସଜାଡ଼ିବ ବୋଲି ମୁଁ
ମୋ ଘର ଭାଙ୍ଗିଛି
କହୁଛନ୍ତି ଜନେ ଜଗତେ
ମୁଁ ବାଟବଣା ହୋଇ ଯାଇଛି
କହୁଛନ୍ତି ଜନେ ଜଗତେ
ମୁଁ ବାଟବଣା ହୋଇ ଯାଇଛି
ସେ କାହୁଁ ଜାଣିବେ ଗୁପତେ
ଏ ହାତ ମୋର କିଏ ଧରିଛି
ତୁମେ ମୋର ହାତ ଧରିଅଛ ବୋଲି
ତୁମେ ମୋର ହାତ ଧରିଅଛ ବୋଲି
ମୁଁ ଖାଲଖମା ଡେଇଁ ଚାଲିଛି
ତୁମେ ଉଦ୍ଧରିବ ବୋଲି ମୁଁ
ପଙ୍କରେ ବୁଡ଼ିଛି
ତୁମେ ସଜାଡ଼ିବ ବୋଲି ମୁଁ
ମୋ ଘର ଭାଙ୍ଗିଛି
ଓ ଯାହା ଲୋଡ଼ା ତାହା ଦେଉଛ
ମୁଁ ମୁହଁ ଖୋଲି କିଆଁ ମାଗିବି
ଯାହା ଲୋଡ଼ା ତାହା ଦେଉଛ
ମୁଁ ମୁହଁ ଖୋଲି କିଆଁ ମାଗିବି
ମାଗିଲେ କହିବେ ମାଗନ୍ତା
ତୁମ ମହତ ସିନା ମୁଁ ସାରିବି
ତୁମ ସାଥେ ମୋର ଏତେ ଭାବ ପ୍ରୀତି
ତୁମ ସାଥେ ମୋର ଏତେ ଭାବ ପ୍ରୀତି
ହୋ ସେ କଥା କିଏ ସେ ବୁଝିଛି
Tume Udhariba Boli Mu Your Astrology Guru Lyrics In Odia Font
Thank You