Table of Contents
Your Astrology Guru Lyrics
ଝିଅଟିଏ ଦେଖିଲି ହାଏ
Ajana Bate Ajana Hate Your Astrology Guru Lyrics In Odia Language
ହେ ହେ ଆହା ହା ହା ଓ ହୋ ଲା ଲା ଲା ଲା
ହୁଁ ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି ହାଏ
ପହିଲି ଦେଖା ମୁରୁକି ହସା
ମନ ଗଲା ଚହଲି
ସେଇ ଅଚିନ୍ହା ଝିଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ହୋ ସେଇ ଅଚିନ୍ହା ଝିଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ମୋରି ପାଇଁ ସେ ଦୁନିଆକୁ ଆସିଚି ବୋଲି
ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି
ହେ ହେ ହୋ ଉଁ….
ହୁଁ ଆଖି ଦେଲା ତାର ନିଦ ଇସାରା
ଇସାରାରେ ଥିଲା କଥା ଅସରା
ହୋ ଆଖି ଦେଲା ତାର ନିଦ ଇସାରା
ଇସାରାରେ ଥିଲା କଥା ଅସରା
ହୋ କିଛି ବୁଝି ହେଲା କିଛି ହେଲାନି
ଅଧା ରହିଗଲା ପ୍ରେମ କାହାଣୀ
ପ୍ରୀତି ଭରା ସେ ଚାହାଣିରେ
ସେଇ ଅକୁହା କାହାଣୀରେ
ପ୍ରୀତି ଭରା ସେ ଚାହାଣିରେ
ସେଇ ଅକୁହା କାହାଣୀରେ
ସବୁ କହି ସେତ କହିଲାନି ନାଆଁଟି ଖାଲି
ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି
ହୁଁ…..ହୋ…..
ହୁଁ ଚାଲିଗଲା ସିଏ ବାଟେ ନିଜର
ରହିଗଲି ବାଟ ଚାହିଁ ତାହାର
ହୋ ଚାଲିଗଲା ସିଏ ବାଟେ ନିଜର
ରହିଗଲି ବାଟ ଚାହିଁ ତାହାର
ହୋ ଖୋଜି ବୁଲେ ତାକୁ ସାରା ସହର
ମିଳୁ ନାହିଁ ତାର କିଛି ଖବର
ସିଏ ତାରା ନା ହୀରାଟିଏ
ସିଏ ଝିଅ ନା ପରିଟିଏ
ହୋ ସିଏ ତାରା ନା ହୀରାଟିଏ
ସିଏ ଝିଅ ନା ପରିଟିଏ
ଦେଖା ହେଲେ ତାକୁ ପଚାରିବି ନାଆଁଟି ଖାଲି
ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି ହାଏ
ପହିଲି ଦେଖା ମୁରୁକି ହସା
ମନ ଗଲା ଚହଲି
ସେଇ ଅଚିନ୍ହା ଝିଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ଓ ସେଇ ଅଚିନ୍ହା ଝିଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ମୋରି ପାଇଁ ସେ ଦୁନିଆକୁ ଆସିଚି ବୋଲି
ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି
ଏ ହେ ଆହା ହା ହା ଓ ହୋ ଲା ଲା ଲା ଲା
ଏ ହେ ଆହା ହା ହା ଓ ହୋ ଲା ଲା ଲା ଲା
Ajana Bate Ajana Hate Your Astrology Guru Lyrics In Odia Font
Thank You