Loading...

299 Big Street, Govindpur, India

Open daily 10:00 AM to 10:00 PM

Janha Tu Aare Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ

Janha Tu Aare Priyaku Bujhare Your Astrology Guru Lyrics In Odia Language

ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ
ହୋ ହୋ ହୋ ହୋ ହୁଁ ହୁଁ ହୁଁ
ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ
ସେତ ଅବୁଝା ବୁଝେନା ମୋତେ
ମିଛେ ସନ୍ଦେହ କରୁଚି ମତେ
ଆଗଭଳି ତାକୁ ମୁଁ ଯେ ଭଲପାଉନି କାଳେ
ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ
ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ



ମୋର ସନ୍ଦେହି ପ୍ରିୟା ବଡ ଫୁଲେଇ
ସବୁ ସୂତାରୁ ଖିଅ କାଢ଼େ ବୁଲେଇ
ହୋ ସେ ଯେ କଥାରୁ ନଥା କରେ ବାହାର
ରଖିଥାଏ ସିଏ ତ କଡା ନଜର
ରାଗ ରୁଷାରେ ଦିନ ତା ଯାଏ
ଭଲ ପାଇବ କେବେ ସେ ହାଏ
ପ୍ରେମ ଗଢ଼ା ତାର ଟିକେ ସୁନା ଟିକେ ଖାଦରେ
ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ
ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ



ଆଗଭଳି ମୁଁ କାଳେ ଚିଠି ଲେଖୁନି
ଦେଖା କରିବା ପାଇଁ ନିତି ଆସୁନି
ହୋ ଏଇ କଥାକୁ ନେଇ ସିଏ ଭାବୁଚି
ମୋର ଭଲ ପାଇବା କମି ଯାଇଚି
କଟି କଟିରେ କଟୁଚି ଦିନ
ଝୁଣ୍ଟା ଝୁଣ୍ଟିରେ ଝୁଂଟୁଚି ମନ
ଏଇ ବୟସ ନସରି ଯାଉ ବୁଝା ବୁଝିରେ
ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ
ହୋ ହୋ ହୋ ହୋ ହୁଁ ହୁଁ ହୁଁ

ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ
ସେତ ଅବୁଝା ବୁଝେନା ମୋତେ
ମିଛେ ସନ୍ଦେହ କରୁଚି ମତେ
ଆଗଭଳି ତାକୁ ମୁଁ ଯେ ଭଲପାଉନି କାଳେ
ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ
ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ
ଜହ୍ନ ତୁ ଆରେ ପ୍ରିୟାକୁ ବୁଝାରେ

Janha Tu Aare Priyaku Bujhare Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00