Loading...

299 Big Street, Govindpur, India

Open daily 10:00 AM to 10:00 PM

Ajana Bate Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି ହାଏ

Ajana Bate Ajana Hate Your Astrology Guru Lyrics In Odia Language

ହେ ହେ ଆହା ହା ହା ଓ ହୋ ଲା ଲା ଲା ଲା
ହେ ହେ ଆହା ହା ହା ଓ ହୋ ଲା ଲା ଲା ଲା


ହୁଁ ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି ହାଏ
ପହିଲି ଦେଖା ମୁରୁକି ହସା
ମନ ଗଲା ଚହଲି
ସେଇ ଅଚିନ୍ହା ଝିଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ହୋ ସେଇ ଅଚିନ୍ହା ଝିଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ମୋରି ପାଇଁ ସେ ଦୁନିଆକୁ ଆସିଚି ବୋଲି
ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି


ହେ ହେ ହୋ ଉଁ….


ହୁଁ ଆଖି ଦେଲା ତାର ନିଦ ଇସାରା
ଇସାରାରେ ଥିଲା କଥା ଅସରା
ହୋ ଆଖି ଦେଲା ତାର ନିଦ ଇସାରା
ଇସାରାରେ ଥିଲା କଥା ଅସରା
ହୋ କିଛି ବୁଝି ହେଲା କିଛି ହେଲାନି
ଅଧା ରହିଗଲା ପ୍ରେମ କାହାଣୀ
ପ୍ରୀତି ଭରା ସେ ଚାହାଣିରେ
ସେଇ ଅକୁହା କାହାଣୀରେ
ପ୍ରୀତି ଭରା ସେ ଚାହାଣିରେ
ସେଇ ଅକୁହା କାହାଣୀରେ
ସବୁ କହି ସେତ କହିଲାନି ନାଆଁଟି ଖାଲି
ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି


ହୁଁ…..ହୋ…..

ହୁଁ ଚାଲିଗଲା ସିଏ ବାଟେ ନିଜର
ରହିଗଲି ବାଟ ଚାହିଁ ତାହାର
ହୋ ଚାଲିଗଲା ସିଏ ବାଟେ ନିଜର
ରହିଗଲି ବାଟ ଚାହିଁ ତାହାର
ହୋ ଖୋଜି ବୁଲେ ତାକୁ ସାରା ସହର
ମିଳୁ ନାହିଁ ତାର କିଛି ଖବର
ସିଏ ତାରା ନା ହୀରାଟିଏ
ସିଏ ଝିଅ ନା ପରିଟିଏ
ହୋ ସିଏ ତାରା ନା ହୀରାଟିଏ
ସିଏ ଝିଅ ନା ପରିଟିଏ
ଦେଖା ହେଲେ ତାକୁ ପଚାରିବି ନାଆଁଟି ଖାଲି
ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି ହାଏ

ପହିଲି ଦେଖା ମୁରୁକି ହସା
ମନ ଗଲା ଚହଲି
ସେଇ ଅଚିନ୍ହା ଝିଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ଓ ସେଇ ଅଚିନ୍ହା ଝିଅଟିକୁ
ସତେ ଲାଗିଲା ଦେଖୁ ଦେଖୁ
ମୋରି ପାଇଁ ସେ ଦୁନିଆକୁ ଆସିଚି ବୋଲି
ଅଜଣା ବାଟେ ଅଜଣା ହାଟେ
ଝିଅଟିଏ ଦେଖିଲି

ଏ ହେ ଆହା ହା ହା ଓ ହୋ ଲା ଲା ଲା ଲା
ଏ ହେ ଆହା ହା ହା ଓ ହୋ ଲା ଲା ଲା ଲା


Ajana Bate Ajana Hate Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00