Table of Contents
Your Astrology Guru Lyrics
ନା ମୁଁ ତତେ କେବେ ଚିଠି ଦେଇଚି
Na Mu Tate Kebe Your Astrology Guru Lyrics In Odia Language
ନା ମୁଁ କେବେ ମନ ଖୋଲି କହିଚି
ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି
ମନେ ମନେ ତତେ ମୁ….
ମନେ ମନେ ତତେ ମୁ ଭଲ ପାଇଁ ବସିଚି
ମନେ ମନେ ହସୁଚି ମନେ ମନେ କାନ୍ଦୁଚି
ମନେ ମନେ ହସୁଚିମନେ ମନେ କାନ୍ଦୁଚି
ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି
ଭାବେ କେବେ କେବେ କହି ଦେବି ଖୋଲି
ଦେଖା ହେଲେ ଏଇ ଥର
ମନ କଥା ମୋର ଓଠ ପାଖୁ ଆସି
ଫେରି ଯାଏ ସବୁ ଥର
ରାତି ହେଲେ ବେଶି ଚିଠି ଲେଖେ ବସି
ଲେଖୁ ଥାଏ ଗୀତ ମୋର
ଜାଣି ପାରେ ନାହିଁ ରାତି ଯାଏ ପାହି
ସରେ ନାହିଁ ଲେଖା ମୋର
ଦିନ ରାତି ତୋ କଥା….
ଦିନ ରାତି ତୋ କଥା ସବୁ ବେଳେ ଭାବୁଚି
ମନେ ମନେ ଖୋଜୁଚି ମନେ ମନେ ଝୁରୁଚି
ମନେ ମନେ ଖୋଜୁଚି ମନେ ମନେ ଝୁରୁଚି
ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି
କହି ପାରୁ ନାହିଁ ଲେଖି ପାରୁ ନାହିଁ
କେତେ ଭଲ ପାଏ ତତେ
ଏତିକି ଜାଣିଚି ପାରୁ ନାହିଁ ବଞ୍ଚି
ଭୁଲି ପାରିବିନି ତତେ
ଶୋଇ ପାରୁ ନାହିଁ ଚାହିଁ ପାରୁ ନାହିଁ
ଛଟ ପଟ ହୁଏ ମନ
ନ ଦେଖିଲେ ତତେ ପ୍ରାଣ ଛାଡି ଯାଏ
ବିତି ଗଲେ ଗୋଟେ ଦିନ
ଛାତି ତଳେ ମନରେ….
ଛାତି ତଳେ ମନରେ ନିଆଁ ଲାଗି ଯାଇଚି
ମନେ ମନେ ଜଳୁଚି ମନେ ମନେ କାନ୍ଦୁଚି
ମନେ ମନେ ଖୋଜୁଚି ମନେ ମନେ ଝୁରୁଚି
ମନେ ମନେ ଜଳୁଚି ମନେ ମନେ ସହୁଚୁ
Na Mu Tate Kebe Chithi Deichi Your Astrology Guru Lyrics In Odia Font
Na Mun Tate Kebe Chithi Deichi
Na Mun Kebe Mana Kholi Kahichi
Na Mun Tate Kebe Chithi Deichi
Na Mun Kebe Mana Kholi Kahichi
Mane Mane Tate Mu…
Mane Mane Tate Mu Bhala Pai Basichi
Mane Mane Hasuchi
Mane Mane Kanduchi
Mane Mane Hasuchi
Mane Mane Kanduchi
Na Mu Tate Kebe Chithi Deichi
Na Mu Kebe Mana Kholi Kahichi
Bhabe Kebe Kebe Kahidebi Kholi Dekhahele Ae Thara
Mana Katha Mora Otha Pakhu Asi Pheri Jae Sabu Thara
Rati Hele Besi Chithi Lekhe Basi
Lekhuthae Gita Mora
Jani Pare Nahi Rati jae pahi
Sare Nahi Lekha Mora
Dina Rati To katha..
Dina Rati To katha Sabu Bele Bhabuchi
Mane Mane Khojuchhi
Mane Mane Jhuruchi
Mane Mane Khojuchi
Mane Mane Jhuruchi
Na Mun Tate Kebe Chithi Deichhi
Na Mun Kebe Mana Kholi Kahichi
Kahi Paru Nahi Lekhi Paru Nahi
Kete Bhala Pae Tate
Etiki Janichi Paru Nahi Banchi
Bhuli Paribini Tate
Soi Paru Nahi Chahin Paru Nahi Chhatapata Hue Mana
Nadekhile Tate Prana Chaddi Jae Biti Gale Gote Dina
Chhati Tale Manare…
Chhati Tale Manare Nian Lagi Jaechi
Mane Mane Jaluchi
Mane Mane Kanduchi
Mane Mane Khojuchi
Mane Mane Jhuruchi
Mane Mane Jaluchi
Mane Mane Sahuchi
Thank You