Loading...

299 Big Street, Govindpur, India

Open daily 10:00 AM to 10:00 PM

Luha Tope Jharigale Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ଲୁହ ଟୋପେ ଝରି ଗଲେ
ତୋ ଆଖିରେ

Luha Tope Jharigale To Akhire Your Astrology Guru Lyrics In Odia Language

ପୁଅ
ହୋ ହୋ ହୋ ହୋ
ଲୁହ ଟୋପେ ଝରି ଗଲେ
ତୋ ଆଖିରେ ତୋ ଆଖିରେ
ଅଦିନରେ ମେଘ ଝରେ
ମୋ ଛାତିରେ ମୋ ଛାତିରେ
ମୋ ସୁନା ଭଉଣୀ ଡରି ତୁ ଯିବୁନି
ମୋ ସୁନା ଭଉଣୀ ଡରି ତୁ ଯିବୁନି
ଭାଇ ତୋର ଛାଇ ଭଳି ଅଛି ପାଖରେ
ହୋ ହୋ ହୋ ହୋ



ହୋ ହୋ ହୋ ହୋ
ତୁ ଜଦି ମାଗିବୁ ମତେ ସରଗ ଚାନ୍ଦ
ତୋ ପାଇଁ ମୁଁ ଆକାଶରେ ରଖିବି ପାଦ
ତୁ ଜଦି ମାଗିବୁ ମତେ ସରଗ ଚାନ୍ଦ
ତୋ ପାଇଁ ମୁଁ ଆକାଶରେ ରଖିବି ପାଦ
ହସ ଟିକେ ଦେଖିବାକୁ ମୁହଁରେ ତୋର
ପହଁରିବି ସାତ ନଇ ତେର ସମୁଦ୍ର
ମୋ ସୁନା ଭଉଣୀ ମୁହଁ ତୁ ଶୁଖାନି
ମୋ ସୁନା ଭଉଣୀ ମୁହଁ ତୁ ଶୁଖାନି
ମୋ ଜୀବନ ହସେ ପରା ତୋ ହସରେ
ହୋ ହୋ ହୋ ହୋ



ହୋ ହୋ ହୋ ହୋ
ମୁଁ ଥିଲେ ଦୁଃଖ ତତେ ଛୁଇଁବ ନାହିଁ
ତୋ ବାଟରେ ଖୁସି ଯେତେ ଦେବି ବିଛେଇ
ମୁଁ ଥିଲେ ଦୁଃଖ ତତେ ଛୁଇଁବ ନାହିଁ
ତୋ ବାଟରେ ଖୁସି ଯେତେ ଦେବି ବିଛେଇ
ଆସୁ ଯେତେ ବାଧା ଆସୁ ଅନ୍ଧାର ରାତି
ତୋ ପାଇଁ ମୁଁ ଝଡ ଆଗେ ପାତିବି ଛାତି
ମୋ ସୁନା ଭଉଣୀ ହାରି ତୁ ଯିବୁନି
ମୋ ସୁନା ଭଉଣୀ ହାରି ତୁ ଯିବୁନି
ଜିତିବୁ ତୁ ନାଚିବୁ ତୁ ନୂଆ ଛନ୍ଦରେ
ହୋ ହୋ ହୁଁ ହୁଁ
ହେ ହେ ହେ ହୋ ହୋ


Luha Tope Jharigale To Akhire Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00