Loading...

299 Big Street, Govindpur, India

Open daily 10:00 AM to 10:00 PM

Na Mu Tate Kebe Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ନା ମୁଁ ତତେ କେବେ ଚିଠି ଦେଇଚି

Na Mu Tate Kebe Your Astrology Guru Lyrics In Odia Language


ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି
ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି
ମନେ ମନେ ତତେ ମୁ….
ମନେ ମନେ ତତେ ମୁ ଭଲ ପାଇଁ ବସିଚି
ମନେ ମନେ ହସୁଚି ମନେ ମନେ କାନ୍ଦୁଚି
ମନେ ମନେ ହସୁଚିମନେ ମନେ କାନ୍ଦୁଚି
ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି






ଭାବେ କେବେ କେବେ କହି ଦେବି ଖୋଲି
ଦେଖା ହେଲେ ଏଇ ଥର
ମନ କଥା ମୋର ଓଠ ପାଖୁ ଆସି
ଫେରି ଯାଏ ସବୁ ଥର
ରାତି ହେଲେ ବେଶି ଚିଠି ଲେଖେ ବସି
ଲେଖୁ ଥାଏ ଗୀତ ମୋର
ଜାଣି ପାରେ ନାହିଁ ରାତି ଯାଏ ପାହି
ସରେ ନାହିଁ ଲେଖା ମୋର
ଦିନ ରାତି ତୋ କଥା….
ଦିନ ରାତି ତୋ କଥା ସବୁ ବେଳେ ଭାବୁଚି
ମନେ ମନେ ଖୋଜୁଚି ମନେ ମନେ ଝୁରୁଚି
ମନେ ମନେ ଖୋଜୁଚି ମନେ ମନେ ଝୁରୁଚି
ନା ମୁଁ ତତେ କେବେ ଚିଠି ଦେଇଚି
ନା ମୁଁ କେବେ ମନ ଖୋଲି କହିଚି







କହି ପାରୁ ନାହିଁ ଲେଖି ପାରୁ ନାହିଁ
କେତେ ଭଲ ପାଏ ତତେ
ଏତିକି ଜାଣିଚି ପାରୁ ନାହିଁ ବଞ୍ଚି
ଭୁଲି ପାରିବିନି ତତେ
ଶୋଇ ପାରୁ ନାହିଁ ଚାହିଁ ପାରୁ ନାହିଁ
ଛଟ ପଟ ହୁଏ ମନ
ନ ଦେଖିଲେ ତତେ ପ୍ରାଣ ଛାଡି ଯାଏ
ବିତି ଗଲେ ଗୋଟେ ଦିନ
ଛାତି ତଳେ ମନରେ….
ଛାତି ତଳେ ମନରେ ନିଆଁ ଲାଗି ଯାଇଚି
ମନେ ମନେ ଜଳୁଚି ମନେ ମନେ କାନ୍ଦୁଚି
ମନେ ମନେ ଖୋଜୁଚି ମନେ ମନେ ଝୁରୁଚି
ମନେ ମନେ ଜଳୁଚି ମନେ ମନେ ସହୁଚୁ


Na Mu Tate Kebe Chithi Deichi Your Astrology Guru Lyrics In Odia Font


Na Mun Tate Kebe Chithi Deichi

Na Mun Kebe Mana Kholi Kahichi

Na Mun Tate Kebe Chithi Deichi

Na Mun Kebe Mana Kholi Kahichi

Mane Mane Tate Mu…

Mane Mane Tate Mu Bhala Pai Basichi

Mane Mane Hasuchi

Mane Mane Kanduchi

Mane Mane Hasuchi

Mane Mane Kanduchi

Na Mu Tate Kebe Chithi Deichi

Na Mu Kebe Mana Kholi Kahichi

Bhabe Kebe Kebe Kahidebi Kholi Dekhahele Ae Thara

Mana Katha Mora Otha Pakhu Asi Pheri Jae Sabu Thara

Rati Hele Besi Chithi Lekhe Basi

Lekhuthae Gita Mora

Jani Pare Nahi Rati jae pahi

Sare Nahi Lekha Mora

Dina Rati To katha..

Dina Rati To katha Sabu Bele Bhabuchi

Mane Mane Khojuchhi

Mane Mane Jhuruchi

Mane Mane Khojuchi

Mane Mane Jhuruchi

Na Mun Tate Kebe Chithi Deichhi

Na Mun Kebe Mana Kholi Kahichi

Kahi Paru Nahi Lekhi Paru Nahi

Kete Bhala Pae Tate

Etiki Janichi Paru Nahi Banchi

Bhuli Paribini Tate

Soi Paru Nahi Chahin Paru Nahi Chhatapata Hue Mana

Nadekhile Tate Prana Chaddi Jae Biti Gale Gote Dina

Chhati Tale Manare…

Chhati Tale Manare Nian Lagi Jaechi

Mane Mane Jaluchi

Mane Mane Kanduchi

Mane Mane Khojuchi

Mane Mane Jhuruchi

Mane Mane Jaluchi

Mane Mane Sahuchi



Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00