Table of Contents
Your Astrology Guru Lyrics
ଜଗତ ମୂଳେ ଜଗନ୍ନାଥ
Re Mana Niranjan Your Astrology Guru Lyrics In Odia Language
ଜଗତ ମୂଳେ ଜଗନ୍ନାଥ
ଜଗନ୍ନାଥ ଯେ ପରଂବ୍ରହ୍ମ
ଦର୍ଶନ କର ମୃଢ ମନ
ରେ ମନ ନିରଞ୍ଜନ
ରେ ମନ ନିରଞ୍ଜନ
ରେ ମନ ନିରଞ୍ଜନ ରେ ମନ ନିରଞ୍ଜନ
ସାର୍ଥକ ହୋଇବ ଏଇ ଦୁର୍ଲଭ ଜୀବନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
ରେ ମନ ନିରଞ୍ଜନ ରେ ମନ ନିରଞ୍ଜନ
ସାର୍ଥକ ହୋଇବ ଏଇ ଦୁର୍ଲଭ ଜୀବନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
ଅମୃତର ପୁତ୍ର ହୋଇ
ବିଷ ପିଇ ବଞ୍ଚିବାରେ ମାନେ ନାହିଁ
କିଛି ମାନେ ନାହିଁ
ପ୍ରଭୁ ଦରଶନ ବିନା
ଦୁନିଆକୁ ଦେଖିବାରେ ମାନେ ନାହିଁ
କିଛି ମାନେ ନାହିଁ
ରେ ମନ ନିରଞ୍ଜନ
ରେ ମନ ନିରଞ୍ଜନ ରେ ମନ ନିରଞ୍ଜନ
ମର୍ତ୍ୟରୁ ଯିବାକୁ ହେଲେ ଅମର୍ତ୍ୟ ଭବନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
ଆଖି ଥାଇ ଅନ୍ଧ ହୋଇ
କାହାରିକୁ ଦୋଷ ଦେଇ ଲାଭ ନାହିଁ
କିଛି ଲାଭ ନାହିଁ
ଧର୍ମ କର୍ମ ଭୁଲି ଯାଇ
କପାଳକୁ ନିନ୍ଦା ଦେଇ ଲାଭ ନାହିଁ
କିଛି ଲାଭ ନାହିଁ
ରେ ମନ ନିରଞ୍ଜନ
ରେ ମନ ନିରଞ୍ଜନ
ଅସତ୍ୟ ନକରି କଲେ ସତ୍ୟର ସନ୍ଧାନ
ଅସତ୍ୟ ନକରି କଲେ ସତ୍ୟର ସନ୍ଧାନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
ରେ ମନ ନିରଞ୍ଜନ ରେ ମନ ନିରଞ୍ଜନ
ସାର୍ଥକ ହୋଇବ ଏଇ ଦୁର୍ଲଭ ଜୀବନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
Re Mana Niranjan Your Astrology Guru Lyrics In English Font
Manara Mule A Jagata
Jagata Mule Jaganatha
Jaganatha Je Parambramha
Darsana Kara Mudha Mana
Re Mana Niranjana
Re Mana Niranjana
Re Mana Niranjana Re Mana Niranjana
Sarthaka Hoiba Ae Durlabha Jibana
Kara Prabhu Darsana Kara Prabhu Darsana
Kara Prabhu Darsana
Kara Prabhu Darsana
Re Mana Niranjana Re Mana Niranjana
Sarthaka Hoiba Ae Durlabha Jibana
Kara Prabhu Darsana Kara Prabhu Darsana
Kara Prabhu Darsana
Kara Prabhu Darsana
Ambrutara Putra Hoi
Bisa Pie Banchibare Mane Nahi
Kichhi Mane Nahi
Prabhu Darasana Bina
Duniaku Dekhibare Mane Nahi
Kichhi Mane Nahi
Re Mana Niranjana Re Mana Niranjana Re Mana Niranjana
Martyaru Jibaku Hele Amartya Bhabana
Kara Prabhu Darsana Kara Prabhu Darsana
Kara Prabhu Darsana
Kara Prabhu Darsana
Akhi Thai Andha Hoi
Kahariku Dosa Dei Labha Nahi
Kichhi Labha Nahi
Re Mana Niranjana
Re Mana Niranjana
Asatya Nakari Kale Satya Ra Sandhana
Asatya Nakari Kale Satya Ra Sandhana
Kara Prabhu Darsana Kara Prabhu Darsana
Kara Prabhu Darsana
Kara Prabhu Darsana
Re Mana Niranjana Re Mana Niranjana
Sarthaka Hoiba Ae Durlabha Jibana
Kara Prabhu Darsana Kara Prabhu Darsana
Kara Prabhu Darsana
Kara Prabhu Darsana
Kara Prabhu Darsana
Kara Prabhu Darsana
Thank You