Loading...

299 Big Street, Govindpur, India

Open daily 10:00 AM to 10:00 PM

Re Mana Niranjan Your Astrology Guru Lyrics In Odia Font

Subas Dash

Your Astrology Guru Lyrics

ମନର ମୂଳେ ଏ ଜଗତ
ଜଗତ ମୂଳେ ଜଗନ୍ନାଥ

Re Mana Niranjan Your Astrology Guru Lyrics In Odia Language


ମନର ମୂଳେ ଏ ଜଗତ
ଜଗତ ମୂଳେ ଜଗନ୍ନାଥ
ଜଗନ୍ନାଥ ଯେ ପରଂବ୍ରହ୍ମ
ଦର୍ଶନ କର ମୃଢ ମନ
ରେ ମନ ନିରଞ୍ଜନ
ରେ ମନ ନିରଞ୍ଜନ
ରେ ମନ ନିରଞ୍ଜନ ରେ ମନ ନିରଞ୍ଜନ
ସାର୍ଥକ ହୋଇବ ଏଇ ଦୁର୍ଲଭ ଜୀବନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
ରେ ମନ ନିରଞ୍ଜନ ରେ ମନ ନିରଞ୍ଜନ
ସାର୍ଥକ ହୋଇବ ଏଇ ଦୁର୍ଲଭ ଜୀବନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ




ଅମୃତର ପୁତ୍ର ହୋଇ
ବିଷ ପିଇ ବଞ୍ଚିବାରେ ମାନେ ନାହିଁ
କିଛି ମାନେ ନାହିଁ
ପ୍ରଭୁ ଦରଶନ ବିନା
ଦୁନିଆକୁ ଦେଖିବାରେ ମାନେ ନାହିଁ
କିଛି ମାନେ ନାହିଁ
ରେ ମନ ନିରଞ୍ଜନ
ରେ ମନ ନିରଞ୍ଜନ ରେ ମନ ନିରଞ୍ଜନ
ମର୍ତ୍ୟରୁ ଯିବାକୁ ହେଲେ ଅମର୍ତ୍ୟ ଭବନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ






ଆଖି ଥାଇ ଅନ୍ଧ ହୋଇ
କାହାରିକୁ ଦୋଷ ଦେଇ ଲାଭ ନାହିଁ
କିଛି ଲାଭ ନାହିଁ
ଧର୍ମ କର୍ମ ଭୁଲି ଯାଇ
କପାଳକୁ ନିନ୍ଦା ଦେଇ ଲାଭ ନାହିଁ
କିଛି ଲାଭ ନାହିଁ
ରେ ମନ ନିରଞ୍ଜନ
ରେ ମନ ନିରଞ୍ଜନ
ଅସତ୍ୟ ନକରି କଲେ ସତ୍ୟର ସନ୍ଧାନ
ଅସତ୍ୟ ନକରି କଲେ ସତ୍ୟର ସନ୍ଧାନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
ରେ ମନ ନିରଞ୍ଜନ ରେ ମନ ନିରଞ୍ଜନ
ସାର୍ଥକ ହୋଇବ ଏଇ ଦୁର୍ଲଭ ଜୀବନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ
କର ପ୍ରଭୁ ଦର୍ଶନ କର ପ୍ରଭୁ ଦର୍ଶନ

Re Mana Niranjan Your Astrology Guru Lyrics In English Font


Manara Mule A Jagata

Jagata Mule Jaganatha

Jaganatha Je Parambramha

Darsana Kara Mudha Mana

Re Mana Niranjana

Re Mana Niranjana

Re Mana Niranjana Re Mana Niranjana

Sarthaka Hoiba Ae Durlabha Jibana

Kara Prabhu Darsana Kara Prabhu Darsana

Kara Prabhu Darsana

Kara Prabhu Darsana

Re Mana Niranjana Re Mana Niranjana

Sarthaka Hoiba Ae Durlabha Jibana

Kara Prabhu Darsana Kara Prabhu Darsana

Kara Prabhu Darsana

Kara Prabhu Darsana

Ambrutara Putra Hoi

Bisa Pie Banchibare Mane Nahi

Kichhi Mane Nahi

Prabhu Darasana Bina

Duniaku Dekhibare Mane Nahi

Kichhi Mane Nahi

Re Mana Niranjana Re Mana Niranjana Re Mana Niranjana

Martyaru Jibaku Hele Amartya Bhabana

Kara Prabhu Darsana Kara Prabhu Darsana

Kara Prabhu Darsana

Kara Prabhu Darsana

Akhi Thai Andha Hoi

Kahariku Dosa Dei Labha Nahi

Kichhi Labha Nahi

Re Mana Niranjana

Re Mana Niranjana

Asatya Nakari Kale Satya Ra Sandhana

Asatya Nakari Kale Satya Ra Sandhana

Kara Prabhu Darsana Kara Prabhu Darsana

Kara Prabhu Darsana

Kara Prabhu Darsana

Re Mana Niranjana Re Mana Niranjana

Sarthaka Hoiba Ae Durlabha Jibana

Kara Prabhu Darsana Kara Prabhu Darsana

Kara Prabhu Darsana

Kara Prabhu Darsana

Kara Prabhu Darsana

Kara Prabhu Darsana






Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00