Loading...

299 Big Street, Govindpur, India

Open daily 10:00 AM to 10:00 PM

Tuma Bina Jagannatha Your Astrology Guru Lyrics In Odia Font

Subas Dash

Your Astrology Guru Lyrics

ତୁମ ବିନା ଜଗନ୍ନାଥ
କିଛି ଆଉ ନାହିଁ ବୋଲି

Tuma Bina Jagannatha Your Astrology Guru Lyrics In Odia Language


ତୁମ ବିନା ଜଗନ୍ନାଥ
କିଛି ଆଉ ନାହିଁ ବୋଲି
ବିକଳ୍ପ ବ୍ୟବସ୍ଥା ଏତେ ଏତେ ଦୁଃଖ ପରେ
ବାଧ୍ୟ ହୋଇ ତୁମଠାରେ
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ତୁମ ବିନା ଜଗନ୍ନାଥ
କିଛି ଆଉ ନାହିଁ ବୋଲି
ବିକଳ୍ପ ବ୍ୟବସ୍ଥା ଏତେ ଏତେ ଦୁଃଖ ପରେ
ବାଧ୍ୟ ହୋଇ ତୁମଠାରେ
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ତୁମ ବିନା ଜଗନ୍ନାଥ ହୋ….





ପୁଣ୍ୟ ବଳେ ତୁମକୁ ମୁଁ ନ ପାଇଲେ ଜଗନ୍ନାଥ
ଚେଷ୍ଟା କରି ମହା ପାପି ହେବି
ହିରଣ୍ୟ କଶ୍ୟପ ପରି ତୁମ ହାତେ ଗଲେ ମରି
ସହଜରେ ମୋକ୍ଷ ହୋଇଯିବି
ପୁଣ୍ୟ ବଳେ ତୁମକୁ ମୁଁ ନ ପାଇଲେ ଜଗନ୍ନାଥ
ଚେଷ୍ଟା କରି ମହା ପାପି ହେବି
ହିରଣ୍ୟ କଶ୍ୟପ ପରି ତୁମ ହାତେ ଗଲେ ମରି
ସହଜରେ ମୋକ୍ଷ ହୋଇଯିବି
ଏଇ ମୋର ଶେଷ କଥା ଏଇ ଶେଷ ରାସ୍ତା
ଏଇ ମୋର ଶେଷ କଥା ଏଇ ଶେଷ ରାସ୍ତା
ଏଇ ଶେଷ ରାସ୍ତା
ତୁମ ବିନା ଜଗନ୍ନାଥ ହୋ….






ପାପ ପୁଣ୍ୟ ଦୂରେ ଥାଉ
ତୁମ ଠାରେ ମହା ବାହୁ
ଅଛି ମୋର ପୂର୍ଣ୍ଣ ଅଧିକାର
ସେଥିରୁ ବଞ୍ଚିତ ହେଲେ
ଛାଡ଼ିତ ନଦେବି ଭଲେ
ବେଳ ଥାଉ କର ପ୍ରତିକାର
ପାପ ପୁଣ୍ୟ ଦୂରେ ଥାଉ
ତୁମ ଠାରେ ମହା ବାହୁ
ଅଛି ମୋର ପୂର୍ଣ୍ଣ ଅଧିକାର
ସେଥିରୁ ବଞ୍ଚିତ ହେଲେ
ଛାଡ଼ିତ ନଦେବି ଭଲେ
ବେଳ ଥାଉ କର ପ୍ରତିକାର
ହାତ ଯୋଡି କହୁଛି ମୁଁ ଦେଖ ମୋ ଅବସ୍ଥା
ହାତ ଯୋଡି କହୁଛି ମୁଁ ଦେଖ ମୋ ଅବସ୍ଥା
ଦେଖ ମୋ ଅବସ୍ଥା

ତୁମ ବିନା ଜଗନ୍ନାଥ
କିଛି ଆଉ ନାହିଁ ବୋଲି
ବିକଳ୍ପ ବ୍ୟବସ୍ଥା ଏତେ ଏତେ ଦୁଃଖ ପରେ
ବାଧ୍ୟ ହୋଇ ତୁମଠାରେ
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ତୁମ ବିନା ଜଗନ୍ନାଥ
କିଛି ଆଉ ନାହିଁ ବୋଲି
ବିକଳ୍ପ ବ୍ୟବସ୍ଥା ଏତେ ଏତେ ଦୁଃଖ ପରେ
ବାଧ୍ୟ ହୋଇ ତୁମଠାରେ
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା
ରଖିଛି ମୁଁ ଆସ୍ଥା ରଖିଛି ମୁଁ ଆସ୍ଥା


Tuma Bina Jagannatha Your Astrology Guru Lyrics In English Font


Tuma Bina Jagannatha

Kichhi Au Nahi Boli

Bikalpa Byabasta Ate Ate Dukha Pare

Badhya Hoi Tuma Thare

Rakhichhi Mu Asta

Tuma Bina Jagannatha

Kichhi Au Nahi Boli

Bikalpa Byabasta Ate Ate Dukha Pare

Badhya Hoi Tuma Thare

Rakhichhi Mu Asta

Rakhichhi Mu Asta

Rakhichhi Mu Asta

Rakhichhi Mu Asta

Tuma Bina Jagannatha Ho

Punya Bale Tumaku Mu Na Paile Jagannatha

Chesta Kari Maha Papi Hebi

Hiranya Kasyapa Pari Tuma Hate Gale Mari

Sahajare Mokhya Hoi Jibi

Punya Bale Tumaku Mu Na Paile Jagannatha

Chesta Kari Maha Papi Hebi

Hiranya Kasyapa Pari Tuma Hate Gale Mari

Sahajare Mokhya Hoi Jibi

Ae Mora Sesa Katha Ae Sesa Rasta

Ae Mora Sesa Katha Ae Sesa Rasta

Ae Sesa Rasta

Tuma Bina Jagannatha Ho

Papa Punya Dure Thau

Tuma Thare Maha Bahu

Achi Mora Punya Adhikara

Sethiru Banchita Hele

Chhadita Nadebi Bhale

Bela Thau Kara Pratikara

Papa Punya Dure Thau

Tuma Thare Maha Bahu

Achi Mora Punya Adhikara

Sethiru Banchita Hele

Chhadita Nadebi Bhale

Bela Thau Kara Pratikara

Hata Jodi Kahuchhi Mu Dekha Mo Abasta

Hata Jodi Kahuchhi Mu Dekha Mo Abasta

Dekha Mo Abasta

Tuma Bina Jagannatha

Kichhi Au Nahi Boli

Bikalpa Byabasta Ate Ate Dukha Pare

Badhya Hoi Tuma Thare

Rakhichhi Mu Asta

Rakhichhi Mu Asta

Tuma Bina Jagannatha

Kichhi Au Nahi Boli

Bikalpa Byabasta Ate Ate Dukha Pare

Badhya Hoi Tuma Thare

Rakhichhi Mu Asta

Rakhichhi Mu Asta

Rakhichhi Mu Asta

Rakhichhi Mu Asta

Rakhichhi Mu Asta

Rakhichhi Mu Asta





Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00