Table of Contents
Your Astrology Guru Lyrics
ତୁମରି ବିନା ପ୍ରଭୁ ତୁମରି ବିନା
Lagena Lagena Bhala Your Astrology Guru Lyrics In Odia Language
ତୁମରି ବିନା ପ୍ରଭୁ ତୁମରି ବିନା
ଲାଗେନା ଲାଗେନା ଭଲ
ତୁମରି ବିନା ପ୍ରଭୁ ତୁମରି ବିନା
ଲାଗେନା ଲାଗେନା ଭଲ
ତୁମରି ବିନା ପ୍ରଭୁ ତୁମରି ବିନା
ଏତେ ଆଲୋଡନ ଏତେ ଆକର୍ଷଣ
ଏତେ ଆଲୋଡନ ଏତେ ଆକର୍ଷଣ
ହେଲେ କାରଣ ମୁଁ ଜାଣେନା
ଲାଗେନା ଲାଗେନା ଭଲ
ତୁମରି ବିନା ପ୍ରଭୁ ତୁମରି ବିନା
ତୁମକୁ ଦେଖିଲା ପରେ ଦେଖିଲା ପରେ
ତୁମକୁ ଦେଖିଲା ପରେ
ତୁମକୁ ଦେଖିଲା ପରେ
ମୁଁ ହଜିଯାଏ ପ୍ରଭୁ ତୁମରି ଭିତରେ
ତୁମକୁ ଦେଖିଲା ପରେ
ମୁଁ ହଜିଯାଏ ପ୍ରଭୁ ତୁମରି ଭିତରେ
ତୁମେ ସାର୍ବଭୋମ୍ୟ ମୁଁ ସର୍ବନିମ୍ନ
ତୁମେ ସାର୍ବଭୋମ୍ୟ ମୁଁ ସର୍ବନିମ୍ନ
ହେଲେ ଏ କଥା ମୁଁ ବୁଝେନା
ଲାଗେନା ଲାଗେନା ଭଲ
ତୁମରି ବିନା ପ୍ରଭୁ ତୁମରି ବିନା
ଜନମ ଜନମ ସାଥି
ମୁଁ ଭାବି ବସେ ପ୍ରଭୁ ତୁମକୁ ଯେମିତି
ଜନମ ଜନମ ସାଥି
ମୁଁ ଭାବି ବସେ ପ୍ରଭୁ ତୁମକୁ ଯେମିତି
ଭାବ ପ୍ରବଣରେ ମୁଁ ଭୁଲ କରେ
ଭାବ ପ୍ରବଣରେ ମୁଁ ଭୁଲ କରେ
ତୁମେ ଦେବତା ମୁଁ ବୁଝେନା
ଲାଗେନା ଲାଗେନା ଭଲ
ତୁମରି ବିନା ପ୍ରଭୁ ତୁମରି ବିନା
ଲାଗେନା ଲାଗେନା ଭଲ
ତୁମରି ବିନା ପ୍ରଭୁ ତୁମରି ବିନା
ଏତେ ଆଲୋଡନ ଏତେ ଆକର୍ଷଣ
ଏତେ ଆଲୋଡନ ଏତେ ଆକର୍ଷଣ
ହେଲେ କାରଣ ମୁଁ ଜାଣେନା
ଲାଗେନା ଲାଗେନା ଭଲ
ତୁମରି ବିନା ପ୍ରଭୁ ତୁମରି ବିନା
ତୁମରି ବିନା ପ୍ରଭୁ ତୁମରି ବିନା
ତୁମରି ବିନା ତୁମରି ବିନା
Lagena Lagena Bhala Your Astrology Guru Lyrics In English Font
Lagena Lagena Bhala
Tumari Bina Prabhu Tumari Bina
Lagena Lagena Bhala
Tumari Bina Prabhu Tumari Bina
Lagena Lagena Bhala
Tumari Bina Prabhu Tumari Bina
Ate Alodana Ate Akarsana
Ate Alodana Ate Akarsana
Hele Karana Mu Janena
Lagena Lagena Bhala
Tumari Bina Prabhu Tumari Bina
Tumaku Dekhila Pare Dekhila Pare
Tumaku Dekhila Pare
Tumaku Dekhila Pare
Mu Hajijaa Prabhu Tumari Bhitare
Tumaku Dekhila Pare
Mu Hajijaa Prabhu Tumari Bhitare
Tume Sarbabhomya Mu Sarbanimna
Tume Sarbabhomya Mu Sarbanimna
Hele A Katha Mu Bujhena
Lagena Lagena Bhala
Tumari Bina Prabhu Tumari Bina
Janama Janama Sathi
Mu Bhabi Base Prabhu Tumaku Jemiti
Janama Janama Sathi
Mu Bhabi Base Prabhu Tumaku Jemiti
Bhaba Prabanare Mu Bhul Kare
Bhaba Prabanare Mu Bhul Kare
Tume Debata Mu Bujhena
Lagena Lagena Bhala
Tumari Bina Prabhu Tumari Bina
Lagena Lagena Bhala
Tumari Bina Prabhu Tumari Bina
Ate Alodana Ate Akarsana
Ate Alodana Ate Akarsana
Hele Karana Mu Janena
Lagena Lagena Bhala
Tumari Bina Prabhu Tumari Bina
Tumari Bina Prabhu Tumari Bina
Tumari Bina Tumari Bina
Thank You