Table of Contents
Your Astrology Guru Lyrics
ମତେ ଭୁଲି ଗଲୁ
Mo Bhola Bhala Chehera Dekhi Your Astrology Guru Lyrics In Odia Font
ମତେ ଭୁଲି ଗଲୁ
ସରଳିଆ ମୋ ମନଟେ ବୋଲି
ଛାଡି ଚାଲି ଗଲୁ
ମୋ ମନଟା ସାଧା ସିଧା ବୋଲି
ସବୁ ଲୁଟି ନେଲୁ
ଧର୍ମ ସହିବନି ତତେ
ମତେ ଧୋକା ଦେଲୁ
ତୁ ଜହ୍ନ ନୁହେଁ ଲୋ
ଜହ୍ନ ନୁହେଁ ଲୋ
ତୁ ଜହ୍ନ ନୁହେଁ ଲୋ…ଓ…
ଜହ୍ନର କଳଙ୍କ ଚି଼ହ୍ନ
କଳଙ୍କ ଚି଼ହ୍ନ
ମୋ ଭୋଲା ଭାଲା ଚେହେରା ଦେଖି
ମତେ ଭୁଲି ଗଲୁ
ସରଳିଆ ମୋ ମନଟେ ବୋଲି
ଛାଡି ଚାଲି ଗଲୁ
ଆ….
ମୋ ନିରୀହ ମନକୁ ଦେଖି ପାଇଲୁ ଭଲ
ହେଲେ ତୁ ଲୋ ଦେଲୁ ଆଜି କି ଉପହାର
ହୋ ଭାଙ୍ଗି ଦେବା ଜଦି ଥିଲା
ତୋ ମନେ ଲେଖା
କାହିଁକି ଲୋ ତୋଳୁଥିଲୁ ପ୍ରେମର ଘର
ତୁ ଜହ୍ନ ନୁହେଁ ଲୋ
ଜହ୍ନ ନୁହେଁ ଲୋ
ତୁ ଜହ୍ନ ନୁହେଁ ଲୋ…ଓ…
ଜହ୍ନର କଳଙ୍କ ଚି଼ହ୍ନ
କଳଙ୍କ ଚି଼ହ୍ନ
ମୋ ଭୋଲା ଭାଲା ଚେହେରା ଦେଖି
ମତେ ଭୁଲି ଗଲୁ
ସରଳିଆ ମୋ ମନଟେ ବୋଲି
ଛାଡି ଚାଲି ଗଲୁ
ଆ…..ଆ…..ଆ…..
ହୋ କେମିତି ବୁଝିବୁ ମୋ ଛାତିର କୋହ
ଜାଣେ ତୋ ପାଖେ ନାହିଁ ତୋ ହୃଦୟ
ହୋ ତୁ ଚାଲିଗଲୁ ପ୍ରିୟା ମତେ କନ୍ଦେଇ
ଦେଇଗଲୁ ମୋ ଆଖିରେ ଲୁହ
ତୁ ଜହ୍ନ ନୁହେଁ ଲୋ
ଜହ୍ନ ନୁହେଁ ଲୋ
ତୁ ଜହ୍ନ ନୁହେଁ ଲୋ…ଓ…
ଜହ୍ନର କଳଙ୍କ ଚି଼ହ୍ନ
କଳଙ୍କ ଚି଼ହ୍ନ
ମୋ ଭୋଲା ଭାଲା ଚେହେରା ଦେଖି
ମତେ ଭୁଲି ଗଲୁ
ସରଳିଆ ମୋ ମନଟେ ବୋଲି
ଛାଡି ଚାଲି ଗଲୁ
ଭୋଲା ଭାଲା ଚେହେରା ଦେଖି
ମତେ ଭୁଲି ଗଲୁ
ସରଳିଆ ମୋ ମନଟେ ବୋଲି
ଛାଡି ଚାଲି ଗଲୁ…
Mo Bhola Bhala Chehera Dekhi Your Astrology Guru Lyrics In Odia Language
Thank You