Loading...

299 Big Street, Govindpur, India

Open daily 10:00 AM to 10:00 PM

Dharma Sahibani Lo Tate Your Astrology Guru Lyrics In Odia Font

Human Sagar

Your Astrology Guru Lyrics

ଧର୍ମ ସହିବନି ଲୋ ତତେ

Dharma Sahibani Lo Tate Your Astrology Guru Lyrics In Odia Language


ଭଲ ପାଇ ଲୋ ଭୁଲି ତୁ ଗଲୁ
ମୋ ହୃଦୟ ସାଥେ ହଁ ଖେଳି ତୁ ଦେଲୁ
ମୋ ବିଶ୍ୱାସରେ ଲୋ ବିଷ ତୁ ଦେଲୁ
ପଛରୁ ମତେ ହଁ ଛୁରୀ ମାରିଲୁ
ଭଲ ପାଇବାର ଭଲ ଉପହାର
ଭଲ ପାଇବାର ଭଲ ଉପହାର
ଦେଇଗଲୁ ଲୋ ପ୍ରିୟା ମତେ….
ମତେ….ମତେ….
ଧର୍ମ ସହିବନି ଲୋ ତତେ
ରେ ଧର୍ମ ସହିବନି ଲୋ ତତେ






ଭଲ ପାଇ ତତେ ମୁଁ ଲୋ ସବୁ ଭୁଲିଲି
ବେଈମାନି ଝିଅ ତୁ ଟା ଆଜି ଜାଣିଲି
ହୋ ଭଲ ପାଇ ତତେ ମୁଁ ଲୋ ସବୁ ଭୁଲିଲି
ବେଈମାନି ଝିଅଟା ତୁ ଆଜି ଜାଣିଲି
ଛାତି ତଳେ ରଖିଥିଲି ତତେ ସାଇତି
କେମିତି ଲୋ ପ୍ରେମକୁ ମୋ କରିଲୁ ଇତି
ହୃଦୟକୁ ମୋର ଭାବିଲୁ ପଥର
ହୃଦୟକୁ ମୋର ଭାବିଲୁ ପଥର
ଶସ୍ତା ଭାବି ନେଲୁ ମତେ….
ମତେ….ମତେ….
ଧର୍ମ ସହିବନି ଲୋ ତତେ
ହାଏ ଧର୍ମ ସହିବନି ଲୋ ତତେ






ଓ ମିଳିଗଲା ବୋଲି ତତେ ରାଜ ଉଆସ
ଛଡେଇ ନେଲୁ ଲୋ ମୋର ଓଠରୁ ହସ
ହେ ମିଳିଗଲା ବୋଲି ତତେ ରାଜ ଉଆସ
ଛଡେଇ ନେଲୁ ଲୋ ମୋର ଓଠରୁ ହସ
ଖୁସିରେ ଗଢିଲୁ ଆଜି ନୂଆ ସଂସାର
କଲ ବଲ କରିଦେଲୁ ଜୀବନ ମୋର
ଛଳନା ଯୁଇରେ ଜିଅନ୍ତା ଶୁଆଇ
ଛଳନା ଯୁଇରେ ଜିଅନ୍ତା ଶୁଆଇ
ଜାଳି ଦେଲୁ ପ୍ରିୟା ମତେ…..
ମତେ…..ମତେ…..
ଧର୍ମ ସାହିବନୀ ଲୋ ତତେ
ଧର୍ମ ସାହିବନୀ ଲୋ ତତେ
ଧର୍ମ ସାହିବନୀ ଲୋ ତତେ


Dharma Sahibani Lo Tate Your Astrology Guru Lyrics In Odia Font








Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00