Loading...

299 Big Street, Govindpur, India

Open daily 10:00 AM to 10:00 PM

Kandna Re Akhi Tu Your Astrology Guru Lyrics In Odia Font

Human Sagar

Your Astrology Guru Lyrics

କାନ୍ଦ୍ନା ରେ ଆଖି ତୁ କାନ୍ଦ୍ନା ଆଉ

Kandna Re Akhi Tu Kandna Au Your Astrology Guru Lyrics In Odia Language


କାନ୍ଦ୍ନା ରେ ଆଖି ତୁ କାନ୍ଦ୍ନା ଆଉ
ଝୁରୁନା ରେ ମନ ତାକୁ ଝୁରୁନା ଆଉ
କାନ୍ଦ୍ନା ରେ ଆଖି ତୁ କାନ୍ଦ୍ନା ଆଉ
ଝୁରୁନା ରେ ମନ ତାକୁ ଝୁରୁନା ଆଉ
ଠକି ଦେଇ ଯିଏ ତତେ ଗଲାରେ ଚାଲି
କେମିତି ଭାବୁଛୁ ତାକୁ ନିଜର ବୋଲି
ଠକି ଦେଇ ଯିଏ ତତେ ଗଲାରେ ଚାଲି
କେମିତି ଭାବୁଛୁ ତାକୁ ନିଜର ବୋଲି
ଝୁରିଲେ କି ହବ ସିଏ କି ବୁଝିବ
ତୁ ତାକୁ କେତେ ଭଲ ପାଉ
କାନ୍ଦ୍ନା ରେ ଆଖି ତୁ କାନ୍ଦ୍ନା ଆଉ
ଝୁରୁନା ରେ ମନ ତାକୁ ଝୁରୁନା ଆଉ
କାନ୍ଦ୍ନା ରେ ଆଖି ତୁ କାନ୍ଦ୍ନା ଆଉ
ଝୁରୁନା ରେ ମନ ତାକୁ ଝୁରୁନା ଆଉ







ଜୀବନ ଦେଇକି ତାକୁ ପାଇଥିଲୁ ଭଲ
ସିଏ କି ବୁଝିଲା ତୋ ହୃଦୟର ମୁଲ
ହୋ ରାତିର ସପନ ଏଠି ମାୟା ମୃଗଟିଏ
କେବେ ସେ ହସାଏ ପୁଣି କେବେ ସେ କନ୍ଦାଏ
କେବେ ସେ କନ୍ଦାଏ କେବେ ସେ କନ୍ଦାଏ
ତତେ ଧୋକା ଦେଇ ଯିଏ ଗଲାରେ ଚାଲି
କେମିତି ଭାବୁଚୁ ସିଏ ଫେରିବ ବୋଲି
ଭାବିଲେ କି ହବ ସିଏ କି ବୁଝିବ
କେବେ ତାକୁ ମନେ ପକାନା ଆଉ
କାନ୍ଦ୍ନା ରେ ଆଖି ତୁ କାନ୍ଦ୍ନା ଆଉ
ଝୁରୁନା ରେ ମନ ତାକୁ ଝୁରୁନା ଆଉ
କାନ୍ଦ୍ନା ରେ ଆଖି ତୁ କାନ୍ଦ୍ନା ଆଉ
ଝୁରୁନା ରେ ମନ ତାକୁ ଝୁରୁନା ଆଉ







ତା ପାଇଁ ଦିନେ ସବୁ କରିଥିଲୁ ପର
ସିଏ ଆଜି ସଜେଇଲା ତତେ ଯାଯାବର
ଚୁନା ଚୁନା ହେଇଗଲା ସବୁ ପ୍ରତିଶୃତି
ରଙ୍ଗ ବଦଳେଇ ଦେଲା ରଙ୍ଗ ପ୍ରଜାପତି
ରଙ୍ଗ ପ୍ରଜାପତି ରଙ୍ଗ ପ୍ରଜାପତି
ଜାଣିନୁ କି ପ୍ରେମ ଏଠି ତତଲା ବାଲି
ଆଜି କଥା ଆଜି ପାଇଁ ନଥିବ କାଲି
ହୃଦୟରା ଭାବ ସେ କାହୁଁ ଜାଣିବ
ଭୁଲିଯାଉ ପଛେ ସିଏ ଭଲରେ ଥାଉ
କାନ୍ଦ୍ନା ରେ ଆଖି ତୁ କାନ୍ଦ୍ନା ଆଉ
ଝୁରୁନା ରେ ମନ ତାକୁ ଝୁରୁନା ଆଉ
କାନ୍ଦ୍ନା ରେ ଆଖି ତୁ କାନ୍ଦ୍ନା ଆଉ
ଝୁରୁନା ରେ ମନ ତାକୁ ଝୁରୁନା ଆଉ


Kandna Re Akhi Tu Kandna Au Your Astrology Guru Lyrics In Odia Font








Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00